Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫଳ ରସ ବିକ୍ରି କରୁଛନ୍ତି ହାସ୍ୟ ଅଭିନେତା ସୁନୀଲ ଗ୍ରେ‌ାଭର

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓ ସିରିଜ୍‌ ତାଣ୍ଡବରେ ଗୁରୁପାଲ ଭାବରେ ତାଙ୍କ ଅଭିନୟ ସହିତ ସୁନୀଲ ଗ୍ରୋଭର ଦର୍ଶକଙ୍କୁ ବେଶ୍‌ ଉତ୍ସାହିତ କରିଥିଲେ। ତେବେ ସମ୍ପ୍ରତି ଟେଲିଭିଜନର ମଜାଳିଆ ବ୍ୟକ୍ତିତ୍ବ ପାଇଁ ପରିଚିତ ଥିବା ସୁନୀଲ ଗ୍ରୋଭରଙ୍କ ଫଳ ରସ ବିକ୍ରି କରୁଥିବା ଭିଡିଓ ଏବେ…

ଏହି ଦିନ ରିଲିଜ କରିବ ଟାଇଗର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ହିରୋପନ୍ଥୀ ୨’

ନୂଆଦିଲ୍ଲୀ: ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର 'ହିରୋପନ୍ଥୀ ୨'ର ରିଲିଜ ତାରିଖ ପ୍ରକାଶ ପାଇଛି। ଟାଇଗର୍‌ଙ୍କ ୩୧ତମ ଜନ୍ମଦିନ ଅବସସରରେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ଡିସେମ୍ବର ୩ ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମର ଟାଇଟଲରୁ ସ୍ପଷ୍ଟ ଯେ…

ଦେଖନ୍ତୁ ସବ୍ୟର୍ଚ୍ଚିତାଙ୍କ ବିବାହ ଭିଡିଓ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ସାମ୍ନାକୁ ଆସିଲା ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହର ଭିଡିଓ । ବେଶ କିଛି ଦିନ ଧରି ଓଲିଉଡର ଏହି ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାକୁ ଦେଖି ଶେଷରେ ନିଜ ବିବାହ ସମୟର ଭିଡିଓକୁ…

ଶିଶୁ ପୁତ୍ରର ମା’ ହେଲେ ଗାୟିକା ହର୍ଷଦୀପ କୌର୍‌

ନୂଆଦିଳ୍ଲୀ: ବଲିଉଡ୍‌ ଗାୟିକା ହର୍ଷଦୀପ କୌରଙ୍କ ଘରକୁ ଆସିଛି ନୂଆ ଅତିଥି। ହର୍ଷଦୀପ ଏକ ଶିଶୁପୂତ୍ରକୁ ଜନ୍ମ ଦେଇଛନ୍ତି। ହର୍ଷଦୀନ ଏବଂ ସ୍ୱାମୀ ମନକିତ ସିଂ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଛନ୍ତି। ସେ ସେମାନଙ୍କର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା 'ଇଟ୍ସ୍‌ ଏ ବଏ୍‌' ଏବଂ …

ବାହାଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି…

ଶିବସେନା ନେତାଙ୍କ ପ୍ରତି ଡର ରହିଛି, କେସ୍ ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ତାଙ୍କ ବିରୋଧରେ ଆଗତ ହୋଇଥିବା ୩ଟି ଅପରାଧିକ ମାମଲାକୁ ଶିମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । କଙ୍ଗନାଙ୍କ ଓକିଲ ନୀରଜ ଶେଖର କୋର୍ଟ ନିକଟରେ ୨ ଭଉଣୀଙ୍କ ଜୀବନ ପ୍ରତି…

ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେନି ଅମୀର

ମୁମ୍ବାଇ: ଅଭିନେତା ଅମୀର ଖାଁ ଶେଷର ମହାଭାରତ ପ୍ରୋଜେକ୍ଟରୁ ଓହରିଲେ । ତାଣ୍ଡବ ବିବାଦ ପରେ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ପ୍ରାୟ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶିତ ହୋଇ ଆସୁଥିଲା । ମଙ୍ଗଳବାର ଅମୀର ଆଉ ମହାଭାରତ ପ୍ରୋଜେକ୍ଟରେ କାମ କରିବେ…

ସାଇନାଙ୍କ ବାୟୋପିକ ଫିଲ୍ମ ରିଲିଜ ହେବ ଏଇ ତାରିଖରେ

ମୁମ୍ବାଇ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଲିମ୍ପିକ ବ୍ରୋଞ୍ଜ ପଦକ ପଦକ ବିଜେତା ସାଇନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ…

କରୋନା ଟିକା ନେଲେ ଅଭିନେତା କମଲ ହାସନ

ନୂଆଦିଲ୍ଲୀ: ମାର୍ଚ୍ଚ ୧ ରୁ ଆରମ୍ଭ ହୋଇଥିବା କରୋନାଭାଇରସ୍ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି। ଏଥିରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ଯୋଡି ହୋଇଛି। ଆଜି ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ରାଜନେତା…

ସଡ଼କ ଦୁର୍ଘଟଣା ଯୋଗୁ ୟମିଙ୍କ ଆଇଏଏସ୍‌ ହେବା ସ୍ୱପ୍ନ ଅଧାରେ ରହିଯାଇଥିଲା

ନୂଆଦିଲ୍ଲୀ: ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍‌ ଅଭିନେତ୍ରୀ ୟମି ପ୍ରକାଶ କରିଛନ୍ତି ଯେ ସେ କଲେଜରେ ପଢୁଥିବା ସମୟରେ ଦୁର୍ଘଟଣା ହେତୁ ବେକରେ ଆଘାତ ଲାଗିଥିଲା। ଏହାକୁ ମନେ ପକାଇ ସେ କହିଥିଲେ ଯେ ସେ ତାଙ୍କ ଦୁଇ ଚକିଆ ଯାନରେ ଯାଉଥିଲେ, ଯେତେବେଳେ ସେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଏହି…