Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅସ୍ତ୍ରୋପଚାର ପରେ ପୁଣି ଥରେ କର୍ମସ୍ଥଳୀକୁ ଫେରିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଅମିତାଭ ବଚ୍ଚନଙ୍କ ଫଟୋ ଉପରେ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି। ପ୍ରକୃତରେ ଅମିତାଭ ବଚ୍ଚନ ନିକଟରେ ଆଖି ଅସ୍ତ୍ରୋପଚାର କରାଇଥିଲେ। ଏବଂ ସେ ପୁଣି ଥରେ ଏବେ କାମ ଆରମ୍ଭ କରିଛନ୍ତି। ସୋସିଆଲ୍‌ ମିଡିଆରେ ସେ ତାଙ୍କର ଫଟୋ ଏବଂ…

ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଂଚଲ୍ୟକର ବୟାନ: ୫ ଓ ୯ରେ ଯୌନ ଶୋଷଣ, ୧୪ରେ ଦୁଷ୍କର୍ମ କରାଯାଇଥିଲା

ମୁମ୍ବାଇ: ସଲମାନ ଖାଁଙ୍କ ପୂର୍ବତନ ପ୍ରେମିକା ସୋମି ଅଲୀ ଶୁକ୍ରବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ନୋ ମୋର ଟିୟର୍ସ ନାମକ ଏନଜିଓ ଚଳାଉଥିବା ସୋମି କହିଛନ୍ତି ପାକିସ୍ତାନରେ ଥିବା ବେଳେ ୫ ଓ ୯ ବର୍ଷ ବୟସରେ ମୋତେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ୧୪ ବର୍ଷ ବୟସରେ ମୋ ସହିତ ଦୁଷ୍କର୍ମ…

ମନୋଜ ବାଜପେୟୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ଅଭିନେତା ମନୋଜ ଭାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରେ ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ମନୋଜ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଡେସପ୍ୟାଚ୍ ସୁଟିଂରେ ବ୍ୟସ୍ତ ଅଛନ୍ତି।…

ରଣବୀରଙ୍କୁ ମିସ୍‌ କରୁଛନ୍ତି ଆଲିଆ

ନୂଆଦିଲ୍ଲୀ: ରଣବୀର କପୁର କରୋନା ସଂକ୍ରମିତ ହେବା ପରେ ସେ ଏବେ ସଙ୍ଗରୋଧରେ ରହୁଛନ୍ତି। ଏହି ସମୟରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ତାଙ୍କୁ ଅତିଶୟ ମିସ୍‌ କରୁଥିବା ଜାଣିବାକୁ ମିଳିଛି। ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଭାବନା ପ୍ରକାଶ କରିବାକୁ ଯାଇ ଉଭୟ ହାତ ଧରିଥିବା ଏକ ରୋମାଣ୍ଟିକ ଫଟୋ…

ଫିଲ୍ମ ‘ତୁଫାନ୍‌’ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଫରହାନ ଅଖତର ଷ୍ଟାରରଙ୍କ ଫିଲ୍ମ ତୁଫାନର ଟିଜର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ବେଶ୍‌ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଫର୍‌ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର ଏବଂ ବିଜୟ ରାଜ ପ୍ରମୁକ ଭୂମିକାରେ ଅଭିନୟ କରିଛନ୍ତି। ଟୁଫାନ୍‌ର ଟିଜର…

ନୂଆ ରୂପରେ ଫେରୁଛନ୍ତି ଗାୟକ ଅରିଜିତ ସିଂ

ନୂଆଦିଲ୍ଲୀ: 'କ୍ୟୁଁକି ତୁମ୍‌ ହି ହୋ' ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ଅରିଜିତ ସିଂ ଏବେ ଏକ ନୂଆ ଢଙ୍ଗରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଅରିଜିତ ସିଂ ନେଟଫ୍ଲିକ୍ସ ଫିଲ୍ମ ପାଗ୍ଲାଇଟ୍ ମାଧ୍ୟମରେ ପ୍ରଥମଥର ପାଇଁ ସଙ୍ଗୀତ ରଚନା କରିବାକୁ ଯାଉଛନ୍ତି।…

ଫିଲ୍ମ ‘ଆଦିପୁରୁଷ’ରେ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ପାଇଁ ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକା ନିର୍ଣ୍ଣୟ ହୋଇସାରିଛି। ପ୍ରଭାସ କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ଦଳକୁ ସ୍ୱାଗତ କରିଛନ୍ତି। କ୍ରିତି ସୀତା ଭୂମିକାରେ ଅଭିନୟ…

ରାଧେଶ୍ୟାମର ନୂତନ ପୋଷ୍ଟର ଜାରି, ଶୀତଳତାରେ ପ୍ରେମର ଉଷ୍ମତା

ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ଲୋକପ୍ରିୟ ଅଭିନେତା ତଥା ବାହୁବଳୀ ଫେମ୍ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ରାଧେଶ୍ୟାମର ଆଉ ଏକ ପୋଷ୍ଟର ଜାରି କରିଛନ୍ତି । ଏଥିରେ ପ୍ରଭାସ ଓ ପୂଜା ହେଗଡେଙ୍କ ରୋମାଂଟିକ ଲୁକ୍ ଦେଖିବାକୁ ମିଳିଛି । ବରଫ ଆଚ୍ଛାଦିତ ଭୂମିରେ ଉଭୟ ରୋମାଂଟିକ ଶୈଳୀରେ ଶୋଇ…

ସରିଲା ମହୁରତ, ଆରମ୍ଭ ହେବ ଫିଲ୍ମ “ପ୍ରେମୀ ଆୱାରା”ର ସୁଟିଂ

ଭୁବନେଶ୍ୱର: ଦର୍ଶକ ପୁଣି ଦେଖିବେ ଲୁବୁନ୍‌-ଟୁବୁନ୍‌ଙ୍କ ଜଲୱା । ହେଲେ ଏଥର ଅନ୍‌ସ୍କ୍ରିନ୍‌ରେ ନୁହେଁ ବରଂ କ୍ୟାମେରା ପଛରେ ଧମାଲ୍ ମଚାଇବେ ଦୁଇଭାଇ । କାହିଁକି ନା ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ନିର୍ମାଣ ହେବ ଓଡିଆ ଫିଲ୍ମ ପ୍ରେମୀ…

୨୦ ବର୍ଷ ପରେ ଜ୍ୟାକି ଭଗନାନୀ କରିବେ ରହେନା ହେ ତେରେ ଦିଲ ମେଁର ସିକ୍ୱେଲ

ମୁମ୍ବାଇ: ୨୦୦୧ରେ ରିଲିଜ ହୋଇଥିଲା ବାସୁ ଭାଗନାନୀଙ୍କ ରହେନା ହେ ତେରେ ଦିଲ ମେଁ । ସେ ସମୟରେ ସୈଫ ଅଲୀ ଖାଁ, ଦିୟା ମିର୍ଜା ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ବଡ ସଫଳତା ହାସଲ କରିପାରି ନ ଥିଲା । ପରେ ଟେଲିଭିନ ପ୍ରିମିୟରରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ବାସୁ…