Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶେହ୍‌ନାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍‌ ବସ୍‌ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ…

ରିଲିଜ୍ ଅପେକ୍ଷାରେ ଓଡିଆ ଫିଲ୍ମ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ଗାଲୁଆମୀ କରିବାକୁ ସଜବାଜ ହେଉଛନ୍ତି ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ତେବେ ରିୟଲ୍ ନୁହେଁ ବରଂ ରିଲ୍ ଲାଇଫରେ ତାଙ୍କୁ ଗାଲୁଆମୀ କରିବାରେ ଦର୍ଶକ ଦେଖିବାକୁ ପାଇବେ । ରିଲିଜ୍ ଅପେକ୍ଷାରେ ରହିଛି ଓଡିଆ ଫିଲ୍ମ ଗାଁର ନାଁ ଗାଲୁଆପୁର । ଫିଲ୍ମର ମୁଖ୍ୟ ଭୂମିକାରେ…

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି ।  ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି ।…

ଅମିତାଭ ଅଭିନୀତ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଘୋଷଣା ହେଲା ନାମ

ମୁମ୍ବାଇ: ସରଜ ବଡଜାତ୍ୟା ମେଗାଷ୍ଟାର ଅମିତାଭ ବଚ୍ଚନ ଓ ବୋମନ ଈରାନୀଙ୍କୁ ନେଇ ଏକ ପାରିବାରିକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ଅନୁପମ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବ । ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ପ୍ରେମ ରତନ ଧନ ପାୟୋ ଭଳି ସୁପରହିଟ…

ଘୋଷଣା ହେଲା କଙ୍ଗନା ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ତାରିଖ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଥାଲାଇଭି ଫିଲ୍ମର ରିଲିଜ ତାରିଖ ବୁଧବାର ଘୋଷଣା କରାଯାଇଛି । ଜୟଲଳିତାଙ୍କ ଭୂମିକା କରୁଥିବା କଙ୍ଗନା ରାନାୱତ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଜୟଲଳିତାଙ୍କ ୭୩ତମ ଜନ୍ମଦିବସ ୨୩…

ଜୁଲାଇ ୩୦ରେ ମୁକ୍ତିଲାଭ କରିବ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଥିଆୱାଡି'ର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଥିଆୱାଡି' ଜୁଲାଇ ୩୦, ୨୦୨୧ରେ ମୁକ୍ତିଲାଭ କରିବ ବୋଲି ଆଲିଆ ଆଜି ସୋସିଆଲ ମିଡିଆରେ…

୫୮ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଚର୍ଚ୍ଚିତ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଳୀ

ନୂଆଦିଲ୍ଲୀ: ଆଜି ହେଉଛି ବଲିଉଡ୍‌ ଫିଲ୍ମ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ୫୮ତମ ଜନ୍ମଦିନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସବୁବେଳେ ପରଦାରେ ହିଟ୍‌ କରିଛି। ସେ ଜଣେ ଭାରତୀୟ ନିର୍ଦ୍ଦେଶକ, ନିର୍ମାତା, ସ୍କ୍ରିନ୍‌ରାଇଟର୍‌ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଯିଏକି ହିନ୍ଦୀ…

‘ତାଣ୍ଡବ’କୁ ନେଇ ଆମାଜନ୍‌ ପ୍ରାଇମ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୋଲିସର ଜେରା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସ ମଙ୍ଗଳବାର ଦିନ ଆମାଜନର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ପଚରାଉଚରା କରିଛି ଯେ ପ୍ରାଇମ ଭିଡିଓରେ ଏହାର ଏକ ରାଜନୈତିକ ଡ୍ରାମା ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।…

ବିବାହ ବାର୍ଷିକୀରେ କାଜୋଲଙ୍କୁ ଏହି ବିଶେଷ ଉପହାର ଦେଲେ ଅଜୟ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କପଲ୍‌ ଷ୍ଟାର୍‌ ଅଜୟ ଦେବଗନ୍ ଏବଂ କାଜୋଲ ବୁଧବାର ସେମାନଙ୍କର ୨୨ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଫେବୃଆରୀ ୨୪, ୧୯୯୯ ରେ ଏହି ଦମ୍ପତି ବିବାହ କରିଥିଲେ। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଅଜୟ ଦେବଗନ ଏକ କଷ୍ଟୋମାଇଜ୍ ୱାଇନ୍‌ ବଟଲର ଫଟୋ ସେୟାର…

ରବି କିଶନ ହେବେ ଆଧ୍ୟାତ୍ମିକ ଗୁରୁ ରଜନୀଶ

ମୁମ୍ବାଇ: ଓଶୋ ନାମରେ ପରିଚିତ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମିର୍ତ ହେବାକୁ ଯାଉଛି । ଭୋଜପୁରୀ ଅଭିନେତା ରବି କିଶନ ଏହି ଫିଲ୍ମରେ ଓଶୋଙ୍କ ଭୂମିକା କରିବେ । ରିତେଶ ଏସକୁମାର ନିର୍ଦ୍ଦେଶିକ ଏହି ଫିଲ୍ମର ନାମ ସିକ୍ରେଟ ଅଫ ଲଭ ରଖାଯାଇଛି । ରଜନୀଶ…