Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କପିଳ ଶର୍ମା ହ୍ୱିଲ ଚେୟାରରେ ବସିବାର ପ୍ରକୃତ କାରଣ ସମ୍ମୁଖକୁ ଆସିଲା

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ କମେଡିଆନ୍ କପିଳ ଶର୍ମା ହ୍ୱିଲ ଚେୟାରରେ ବସି ଆସିବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର କରିବା ଏବେ ଚର୍ଚ୍ଚାର କାରଣ ସାଜିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କପିଳଙ୍କର କଣ ହେଇଛି ? ମଙ୍ଗଳବାର ନିଜେ କପିଳ ଏ ନେଇ ମୁହଁ…

ଫୁଡ ଆଣ୍ଡ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ କଙ୍ଗନା

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଫୁଡ ଏବଂ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି । ମଙ୍ଗଳବାର ସେ ଏ ନେଇ ଟୁଇଟରରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ମନାଲୀରେ ତାଙ୍କର ପ୍ରଥମ କାଫେ ଏବଂ ରେଷ୍ଟରୁଂଟାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶଂସକମାନେ ଖୁବ୍ ଶୀଘ୍ର ମନାଲୀରେ ଏହାର ମଜା ଉଠାଇ…

ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଫିଲ୍ମର ଅଫିସିଆଲ ଲୋଗୋ ଜାରି

ମୁମ୍ବାଇ: ମହାଭାରତର ବଳିଷ୍ଠ ଚରିତ୍ର କର୍ଣ୍ଣଙ୍କ ଉପରେ ପୂଜା ଏଂଟରଟେନମେଂଟ ଏକ ଫିଲ୍ମ ପ୍ରସ୍ତୁତ କରୁଛି । ମଙ୍ଗଳବାର ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣର ଅଫିସିଆଲ ଲୋଗୋ ଜାରି କରାଯାଇଛି । ବାସୁ ଭାଗୱାନ, ଦୀପଶିଖା ଦେଶମୁଖ ଓ ଜ୍ୟାକୀ ଭାଗୱାନ ମିଳିତ ଭାବେ ଏହି ଫିଲ୍ମ ପ୍ରଡ୍ୟୁସ କରୁଛନ୍ତି ।…

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ଚେହ୍‌ରେ‌’

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଫିଲ୍ମ 'ଚେହ୍‌ରେ‌' କୁ ନେଇ ଏକ ନୂଆ ରିଲିଜ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୩୦, ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ 'ଚେହ୍‌ରେ' ଜୁଲାଇ ୨୦୨୦ ରେ ରିଲିଜ୍ ହେବାର ଥିଲା। ନିଜେ ଅମିତାଭ…

ଏହି ଦିନ ମୁକ୍ତିଲାଭ କରିବ ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ‘ମୁମ୍ବାଇ ସାଗା’

ନୂଆଦିଲ୍ଲୀ: ଜନ୍ ଆବ୍ରାହମ୍ ଏବଂ ଇମ୍ରାନ୍ ହାଶ୍ମୀଙ୍କ ଅଭିନୀତ ଚଳଚ୍ଚିତ୍ର 'ମୁମ୍ବାଇ ସାଗା'ର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରଟି ୧୯ ମାର୍ଚ୍ଚ ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆସନ୍ତାକାଲି, ଅର୍ଥାତ୍‌ ଫେବୃଆରୀ ୨୪ ରେ ଫିଲ୍ମର ଟିଜର ରିଲିଜ ହେବ। ଜନ୍…

ଫିଲ୍ମ ‘ଭୁତ୍‌ ପୋଲିସ୍‌’ର ରିଲିଜ୍ ତାରିଖ ଘୋଷଣା କଲେ ଜ୍ୟାକ୍‌ଲିନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭୁତ୍‌ ପୋଲିସ'ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ୍ ଅଲି ଖାନ୍, ୟାମି ଗୌତମ ଏବଂ ଅର୍ଜୁନ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ…

ନୂଆ ଅତିଥିକୁ ନେଇ ଘରକୁ ଫେରିଲେ କରୀନା

ନୂଆଦିଲ୍ଲୀ: କରୀନା କପୁର ଖାନ ରବିବାର ଦିନ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଏକ ପୁତ୍ର ସନ୍ତାନର ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କରୀନା ନିଜ ପରିବାର ସହିତ ମଙ୍ଗଳବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ…

ଆସିଲା ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଦସ୍‌ଭି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋମବାର ଦିନ ଦୀନେଶ ଭିଜାନଙ୍କ ଆଗାମୀ ସାମାଜିକ କମେଡି 'ଦସ୍‌ଭି'ରେ ନଜର ଆସିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସେ ଗଙ୍ଗା ରାମ ଚୌଧୁରୀଙ୍କ ଚରିତ୍ରରେ ଅଭିନୟ କରିବେ। ଯେଉଁଥିରେ ୟାମି ଗୌତମ ଏବଂ ନିମ୍ରତ କୌର ମଧ୍ୟ ଅଭିନୟ କରିବେ।…

ଏହି ଦିନ ମୁକ୍ତିଲାଭ କରିବ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନେକ’

ନୂଆଦିଲ୍ଲୀ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମର ରିଲିଜ୍ ତାରିଖ ଖୋଲାଯାଇଛି। ୨୦୨୧ ରେ ଏହା ଆୟୁଷ୍ମାନଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ହେବ, ଯାହା ପ୍ରେକ୍ଷାଳୟକୁ ଆସିବ। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନେକ ୧୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆୟୁଷ୍ମାନ ଏହି…

ଚାରି ସପ୍ତାହ ପାଇଁ ସ୍ଥଗିତ ରହିଲା ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ଶୁଣାଣି

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ହୋଇଥିବା କଳଙ୍କିତ ଟ୍ୱିଟକୁ ନେଇ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ପ୍ରତି ଅବମାନନା ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଚାରି ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଆର ଏସ୍ ରେଡ୍ଡୀଙ୍କୁ ନେଇ ଏକ ଖଣ୍ଡପୀଠରେ…