Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ଏଆର ରହେମାନ

ମୁମ୍ବାଇ:ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ ସ୍କ୍ୱାଡନର…

କାଶ୍ମୀରରେ ମଉଜ କରୁଛନ୍ତି ଶେହନାଜ

ନୂଆଦିଲ୍ଲୀ: 'ବିଗ୍ ବସ୍ ୧୩' ଲୋକପ୍ରିୟ ଚେହେରା ତଥା ପ୍ରସିଦ୍ଧ ପଞ୍ଜାବୀ କଳାକାର ଶେହନାଜ କୌର୍‌ ଗିଲ କାଶ୍ମୀରର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ନିକଟରେ ଶେହନାଜ ତାଙ୍କର କିଛି ସୁନ୍ଦର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ସେ ପର୍ବତମାଳା ମଧ୍ୟରେ ମଉଜ କରୁଥିବା…

କେମିତି ରହିଛି ରାକେଶ ରୋଶନଙ୍କ କର୍କଟ ପରବର୍ତ୍ତୀ ଜୀବନ

ନୂଆଦିଳ୍ଳୀ: ୨୦୧୮ ରେ ଥ୍ରୋଟ୍‌ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇଥିବା ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ କହିଛନ୍ତି ଯେ ପରୀକ୍ଷଣ ଏହା ପ୍ରମାଣ କରିବା ପୂର୍ବରୁ ମଧ୍ୟ ସେ ଗୁରୁତର ଅସୁସ୍ଥ ଥିଲେ। ସେ କହିଛନ୍ତି ଯେ ମାନସିକ ସ୍ତରରେ ଶକ୍ତିଶାଳୀ ଥିବାରୁ ସେ ଶୀଘ୍ର ଆରୋଗ୍ୟ ଲାଭ…

ରୋହନ ଶ୍ରେଷ୍ଟାଙ୍କ ସହ ବିବାହ ଗୁଜବକୁ ନେଇ ଏମିତି କହିଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଅଭିନେତା ଶ୍ରଦ୍ଧା କପୁର ତାଙ୍କ ବିବାହର ଗୁଜବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ପରେ ଶ୍ରଦ୍ଧାଙ୍କୁ ଶୀଘ୍ର ବିବାହ ସମ୍ଭାବନା ବିଷୟରେ ପଚରାଯାଇଥିଲା। ତେବେ ସୂଚନା ଅନଯାୟୀ…

ପୁଣି ତାପସୀଙ୍କ ଉପରେ ବର୍ଷିଲେ କଙ୍ଗନା; କହିଲେ ‘ବି ଗ୍ରେଡ୍ ଲୋକଙ୍କର କେବଳ ବି ଗ୍ରେଡ୍ ମାନସିକତା…

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନେତା ତାପସୀ ପନ୍ନୁଙ୍କ ଉପରେ ପୁଣି ବର୍ଷିଛନ୍ତି। ସୂଚନା ଅନୁଯାୟୀ ତାପସୀ ରିହାନ୍ନାଙ୍କ ଟୁଇଟ୍ ଏବଂ 'ଇଣ୍ଡିଆ ଏଗେନ୍‌ଷ୍ଟ ପ୍ରୋପାଗଣ୍ଡା' ସୋସିଆଲ ମିଡିଆ ହ୍ୟାସଟ୍ୟାଗ ଉପରେ ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଛି। ଯେଉଁଥିପାଇଁ…

ସଞ୍ଜୟ ଦତ୍ତ ଏବେ ସମ୍ପୂର୍ଣ୍ଣ ‘କର୍କଟମୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ଦତ୍ତଙ୍କ ସହ ଦୁଇଥର କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ରାହୁଲ ମିତ୍ର ନିକଟରେ କର୍କଟ ରୋଗରେ ପୀଡିତ ହୋଇ ସେଥିରୁ କିଛି ମାତ୍ରାରେ ଆରୋଗ୍ୟ ଲାଭ କରିଥିବା ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି। ଏକ ସାକ୍ଷାତକାରରେ…

ସମାନ ଟାଟୁ କରିବା ପଛର କାରଣ କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ସେ ସେମାନଙ୍କର ପ୍ରଥମ ଏନ୍‌ଗେଜ୍‌ମେଣ୍ଟ୍‌ ବାର୍ଷିକୀରେ ସମାନ ଟାଟୁ କରିଛନ୍ତି। ତେବେ ଏହା ପଛର ରସହ୍ୟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ପ୍ରିୟଙ୍କା ଏବଂ ନିକ ଜୁଲାଇ ୨୦, ୨୦୧୮ ରେ ବିବାହ ବନ୍ଧନରେ…

ବିବାହ ବାର୍ଷିକୀ ଅବସରରେ ରିତେଶଙ୍କୁ ଏହି ଚମତ୍କାର ଉପହାର ଦେଲେ ଜେନେଲିଆ

ନୂଆଦିଲ୍ଲୀ: ବୁଧବାର ଦିନ ରିତିଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜାଙ୍କ ନବମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏକ ବିଶେଷ ରୋମାଣ୍ଟିକ ରାତ୍ରୀ ଭୋଜନ ଉପହାର ଦେଇ ଜେନେଲିଆ ତାଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲେ। ଏହାର ଏକ ସୁନ୍ଦର ଲୁକ୍‌ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି…

ରଜରେ ରିଲିଜ ହେବ ‘ଚୁମ୍‌କି’

ଭୁବନେଶ୍ୱର: ଖୋଲିଗଲାଣି ସିନେମା ହଲ । ଦର୍ଶକ ବି ଶହେ ପ୍ରତିଶତ ବସିବା ପାଇଁ ଅନୁମତି ମିଳିଲାଣି । ଏବେ ଅପେକ୍ଷା ବଡ ସିନେମାକୁ । ଏହାକୁ ଦୃଷ୍ଟି ରଖି ରଜରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଚୁମ୍‌କି-ସେ ତ ପାଣିରେ ବୁଡିବ ନାହିଁ କି’ । ଭଦ୍ରା ମୋଶନ ଷ୍ଟୁଡିଓ ନିବେଦିତ ତଥା ଉପହାର…

କଙ୍ଗନା ବନାମ ଦିଲ୍‌ଜିତ

ନେୂଆଦିଲ୍ଲୀ: ଦିଲ୍‌ଜିତ ଦୋସାଞ୍ଜ ଏବଂ କଙ୍ଗନାଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ‌ଆରମ୍ଭ ହୋଇଯାିଛି। ତେବେ ଏହାର କାରଣ କଣ ରହିଛି? ଦିଲ୍‌ଜିତ୍‌ଙ୍କ ନୂଆ ଗୀତ ସିଙ୍ଗଲ୍ ରିରି (ରିହାନା) ରିଲିଜ୍ ହେବା ପରେ ଏହାକୁ ନେଇ ଦିଲଜିତ ଦୋସାଞ୍ଜ ଏବଂ କଙ୍ଗନା ରାଣାୱତଙ୍କ ମଧ୍ୟରେ ଆଜି ଟ୍ୱିଟରରେ…