Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ । ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ…

‘ବିଗ୍‌ ବସ୍ ୧୦‌’ର ଚର୍ଚ୍ଚିତ ଚେହେରା ସ୍ୱାମୀ ଓମ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: 'ବିଗ୍ ବସ୍' ୧୦ ଚର୍ଚ୍ଚିତ ସ୍ୱାମୀ ଓମ୍‌ଙ୍କ ପରଲୋକ ହୋଇଛି। ତେବେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମସ୍ତେ ଏ ନେଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ସ୍ୱାମୀ ଓମ୍ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏଥି ସହିତ, ପ୍ରାୟ ତିନିମାସ ପୂର୍ବେ ସେ କରୋନା ଆକ୍ରାନ୍ତ ମଧ୍ୟ ହୋଇଥିଲେ।…

କେଜିଏଫ-୨ ରିଲିଜ ଦିନକୁ ଜାତୀୟ ଛୁଟି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ୟଶ ପ୍ରଶଂସକ

ମୁମ୍ବାଇ: ସୁପରଷ୍ଟାର ୟଶଙ୍କ କେଜିଏଫ-୨ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ଆଉ ଧୈର୍ଯ୍ୟ ଧରି ପାରୁ ନାହାନ୍ତି । ୧୬ଜୁଲାଇରେ ଏହି ଫିଲ୍ମ ରିଲିଜ ହେବ । ଏହି ଦିନକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ୟଶ ପ୍ରଶଂସକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ଏହି…

ତଖତ ଫିଲ୍ମକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହେଲେ କରନ ଜୋହର

ମୁମ୍ବାଇ:୨୦୧୮ ଅଗଷ୍ଟରେ ଧର୍ମା ପ୍ରଡକ୍ସନ ତଥତ ଫିଲ୍ମର ଜୋରଦାର ଘୋଷଣା କରିଥିଲେ । ମାତ୍ର ଅଢ଼େଇ ବର୍ଷ ଅପେକ୍ଷା କରିବା ପରେ ଶେଷରେ କରନ ଜୋହର ବାଧ୍ୟହୋଇ ତାଙ୍କର ଏହି ମେଗା ପ୍ରୋଜେକ୍ଟ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି । ଫିଲ୍ମଟି ସିଂହାସନ ପାଇଁ କିପରି ମୋଗଲ ଶାସକ ଔରଙ୍ଗଜେବ ଓ ତାଙ୍କ…

ତାପସୀଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବଲିଉଡର ପ୍ରତିଭାବାନ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଲୁପ ଲପେଟା ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇଛି । ୧୯୯୮ରେ ରିଲିଜ ହୋଇଥିବା ଜର୍ମାନୀର ସୁପରହିଟ ଫିଲ୍ମ ରନ ଲୋଲା ରନର ଏହା ହିନ୍ଦୀ ରିମେକ୍ । ଲୁପ ଲପେଟାର ନିର୍ଦ୍ଦେଶନା ଭାର ଆକାଶ ଭାଟିଆଙ୍କ ଉପରେ ନ୍ୟସ୍ତ ରହିଛି ।…

ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ ହୋଇ ଯାଇଛି। ସମୁଦାୟ ୪ଟି ଗୀତ ଥିବା ଏହି ସିନେମାରେ ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡ଼ା ଗୀତ ରଚନା କରିଥିବା ବେଳେ ବିଶ୍ଵଜିତ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ…

ଆସନ୍ତୁ ଜାଣିବା କେତେ ରୋମାଂଟିକ ଥିଲା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରୀ 

ମୁମ୍ବାଇ: ଫଲ୍ମ ଇଣ୍ଡଷ୍ଟ୍ରିରେ ଜଗୁ ଦାଦା ଭାବେ ପରିଚିତ ଜ୍ୟାକି ଶ୍ରଫଙ୍କ ଆଜି ଥିଲା ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରି ସମ୍ପର୍କରେ । ଥରେ ଜ୍ୟାକି ରାସ୍ତା କଡରେ ଛିଡା ହୋଇଥିବା ବେଳେ ସ୍କୁଲ ୟୁନିଫର୍ମରେ ୧୩ ବର୍ଷୀୟା ଆୟେଶାଙ୍କୁ ଦେଖି ଆକର୍ଷିତ ହୋଇ…

ଲାଲ ସିଂ ଚଢ଼ା ଫିଲ୍ମର ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ ଅମୀର

ମୁମ୍ବାଇ: ବଲିଉଡ ଷ୍ଟାର ଅମୀର ଖାଁ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଗୁରୁତ୍ୱ ସହକାରେ ନେଇଥାନ୍ତି । ଏବେ ସେ ଲାଲ ସିଂ ଚଢ଼ା ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସାଧାରଣତଃ ଡିଜିଟାଲ ଯୁଗରେ ମୋବାଇଲଠାରୁ ଦୂରେଇ ରହିବା ଏତେଟା ସହଜ ହୋଇ ନ ଥାଏ । ମାତ୍ର ଅମୀର ଏହି…

ଭଁସାଲୀଙ୍କ ଫିଲ୍ମରେ ସଲମାନଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅପେକ୍ଷା କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ପ୍ରିୟ ହିରୋ ସଲମାନ ଖାଁଙ୍କୁ ନେଇ ଇନସାଆଲ୍ଲାହ ନାମକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏଥିପାଇଁ ହିରୋଇନ ଭାବେ ଆଲିୟା ଭଟ୍ଟଙ୍କୁ ମଧ୍ୟ ସାଇନ କରାଯାଇଥିଲା । ଶେଷ ମୂହର୍ତରେ ସଲମାନ ଏହି ଫିଲ୍ମ…

ବିରୁଷ୍କା କଣ ରଖିଛନ୍ତି ତାଙ୍କ ଲିଟିଲ୍‌ ଏଞ୍ଜେଲ୍‌ର ନାଁ; ଜାଣନ୍ତୁ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଆଜି ନିଜ ଝିଅର ନାମ ପ୍ରକାଶ କରିଛନ୍ତି। ଏହି ଦମ୍ପତି ତାଙ୍କ କ୍ୟୁଟ୍‌ ଲିଟିଲ୍‌ ଏଞ୍ଜେଲ୍‌ର ନାଁ ଭାମିକା ରଖିଛନ୍ତି। ବିରାଟ ଏବଂ ଅନୁଷ୍କା ତାଙ୍କ ନବଜାତ ଶିଶୁର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ସେ…