Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ୱେବ୍ ସିରିଜ୍ ‘ତାଣ୍ଡବ’ ନିର୍ମାତାଙ୍କ ବିରୋଧରେ ଏଫ୍‌ଆଇଆର୍‌

ଲକ୍ଷ୍ନ‌ୌ: ୱେବ୍ ସିରିଜ୍ 'ତାଣ୍ଡବ' ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍‌ ଦାଖଲ କରାଯାଇଛି। ୱେବ୍ ସିରିଜ୍ 'ତାଣ୍ଡବ' ଦେଖିବା ପରେ ହିନ୍ଦୁ ଦେବା ଦେବୀଙ୍କୁ ଏଥିରେ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ବିଜେପି ସାଂସଦ ମନୋଜ କୋଟାକ୍ ରବିବାର କହିଛନ୍ତି ଯେ ସେ ସୂଚନା ଏବଂ ପ୍ରସାରଣ…

ଖୁବ୍‌ ଶୀଘ୍ର ‘ଲାଇଗର୍‌’ ଅବତାରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ ଅଜୁର୍ନ ରେଡ୍ଡୀ ଷ୍ଟାର୍‌ ବିଜୟ

ନୂଆଦିଲ୍ଲୀ: କରଣ ଜୋହର ତେଲୁଗୁ ଷ୍ଟାର୍‌ ବିଜୟଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଲାଇଗର୍ ' ହିନ୍ଦୀ ସମେତ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ଏହାର ପ୍ରଥମ ଲୁକ୍ ସୋମବାର ମୁକ୍ତିଲାଭ କରିଥିଲା। କରଣ ଜୋହର ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରି ଲେଖିଛନ୍ତି- ମୁଁ ଲାଇଗର୍ ଉପସ୍ଥାପନ କରୁଛି।…

ବିଳମ୍ବିତ ରାତି ଯାଏ କାମ କରୁଥିବା ମହିଳାଙ୍କ ପାଇଁ ଏମିତି କହିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସାମାଜିକ-ରାଜନୀତି ପ୍ରସଙ୍ଗ ବ୍ୟତୀତ ବଲିଉଡ୍‌ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି। କଙ୍ଗନା ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର ଧାକଡର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେପଟେ ବିଳମ୍ବିତ ରାତିରେ…

ଅଭିନେତ୍ରୀ ତବୁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ସମ୍ପ୍ରତି ଅନେକ ବଲିଉଡ ତାରକା ହ୍ୟାକିଂର ସମ୍ମୁଖୀନ ହେଉଛନ୍ତି। ଅନେକ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରାଯାଉଥିବା ସୂଚନା ମଧ୍ୟ ଆଗରୁ ମିଳିସାରିଛି। ବର୍ତ୍ତମାନ ଏହି ହ୍ୟାକିଂର ଶିକାର ହୋଇଛନ୍ତି ଅଭିନେତ୍ରୀ ତବୁ। ତବୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ…

ଦେଶ ପୋଲିଓ ମୁକ୍ତ ପରି କରୋନା ମୁକ୍ତ ହେବ; ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଶନିବାର ଦିନ ଭାରତରେ ବିଶ୍ୱର ସବୁଠାରୁ ବଡ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଟିକାକରଣ ଅଭିଯାନ ପରେ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି ଯେ କୋଭିଡ-୧୯ ରୁ ଦେଶ ମୁକ୍ତ ହେବ ବୋଲି ସେ ଆଶା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ସଂକ୍ରାମକ ରୋଗ…

ଦୁଇଟି ବିବାହ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ସୋନଲ୍‌!

ନୂଆଦିଲ୍ଲୀ: ଫିଲ୍ମ ବ୍ୟତୀତ ବଲିଉଡ ଅଭିନେତ୍ରୀ ସୋନାଲ ଚୌହାନ ସୋସିଆଲ ମିଡିଆରେ ନିଜର ବିଶେଷ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ରହିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ନିଜର ଗ୍ଲାମରସ୍ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରନ୍ତି। ଏବେ ସୋନାଲ ଚୌହାନ ତାଙ୍କ…

କଙ୍ଗନାଙ୍କୁ ଲିଗାଲ ନୋଟିସ ପଠାଇଲେ ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନର ରାନାୱତଙ୍କୁ ଦିଦ୍ଦାର ଲେଖକ ଆଶୀଷ କୌଲ ଲିଗାଲ ନୋଟିସ ପଠାଇଛନ୍ତି । ୭୨ ଘଂଟା ମଧ୍ୟରେ କଙ୍ଗନା ଜବାବ ଦେବାକୁ ଉକ୍ତ ନୋଟିସରେ ଲେଖାଯାଇଛି । ମଣିକର୍ଣ୍ଣିକା ରିଟର୍ଣ୍ଣ-ଦି ଲିଜେଣ୍ଡ ଅଫ ଦିଦ୍ଦା ଫିଲ୍ମ ଘୋଷଣା କରିବା ପରଠାରୁ କଙ୍ଗନା ଅସୁବିଧାର ସମ୍ମୁଖୀନ…

ନିର୍ମାତା-ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବ୍ୟକ୍ତି

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ମାତା-ନିର୍ଦ୍ଦେଶକ ମହେଶ ମଞ୍ଜରେକର ଅଡୁଆରେ ପଡ଼ିଯାଇଛନ୍ତି। ତାଙ୍କ ବିରୋଧରେ ଜଣେ ବ୍ୟକ୍ତି ମାର୍‌ପିଟ୍‌ କରିଥିବା ଅଭିଯୋଗ ଆଣିଛନ୍ତି। ଏହି କାରଣରୁ ମହାରାଷ୍ଟ୍ରର ୟାବତ୍‌ ପୋଲିସ ଷ୍ଟେସନରେ ମହେଶ ମଞ୍ଜରେକରଙ୍କ ବିରୋଧରେ ଅଭିଯୋଗ ହୋଇଛି।…

ମହାଭାରତର କର୍ଣ୍ଣ ଭୂମିକାରେ ସାହିଦ କପୁର !

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ମହାଭାରତର କର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି। କବୀର ସିଂ ଠାରୁ ଆରମ୍ଭ କରି ପଦ୍ମାବତର ରତନ ସିଂ ଯାଏଁ ସାହିଦଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ। ଏବେ ଖବର ଆସୁଛି ଯେ ସାହିଦ କପୁର ପୁଣି ଏକ ମେଗା ପ୍ରୋଜେକ୍ଟରେ ନଜର ଆସିବାକୁ…

୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର

ନୂଆଦିଲ୍ଲୀ: ୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର। ଜାଭେଦ ଅଖତର ୧୭ ଜାନୁୟାରୀ ୧୯୪୫ ରେ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନ ନିସର ଖାନ। ଏବଂ ମାତାଙ୍କ ନାମ ସଫିଆ ସିରାଜୁଲ ହକ। ଜାଭେଦ ଅଖତରଙ୍କ ପିତା ଜନ ନିସାର ଖାନ ବଲିଉଡରେ ଗୀତିକାର ଥିଲେ ଏବଂ…