Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆରପାରିରେ ଫିଲ୍ମ ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଓଲାନୋକିଓଟନ ଗୋଲାବୋ ଲୁକ୍‌ସଙ୍କ ଦେହାନ୍ତ ହୋଇଛି। ସେ ଫୁକ୍‌ରେ ଏବଂ ଫୁକ୍‌ରେ ରିଟର୍ନସ୍ ଚଳଚ୍ଚିତ୍ରରେ ଅଭିନେତ୍ରୀ ରିଚା ଚଡାଙ୍କ ଅଙ୍ଗରକ୍ଷୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଓଲାନୋକିଓଟନ୍ ଗୋଲାବୋ ଲୁକ୍‌ସଙ୍କ ଚରିତ୍ରର ନାଁ ଥିଲା…

ତ୍ରିଭଙ୍ଗ, ଏକ ଫିଲ୍ମ ନୁହଁ … ଏହା ଏକ କାନ୍ଦ କାନ୍ଦ ସମ୍ପର୍କର ସ୍ୱର

ଅନ୍ତର୍ୟାମୀ ମିଶ୍ର ଲାଗୁଛି ଯେମିତି ବିତିଲା , ପିଛିଲା, ଫେରେଇ ଆଣିବାକୁ ଚାହୁଁଥିଲେବି ଫେରି ନ ଅଇଲା ସମୟକୁ କେନ୍ଦରାରେ ଜୀବନ ଦବ କହି କନ୍ଦେଇ ଦେଇଛି... ଯେଉଁ ଲୁହରେ ଜଳଜଳ ହେଇ ଦିଶିଯାଉଛି ତିନି ପିଢିର ଜନ ଜୀବନ ..।। ଏହାକୁ ଆପଣ ଫିଲ୍ମ ନକହି କହିପାରନ୍ତି କଅଁଳୁଥିବା ଋତୁର…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ପ୍ରାଚୀ ଦେଶାଇ

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରାଚୀ ଦେଶାଇଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଶନିବାର ଦିନ ପ୍ରାଚୀ ଦେଶାଇ ଏକ ହ୍ୱିଲ ଚେୟାରରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଏହି ଅବସ୍ଥାରେ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ, ଅଭିନେତ୍ରୀଙ୍କ…

ଖୁବ୍‌ ଶୀଘ୍ର ଟିକା ନେଇପାରନ୍ତି କଙ୍ଗନା

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କରୋନା ଟିକା ନେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସମସ୍ତଙ୍କୁ ଟିକାକରଣ କରାଯିବ। ଅନେକ ମାସର ସଂଘର୍ଷ ପରେ ମୈଜ୍ଞାନିକମାନେ କରୋନାଭାଇରସ୍ ଟିକା ତିଆରି କରିବାରେ ସଫଳ ହୋଇଛନ୍ତି। AIIMS…

ରିଲିଜ୍‌ ହେଲା ସ୍ୱରାଙ୍କ ଅଭିନୀତ ନୂଆ ହରୋର୍‌ ସିରିଜ୍‌; ଭୟଙ୍କର ରୂପରେ ସାମ୍‌ନାକୁ ଆସିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମରେ ବଲିଉଡ ଅଭିନେତ୍ରୀମାନେ ବହୁତ ସକ୍ରିୟ ରହୁଛନ୍ତି ଏବଂ ସେ ତାଙ୍କର ପରବର୍ତ୍ତୀ ୱେବ୍ ସିରିଜ୍ ସହିତ ପ୍ରସ୍ତୁତ ଅଛନ୍ତି। ସ୍ୱରା ଭାସ୍କର ଏପର୍ଯ୍ୟନ୍ତ 'ଫ୍ଲାସ୍ ' ଏବଂ 'ଭାଗ୍‌ ବିନି ଭାଗ୍‌' ଭଳି ସିରିଜ୍‌ରେ ଅଭିନୟ…

ଭାଇରାଲ୍‌ ହେଉଛି ଦବାଙ୍ଗ ବଏ୍ ସଲ୍‌ମାନ‌ଙ୍କ ନୂଆ ପ୍ରତିଭା

ନୂଆଦିଲ୍ଲୀ: ବଲିଉଡ ଦବାଙ୍ଗ ବଏ୍‌ ସଲମାନ ଖାନ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାକୁ ପରିସରକୁ ଆସିଥାନ୍ତି। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସଲମାନଙ୍କ ଏକ ନୂତନ ପ୍ରତିଭାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।…

ଲତା ମଙ୍ଗେସକରଙ୍କ ସମାଲୋଚନା ସହ୍ୟ କରିପାରିଲେନି ଅଦନାନ, ବିବେକ

ମୁମ୍ବାଇ: ଭାରତର ମହାନ ଗାୟିକା ଲତା ମଙ୍ଗେସକରଙ୍କ ସମାଲୋଚନା କରି ସୋସିଆଲ ସାଇଟରେ ଜଣେ ଯୁବକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି । ଏପରି କି ଅଦନାନ ସାମି ଓ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉକ୍ତ ପ୍ରଶଂସକ ଉପରେ ବିରକ୍ତ ହୋଇଛନ୍ତି । ଘଟଣାଟି ଏହିପରି.. ଗୁରୁବାର ଅଦନାନ ସାମି ସୋସିଆଲ ମିଡିଆରେ…

ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ଓସ୍କାର ପୁରସ୍କାର ରେସରେ ସାମିଲ

ମୁମ୍ବାଇ: ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ୨୦୨୧ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇଛି । ରନୀ ସ୍କ୍ରିଉୱାଲ ଭିଡିଓ ପ୍ରଡକ୍ସନ ତାର ଅଫିସିଆଲ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ନଟଖଟ ଶଟଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି । ବିଦ୍ୟା ବାଲାନ କହିଥିଲେ ଅଶାନ୍ତ ବର୍ଷ…

ରିଷିଙ୍କ ଅଧୁରା ଫିଲ୍ମକୁ ପୂରା କରିବେ ପରେଶ ରାୱଲ

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ରିଷି କପୁର ପ୍ରାୟ ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଘର୍ଷ ପରେ ୨୦୨୦ ରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ରିଷି 'ଶର୍ମାଜୀ ନମ୍‌କିନ୍‌' ଫିଲ୍ମର ସୁଟିଂ କରୁଥିଲେ। କିନ୍ତୁ ସୁଟିଂ ଅଧାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି…

କାହିଁକି ପ୍ରଶଂସକଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ରିଚା

ନୂଆଦିଲ୍ଲୀ: ରିଚା ଚଢା ଫିଲ୍ମ 'ମ୍ୟାଡାମ ଚିଫ୍‌ ମିନିଷ୍ଟର୍‌'ର ପୋଷ୍ଟର ପାଇଁ କ୍ଷମା ମାଗିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ପୋଷ୍ଟର ଡିଜାଇନ କରିନାହାଁନ୍ତି। ଯେତେବେଳେ ସେ ଏହି ପୋଷ୍ଟରକୁ ରିଲିଜ୍ ହୋଇଥିଲା ସେତେବେଳେ ରିଚାଙ୍କୁ ଅନେକ ସମାଲୋଚନା…