Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ୱି କ୍ୟାନ୍‌ ବି ହିରୋସ୍‌’କୁ ନେଇ ପ୍ରିୟଙ୍କାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟରରେ ଘୋଷଣା କରିଛନ୍ତି ଯେ ତାଙ୍କର ନେଟଫ୍ଲିକ୍ସ ଫିଲ୍ମ 'ୱି କ୍ୟାନ୍‌ ବି ହିରୋସ୍‌'ର ଆଉ ଏକ ସିକ୍ୱେଲ ଆରମ୍ଭ ହେବାକୁ ଯାଉଛି। ଏହି ଖବର ସେୟାର କରି ସେ ଲେଖିଛନ୍ତି: “ହିରୋ ହେଡକ୍ୱାର୍ଟର ପ୍ରୋଜେକ୍ଟ: ୪୪ ମିଲିୟନ୍ ପରିବାର ଏହାର ପ୍ରଥମ…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ଲକି ଅଲ୍ଳୀଙ୍କ ଗୀତ ପୂରା କଲା କ୍ରିତିଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ନିକଟରେ କ୍ରିତି ସାନନ୍ ତାଙ୍କର ଗୋଟିଏ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଛନ୍ତି। ଯେଉଁଥିରେ ପ୍ରମାଣିତ ହୋଇଛି ଯେ କ୍ରିତି ନିଜ ଲକ୍ଷ୍ୟ ପୂରଣ କରି କେତେ ଖୁସି ଅଛନ୍ତି। ଏହି ଭିଡିଓରେ ସେ ଏକ ବାଇକ୍ ଚଲଉଥିବା ଏବଂ…

ମାଡାମ୍ ଚିଫ୍ ମିନିଷ୍ଟର ସାଜିବେ ରିଚା !

ମୁମ୍ବାଇ: ଭର୍ସାଟାଲିଟିର ଅନ୍ୟ ନାଁ ରିଚା ଚଢା । ଏ କଥା କହିଲେ କି ଲେଖିଲେ କିଛି ଭୁଲ ହେବନି । କେତେବେଳେ ହଟ୍ ଅବତାର ତ ପୁଣି କେତେବେଳେ ଲେଡି ଡନ୍ କିମ୍ବା ସିମ୍ପଲ୍ କ୍ୟାରେକ୍ଟରରେ ସେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ଆଗାମୀ ଦିନରେ ରିଚା ଏକ ହଟ୍‌କେ…

ମୁମ୍ବାଇରେ ନୂଆ ଘର କିଣିଲେ ଜାହ୍ନବୀ; ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: କିଛିଦିନ ହେବ କୌଣସି ନା କୌଣସି କାରଣରୁ ଜାହ୍ନବୀ ଚର୍ଚ୍ଚାରେ ରହୁଛନ୍ତି। ଏବେ ଜାହ୍ନବୀଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମୁମ୍ବାଇର ଜୁହୁରେ ଜାହ୍ନବୀ ଏକ ବିଳାସପୂର୍ଣ୍ଣ ଏବଂ ଦାମିକା ଘର କିଣିଛନ୍ତି। ଯାହାର ମୂଲ୍ୟ ଶୂଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ସୂଚନା…

ହାପି ବାର୍ଥ ଡେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀପିକା ପାଦୁକୋନ ବଲିଉଡକୁ ଆସିବା ପୂର୍ବରୁ ମଡେଲିଂ କରିଥିଲେ। ସେ ଅନେକ ବଡ ବଡ କମ୍ପାନୀର ବିଜ୍ଞାପନ ମଧ୍ୟ କରିଥିଲେ ଏବଂ ତା’ପରେ ୨୦୦୭ରେ ସେ 'ଓମ୍ ଶାନ୍ତି ଓମ୍' ସହିତ ବଲିଉଡରେ ଡେବ୍ୟୁ…

ବନ୍ଦ ହୋଇଗଲା ଗାଙ୍ଗୁଲିଙ୍କ ‘ହେଲ୍‌ଦି ଅଏଲ୍‌’ ବିଜ୍ଞାପନ!

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଙ୍ଗ୍ ଅଏଲ୍‌ର ସମସ୍ତ ବିଜ୍ଞାପନ। ଏହାର କାରଣ ହେଉଛି ଏଥିରେ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥାପନା କରିଥିଲେ। ସୌରଭ ଗାଙ୍ଗଲି ହୃଦଘାତରେ ଶିକାର ହେବା ପରଠୁ ସୋସିଆଲ…

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି। ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା…

ସୋହେଲ ଓ ଆରବାଜ ଖାନଙ୍କ ବିରୋଧରେ ମାମଲା ରୁଜୁ କଲା ବିଏମ୍‌ସି, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଦୁଇ ଖାନ ଭାଇ ସୋହେଲ ଓ ଆରବାଜଙ୍କ ନାଁ ରେ ଥାନାରେ ମାମଲା ରୁଜୁ କଲା ବ୍ରିହନ୍‌ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍‌ସି)। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୋମବାର ଦିନ ଏହି ଦୁଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା।…

ଆସନ୍ତୁ ଜାଣିବା ବିଗତ ୬ ବର୍ଷରେ ଅକ୍ଷୟଙ୍କ ଆୟ କେତେ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବିଗତ ୬ ବର୍ଷର ଆୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ କୁମାର ୨୦୧୪ରୁ ୨୦୨୦ ମଧ୍ୟରେ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ରେ କରୋନା କାଳରେ ମଧ୍ୟ ଅକ୍ଷୟ ୩୫୬.୫୭ କୋଟି…