Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚଳିତ ବର୍ଷ ବଡ଼ ପରଦାରେ ଧୁମ୍‌ ମଚେଇବେ ଅଲ୍ଲୀ ଫଜଲ

ମୁମ୍ବାଇ: ଗତ ବର୍ଷ ମହାମାରୀ ହେତୁ ଅଲ୍ଲୀ ଫଜଲଙ୍କ ହଲିଉଡ ଚଳଚ୍ଚିତ୍ର 'ଡେଥ୍‌ ଅନ୍ ଦି ନାଇଲ୍' ସମେତ ଅନେକ ପ୍ରୋଜେକ୍ଟ ମୁକ୍ତିଲାଭ ହେବାରୁ ବଞ୍ଚିତ ହୋଇଛି। ତେବେ ୱେବ୍ ସିରିଜ୍ 'ମିର୍ଜାପୁର ୨' ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ ଅଲ୍ଲୀ। ବର୍ତ୍ତମାନ ଚଳିତ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ‘କୁଛ୍‌ କୁଛ୍‌ ହୋତା ହୈ’ ର ଶିଶୁ କଳାକାର ପରଜାନ ଦସ୍ତୁର

ନଆଦିଲ୍ଲୀ: 'କୁଛ୍‌ କୁଛ୍‌ ହୋତା ହୈ' ର ଶିଶୁ କଳାକାର ପରଜାନ ଦସ୍ତୁର ତାଙ୍କ ପ୍ରେମିକା ଡେଲନା ଶ୍ରଫଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ପାରମ୍ପାରିକ ପାର୍ସୀ ବିବାହ ସମାରୋହରେ ପରଜାନ ଏକ ଧଳା କୁର୍ତ୍ତା ପାଇଜାମା ଏବଂ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ଏବଂ ଡେଲନା…

ମୁମ୍ବାଇ ଛାଡିଲେ ରାମ ଗୋପାଳ ବର୍ମା

ମୁମ୍ବାଇ:ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମୁମ୍ବାଇ ଛାଡିଛନ୍ତି । ତେବେ ସବ-ଅର୍ବାନ ଏରିଆରେ ଏବେ ବି ତାଙ୍କ ଅଫିସ ରହିଛି । ରିପୋର୍ଟ ମୁତାବକ ବର୍ମା ଏବେ ଗୋଆରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମୁଁ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ କାମ କରୁଛି ସେଥିପାଇଁ ଗୋଆ ଉପଯୁକ୍ତ…

ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରେଲର ରିଲିଜ୍‌

ନୂଆଦିଲ୍ଲୀ: କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର 'ତ୍ରିଭଙ୍ଗା'ର ଟ୍ରେଲର ରିଲିଜ ହୋଇଛି। ଏହା ମାଧ୍ୟମରେ କାଜୋଲ୍‌ ପ୍ରଥମ ଥର ପାଇଁ ଡିଜିଟାଲ୍‌ ପ୍ଲାଟଫର୍ମରେ ପାଦ ଦେଇଛନ୍ତି। ଏହି ଫିଲ୍ମ ଜାନୁଆରୀ ୧୫ ରେ ନେଟଫ୍ଲିକ୍ସରେ ରିଲିଜ କରିବ। ଏହି ଚଳଚ୍ଚିତ୍ରଟି ତିନିପିଢି ମହିଳାଙ୍କ ଉପରେ ଆଧାରିତ।…

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍…

ଫିଲ୍ମ ‘କିସାନ’ରେ ଦର୍ଶକଙ୍କ ମନ ମୋହିବେ ସୋନୁ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ‌ଅଭିନେତା ସୋନୁ ସୁଦ। ପରଦା ଉପରେ ଖଳନାୟକ ହେଉଥିବା ସୋନୁ ବାସ୍ତବ ଜୀବନର ନାୟକ ହୋଇପାରିଥିଲେ। ତେବେ ସୋନୁ ସୁଦ ଖୁବ୍ ଶୀଘ୍ର ତାଙ୍କର ନୂଆ ଚଳଚ୍ଚିତ୍ରରେ ନଜର ଆସିବେ। ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟକୁ…

ବାହା ହେବେ ‘କସୌଟି ଜିନ୍ଦେଗୀ କୀ’ ଆକ୍ଟର ସିଜେନ ଖାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ କଳାକାର ତଥା କସୌଟି ଜିନ୍ଦେଗୀ କୀ ଆକ୍ଟର ସିଜେନ ଖାନ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ଆମେ ବିବାହ କରିବାକୁ ଯୋଜନା କରିଥିଲୁ କିନ୍ତୁ ମହାମାରୀ ହେତୁ…

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ…

ପୁଣି ଥରେ କୃଷକମାନଙ୍କ ସମଥର୍ନରେ ମୁହଁ ଖୋଲିଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ପୁଣି ଥରେ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶର ଚାଷୀଭାଇଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସୋମବାର ଦିନ ଧର୍ମେନ୍ଦ୍ର ଟ୍ୱିଟରରେ କୃଷକଙ୍କ ଫଟୋ ସେୟାର କରି ଲେଖିଛନ୍ତି - ଆଜି ମୋର କୃଷକ ଭାଇମାନଙ୍କୁ…

ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ନିଶାନ୍ତ

ନୂଆଦିଲ୍ଲୀ: ଅଭିନେତା ନିଶାନ୍ତ ସିଂ ମଲଖାନି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ମୁମ୍ବାଇରୁ ଜୈସଲମ‌େର ଯାଉଥିଲେ ଏବଂ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ତେବେ ସୂଚନା ମୁତାବକ ନିଶାନ୍ତ ସୁରକ୍ଷିତ ଅଛନ୍ତି। ସେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ କାରର…