Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅର୍ଜୁନ ରାମପାଲଙ୍କ ଭଉଣୀଙ୍କୁ ଏନସିବିର ସମନ

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ପରେ ଏବେ ତାଙ୍କ ଭଉଣୀଙ୍କୁ ଏନସିବି ସମନ ପଠାଇଛି। ଗତକାଲି ଅର୍ଜୁନ ରାମପାଲଙ୍କ ଭଉଣୀକୁ ଡକାଯାଇଥିଲା। ଅନୁସନ୍ଧାନରେ ଯୋଗଦେବା ପାଇଁ ଅର୍ଜୁନ ରାମପାଲଙ୍କ ଭଉଣୀ ଆଜି ସକାଳ ୧୧ ଟାରେ ଏନସିବି ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।…

ଖୁବ୍ ଶୀଘ୍ର ବଡ ପରଦାକୁ ଫେରିବେ ଅଭିନେତ୍ରୀ ରିୟା!

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରୁମି ଜାଫ୍ରି କହିଛନ୍ତି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଖୁବ୍ ଶୀଘ୍ର ବଡ ପରଦାକୁ ଫେରିବେ। ଗତ ଜୁନ୍ ମାସରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ବେଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ତାଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲେ। ଜାମିନ…

ଏ.ଆର୍‌. ରହମାନ: ଫିଲ୍ମ ‘ରୋଜା’ରୁ ବଲିଉଡ୍‌ରେ ପାଇଥିଲେ ସ୍ୱତନ୍ତ୍ର ପରିଚୟ; ହାତେଇଥିଲେ ଅନେକ…

ନୂଆଦିଲ୍ଲୀ: ବଲିଉଡର ବିଶ୍ୱବ୍ୟାପୀ ପ୍ରସିଦ୍ଧି ଲାଭ କରିଥିବା ସଂଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନ ବୁଧବାର ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏ ଆର୍ ରହମାନ ଅନନ୍ୟ କଳା ସହିତ ବଲିଉଡ ଏବଂ ସମଗ୍ର ବିଶ୍ବରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି। ସେ ଭାରତୀୟ ସିନେମାରେ…

୩୭ ବର୍ଷରେ ପଦାର୍ପଣ କଲେ ସଂଗୀତର ସର୍‌ଦାର୍‌ ଦିଲ୍‌ଜିତ ଦୋସାଞ୍ଜ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜର ଆଜି ଜନ୍ମଦିନ। ଜାନୁଆରୀ ୬ରେ ଦିଲଜିତ ଦୋସାଞ୍ଜ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଦିଲଜିତ ଦୋସାଞ୍ଜ ୬ ଜାନୁୟାରୀ୧୯୮୪ ରେ ପଞ୍ଜାବର ଜଲନ୍ଦର ଜିଲ୍ଲା ଦୋସଞ୍ଜ କାଲାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବଲବୀର ସିଂ ପଞ୍ଜାବ…

ଆଦିପୁରୁଷରେ ୯ଫୁଟ ହେବ ସୈଫଙ୍କ ଉଚ୍ଚତା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାଁ ଅଭିନୀତ ଆଦିପୁରୁଷ ଆରମ୍ଭ ହେବା ଦିନରୁ ଏବେ ଚର୍ଚ୍ଚାରେ ରହିଆସିଛି । ଓମ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ । ରାମଙ୍କ ଭୁମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ଅବତୀର୍ଣ୍ଣ ହେବେ । ରାବଣର ଚରିତ୍ରକୁ ଭୟାବହ କରିବା…

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ, ନମିତାଙ୍କ ଗୀତରେ ଝୁମିଲେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ

ଭୁବନେଶ୍ୱର: ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ 'କିଛି ମାଗୁନାହିଁ ତତେ' । ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ରାଉଳ, କିଛି ଦୃଷ୍ଟିହୀନ ଓ ଭିନ୍ନକ୍ଷମ। କିଛି ଦିନ ତଳେ…

ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ ଆଦାନୀ ଗ୍ରୁପ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହିଛି । ସୁଶାନ୍ତ ସିଂ ରାଜପୁତ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଏହାର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି…

ସାମ୍‌ନାକୁ ଆସିଲା ଅଲି ଅବ୍ବାସଙ୍କ ବିବାହ ଫଟୋ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ବେଶ୍‌ ନିଆରା ଢଙ୍ଗରେ ନୂଆ ବର୍ଷକୁ ଆରମ୍ଭ କରିଛନ୍ତି। ଅଲି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ସେ ଏବେ ସିଙ୍ଗଲ୍‌ରୁ ମିଙ୍ଗଲ୍‌ ହୋଇଛନ୍ତି। ଅଲି ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ…

ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନ୍‌ସାଲୀ

ନୂଆଦିଲ୍ଲୀ: 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତ' ଭଳି ଐତିହାସିକ ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ଏହି ଉଚ୍ଚାଭିଳାଷୀ…

ଅରବାଜ ଓ ସୋହେଲ ଖାନଙ୍କୁ ଏହି କାରଣ ପାଇଁ କ୍ୱାରେଣ୍ଟିନ୍ କଲା ବିଏମସି

ମୁମ୍ୱାଇ: କୋଭିଡ୍ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା । ବଲିଉଡ ଷ୍ଟାର ଅରବାଜ ଖାନା ଓ ସୋହେଲ ଖାନଙ୍କୁ କ୍ୱାରେଣ୍ଟିନ୍ କରିଛି ବିଏସି । ସେମାନଙ୍କୁ ମୁମ୍ୱାଇର ରାଜ୍ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ କ୍ୱାରେଣ୍ଟିନ୍ କରାଯାଇଛି । ସେମାନଙ୍କ ସହ ଅରବାଜଙ୍କ ପୁଅ ନିର୍ବାଣ ଖାନ ବି ଅଛନ୍ତି । ଗତକାଲି…