Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମାନହାନି ମାମଲା

ମୁମ୍ବାଇ: ଅଭିନେତ୍ରୀ ରୋଜାଲିନ ଖାନଙ୍କୁ 'ଚିପ୍' କହିବା ଅଭିଯୋଗରେ ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ସେ ମାନହାନି ମୋକଦ୍ଦମା କରିଛନ୍ତି। ରୋଜଲିନ୍ ଏହି କାର୍ଯ୍ୟାନୁଷ୍ଠାନର ଡକ୍ୟୁମେଣ୍ଟଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି…

ପଡିବ ହାତଗଣ୍ଠି, ବିବାହ କରିବେ ଏଲଭିସ୍

ମୁମ୍ବାଇ: ଚଳିତ ବର୍ଷ ବିବାହ କରିବେ ଫେମସ୍ ୟୁଟ୍ୟୁବର୍ ଏଲଭିସ୍ ଯାଦବ୍ । ଦେଲେ ହିଣ୍ଟ । ଏଥର ପଡିବ ହାତଗଣ୍ଠି । ସାମ୍ନାକୁ ଆସିବ ପ୍ରେମିକାଙ୍କ ଚେହେରା । ବାସ୍ତବାରେ ନିକଟରେ ‘ଲାଫଟର୍ ସେଫ୍ ୨- ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ’ ଅଂଶଗ୍ରହଣ କରିଥିଲେ ଏଲଭିସ୍ । ତାଙ୍କ ସହ ରୁବିନା…

ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ଵର: ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବାବୁଶାନଙ୍କ ସହ ଭିଡିଓ କାଳ ଜରିଆରେ ପଚାରି ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରିଛନ୍ତି ନବୀନ । ଅଭିନେତା ଉତ୍ତମ…

ନିଜ ଚ୍ୟାନେଲରୁ ଶୋ’ର ଭିଡିଓ ଡିଲିଟ୍ କଲେ ସମୟ, କହିଲେ ‘ମୋ ନିୟନ୍ତ୍ରଣ ବାହାରେ’

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ହିଟ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବିବାଦରେ ଘେରି ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ୍ ମଧ୍ୟ ଶୋ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାକୁ ନେଇ ଏବେ ଶେଷରେ ମୁହଁ ଖୋଲିଛନ୍ତି ସମୟ । ବିବାଦ ପରେ ଉକ୍ତ ଶୋ’ର…

ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟର ୧୮ଟି ଏପିସୋଡର ଚାଲିଛି ଯାଞ୍ଚ, ତାପରେ…

ମୁମ୍ବାଇ: ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍ ମାମଲାରେ ନୂଆ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସାଇବର ସେଲ୍ ସୂତ୍ର ଅନୁଯାୟୀ, ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍‌ର ସମସ୍ତ ୧୮ଟି ଏପିସୋଡ୍‌ର ତଦନ୍ତ କରାଯାଉଛି । ଏହି ୧୮ଟି ଏପିସୋଡ୍‌ରେ ଆସିଥିବା ସମସ୍ତ ବିଚାରକ, ଏମାନଙ୍କ ମଧ୍ୟରୁ ଯେକୌଣସି ବିଚାରପତି…

ଚାଲିଛି ପୂଜାର୍ଚ୍ଚନା, ଭଲ ହୋଇ ଘରକୁ ଫେରିବେ ଉତ୍ତମ

ବାରିପଦା: ଚାଲିଛି ପୂଜାର୍ଚ୍ଚନା । ଖୁବ୍ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଉତ୍ତମ । ଦିଲ୍ଲୀରେ ଚାଲିଛି ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଚିକିତ୍ସା । ଉତ୍ତମଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କର ଜନ୍ମ ମାଟିରେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା…

ଖୁବ୍ ଶୀଘ୍ର ରିଲିଜ୍ ହେବ ‘ଆଶ୍ରମ ୩’ ର ଭାଗ ୨, ଆସିଲା ଟିଜର୍

ମୁମ୍ବାଇ: ବଲିଉଡ୍ ଅଭିନେତା ବବି ଦେଓଲଙ୍କ ଅଭିନୀତ ସିରିଜ୍ ‘ଆଶ୍ରମ’ ଦର୍ଶକ ମନ କିଣିଥିବା ବେଳେ ଏବେ ପ୍ରଶଂସକ ଉତ୍ସାହର ସହ 'ଆଶ୍ରମ ୩'ର ଭାଗ ୨କୁ ଅପେକ୍ଷା କରିଛନ୍ତି । ତେବେ କହିରଖୁଛୁ ଯେ, ଚଳିତ ବର୍ଷ ହିଁ ଦର୍ଶକଙ୍କ ସମସ୍ତ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଖୁବ୍ ଶିଘ୍ର…

୧୬ରୁ କ୍ରିକେଟ୍ ଲିଗ୍; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୋନି କପୁର ଏବଂ ଅର୍ଜୁନ କପୁର

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର। ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…

ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଦୀପିକା, ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା'ର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଯେଉଁଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି। ଏଥିସହିତ ସେ ମାନସିକ…

ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ପଡକାଷ୍ଟକୁ ଆସିବେନି ବି ପ୍ରାକ

ମୁମ୍ବାଇ: ଗାୟକ ବି ପ୍ରାକ୍ ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ଉପରେ ବର୍ଷିବା ସହ ତାଙ୍କ ପଡକାଷ୍ଟରେ ସାମିଲ ହେବାକୁ ମନା କରିଛନ୍ତି। ବିୟର ବାଇସେପ୍ସ ନାମରେ ଜଣାଶୁଣା ରଣବୀର ଆହ୍ଲବାଦିଆ ଏକ ରିଆଲିଟି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ବି ପ୍ରାକ୍…