Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେଶ ପାଇଁ ଚର୍ଚ୍ଚାରେ ମିଲିନ୍ଦ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଲିନ୍ଦ ସୋମାନ ବହୁତ ସକ୍ରିୟ ରହନ୍ତି। ନିକଟରେ ସେ ନିଜର ନେକେଡ୍‌ ଫଟୋ ସେୟାର୍‌ କରି ବିବାଦ ଘେରକୁ ଆସିଥିଲେ। ତେବେ ପୁଣି ଥରେ ମିଲିନ୍ଦଙ୍କ ଚର୍ଚ୍ଚାକୁ ପରିସରକୁ ଟାଣି ହୋଇଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ବିବାହ କରିବେ ପ୍ରଚ୍ଛଦପଟ୍ଟର ନାୟକ, ନାୟିକା ହିମାଂଶୁ ଏବଂ କନିକା

ନୂଆଦିଲ୍ଲୀ: ଆନନ୍ଦ ଏଲ୍‌ ରାୟଙ୍କ ଚଳଚ୍ଚିତ୍ର ରାଞ୍ଝଣା ସମେତ ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା। କନିକା ଧିଲନ୍‌ ମଧ୍ୟ ଜଣେ ଚଳଚ୍ଚିତ୍ର ଲେଖିକା। ମନ୍‌ମରଜିଆ ଏବଂ ଜଜ୍‌ମେଣ୍ଟାଲ୍‌ ହୈ କ୍ୟା ଭଳି ଚଳଚ୍ଚିତ୍ର ଲେଖିଛନ୍ତି କନିକା। ଦୁହେଁ ସୋସିଆଲ ମିଡିଆ…

ଡ୍ରଗ୍ସ ମାମଲା: ଡିସେମ୍ବର ୧୬ରେ ପୁଣି ଥରେ ଅର୍ଜୁନଙ୍କୁ ଜେରା କରିବ ଏନସିବି

ନୂଆଦିଲ୍ଲୀ: ଡିସେମ୍ବର ୧୬ ରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ପୁଣି ଥରେ ହାଜର ହେବାକୁ ସମନ ପଠାଯାଇଛି। ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଅର୍ଜୁନ ରାମପାଲଙ୍କୁ ଏନସିବି ମୁମ୍ବାଇ ୟୁନିଟ୍ ଡକାଇଛି। ଉଲ୍ଲେଖ ଥାଉ କି ନିକଟରେ…

ନିଆଁ ଲଗାଉଛି ଜ୍ୟାକଲିନ୍‌ଙ୍କ ଜିମ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସୋସିଆଲ ସାଇଟରେ ବେଶ୍ ସକ୍ରିୟ ରହିଥାନ୍ତି । ଏବେ ସେ ଏକ ଜିମରେ ଅଭ୍ୟାସ କରିବା ପରର ଫଟୋ ଛାଡିଛନ୍ତି । ଯାହାକି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ଜ୍ୟାକଲିନ୍ ଏହି ଫଟୋରେ ଏକ ହାତରେ ସେଲଫ୍‌ି ପୋଜ ଦେଉଥିବା ବେଳେ ଅନ୍ୟ ହାତରେ ଫ୍ଲାଟ ବେଲୀ…

ଦକ୍ଷିଣ ଭାରତର ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାରେ ପତି ହେମନ୍ତନାଥ ଗିରଫ

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା ଘଟଣାରେ ଚେନ୍ନାଇ ପୋଲିସ ପତି ହେମନ୍ତନାଥଙ୍କୁ ଗିରଫ କରିଛି । ହେମନ୍ତ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଆତ୍ମହତ୍ୟା କରିବା ନେଇ ଉସୁକାଉଥିବା ଜଣାପଡିଛି । ପୋଲିସ ଏବେ ହେମନ୍ତ ବିରୋଧରେ ପ୍ରମାଣ ଯୋଗାଡ କରିବାରେ…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ରାଜ୍‌ କୁମାରଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ' ପାଇଁ ସଜବାଜ ହେଉଛନ୍ତି। ରାଜକୁମାର ଫିଲ୍ମ ପାଇଁ ଜିମରେ ଅଧିକ ସମୟ ବିତାଉଛନ୍ତି। ଯାହା ଫଳରେ ସେ ଫିଲ୍ମ ପାଇଁ ନିଜକୁ ଆହୁରି ଫିଟ୍‌ କରିପାରିବେ। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଏହି ମସ୍କୁଲାର୍‌…

୧୯ ବର୍ଷରେ ବ୍ଲକ୍‌ବଷ୍ଟର୍‌ ମୁଭି ‘କଭି ଖୁସି କଭି ଗମ୍‌’

ନୂଆଦିଲ୍ଲୀ: ବଲିଉଡର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର୍‌ଙ୍କ ପ୍ରତିଟି ଚଳଚ୍ଚିତ୍ର ପରଦା ଉପରେ ସଫଳ ଭାବେ ଅବତୀର୍ଣ୍ଣ ହୋଇଛି। ତାଙ୍କ ‌ନିର୍ଦ୍ଦେଶିତ କେତୋଟି ଚଳଚ୍ଚିତ୍ର ମଧ୍ୟ 'କଭି ଖୁସି କଭି ଗମ୍‌' ଅନ୍ୟତମ। ଏହି ଚଳଚ୍ଚିତ୍ରଟି ପରଦାରେ ଭଲ ପ୍ରଦର୍ଶନ କରିଥିଲା। ଏଥିରେ…

୨୦୨୧ରେ ବକ୍ସ ଅଫିସରେ ଧୂମ ମଚାଇବେ ଦୀପିକା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ୨୦୨୧ ଖାସ୍ ହେବାକୁ ଯାଉଛି । ଆଗାମୀ ବର୍ଷ ତାଙ୍କର ୫ଟି ବଡ ବ୍ୟାନରର ଫିଲ୍ମ ରିଲିଜ ହେବାକୁ ଥିବାରୁ ସେ ଧୂମ୍ ମଚାଇବେ ବୋଲି ଆଶା କରାଯାଉଛି । ଦୀପିକା ଶକୁନ ବାତ୍ରାଙ୍କ ଏକ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେଙ୍କ ସହ…

ଆଶ୍ରମକୁ ନେଇ ବବିଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ଆଶ୍ରମ ୱେବସିରିଜ ନେଇ ଅଭିନେତା ବବି ଦେଓଲଙ୍କ ଅହୁଆ ବଢ଼ିଛି । ଯୋଧପୁରର ଏକ କୋର୍ଟ ନିର୍ଦ୍ଦେଶକ ପ୍ରକାଶ ଝା ଓ ବବିଙ୍କୁ ନୋଟିସ ପଠାଇଛି । ମାକ୍ସ ପ୍ଲେୟାରରେ ରିଲିଜ ହୋଇଥିବା ଆଶ୍ରମ ୱେବସିରିଜ ଏହାର ବିଷୟବସ୍ତୁକୁ ନେଇ ଆରମ୍ଭରୁ ବିବାଦରେ ରହିଛି । ଆଶ୍ରମ ମଧ୍ୟରେ ମହିଳାମାନଙ୍କ…

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ…