Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ: କପିଲ ଶର୍ମା ସୋକୁ ଫେରିଲେ କମେଡିଆନ୍ ଭାରତୀ ସିଂହ । ଭାରତୀ ଇନଷ୍ଟାଗ୍ରାମରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଫଳରେ ଭାରତୀ କପିଲ ଶର୍ମା ସୋ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଫଟୋରେ ଭାରତୀ…

ତାହିରା ଏବଂ ଆୟୁଷ୍ମାନଙ୍କ ପରିବାରକୁ ଆସିଲା ଏହି କୁନି ଅତିଥି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କ ଘରକୁ ଆଉ ଏକ ନୂଆ ଅତିଥି ଆସିଛି। ତାହିତା ମଧ୍ୟ ବେଶ୍‌ ଖୁସିର ସହ ତାକୁ ସ୍ୱାଗତ ଜଣାଇଛନ୍ତି। ଆୟୁଷ୍ମାନ ଏବଂ ତାହିରା ପୂର୍ବରୁ ଦୁଇ ସନ୍ତାନର ପିତାମାତା ହୋଇସାରିଛନ୍ତି। ନିକଟରେ ଦୁହେଁ ନିଜ ଘରେ ନୂତନ ସଦସ୍ୟଙ୍କୁ…

ଅଭିନୟ ଛାଡି ରାଜନୀତି କରିବେ କି ଅଭିନେତ୍ରୀ ସୋନାକ୍ଷୀ?

ନୂଆଦିଲ୍ଲୀ: ଫିଲ୍ମ 'ଦବଙ୍ଗ୍‌'ରୁ ସମସ୍ତଙ୍କ ହୃଦୟର ରାଣୀ ସାଜିଥିବା ସୋନାକ୍ଷୀ କଣ ରାଜନୀତିରେ ପ୍ରବେଶ କରିବେ କି? ଦବଙ୍ଗ୍‌ରୁ ଚଳଚ୍ଚିତ୍ରରୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଚୁଲ୍‌ବୁଲି ସୋନାକ୍ଷୀ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ତେବେ…

ଚୀନ୍‌, ଆଫ୍ରିକା ଏବଂ ସୋଭିଏତ୍‌ ୟୁନିଅନ୍‌ରେ ଆଜି ଲୋକପ୍ରିୟ ଶୋମ୍ୟାନ୍‌ ରାଜ୍‌ କପୁର

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ରାଜ୍‌ କପୁର। ଅଭିନୟ ପ୍ରତି ତାଙ୍କ ସମର୍ପଣ ଭାବ ଏବଂ କାର୍ଯ୍ୟ ଶୈଳୀ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଥିଲା। ତାଙ୍କ ଅଭିନୟର ଯାଦୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସ୍ବତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ସମୟରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ…

ନୀଳମାଧବ ପଣ୍ଡାଙ୍କ “କଡୱି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

ଆଜି ଦେଶର ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜର ଅଧିକାର ଲାଗି ରାଜରାସ୍ତାରେ ସଂଘର୍ଷ କରୁଛନ୍ତି, ସେତେବେଳେ ତିନି ବର୍ଷ ତଳେ ଓଡିଆ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର “କଡୱି ହାୱା” ସିନେମାର ଏକ ବିଶେଷ ପ୍ରାସଙ୍ଗିକତା ରହିଛି। ଏ ସିନେମାର ମୁଖ୍ୟ ନାୟକ ଜଣେ ଅନ୍ଧଚାଷୀ।…

ଶାହରୁଖ ଖାନଙ୍କ ଅଭିନେତ୍ରୀ କରୋନା ପଜିଟିଭ୍: ‘ରଇସ’ରେ ହୋଇଥିଲେ ସୁପରଷ୍ଟାରଙ୍କ ପତ୍ନୀ

ମୁମ୍ବାଇ: ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରଇସ୍’ରେ ଅଭିନୟ କରିଥିବା ମାହିରା ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ମାହିରା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଆଇସୋଲେଟ୍ ହୋଇଛନ୍ତି ।…

ପରଦାକୁ ଆସୁଛି ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: କିଛିଦିନ ପୂର୍ବରୁ ଚେସ୍ ଚାମ୍ପିୟନ୍ କ୍ୱିନ୍ ଗାମ୍ବିଟ ଉପରେ ଏକ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ୱେବ୍ ସିରିଜ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା । ହେଲେ ଏବେ ହିନ୍ଦୀ ଭର୍ସନରେ ଏହିପରି ଏକ ୱେବ୍ ସିରିଜ ନିର୍ମାଣ ହେବାକୁ ଯାଉଛି ।…

ପୁଣି ଆସୁଛନ୍ତି ମିର୍ଜାପୁରର ବବ୍‌ଲୁୁ ପଣ୍ଡିତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍‌ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…

ଆରପାରିରେ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜି

କୋଲକାତା: ଆଉ ନାହାନ୍ତି ଅଭିନେତ୍ରୀ ଦେବଦତ୍ତା ଓରଫ ଆର୍ଯ୍ୟା ବାନାର୍ଜି । ୩୫ ବର୍ଷ ବୟସରେ ସେ ଶୁକ୍ରବାର କୋଲକାତାର ନିଜ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଷ୍ଟମୋର୍ଟମରେ ଜଣାପଡିଛି ଲିଭର୍ ସମସ୍ୟା ଦେଇ ଗତି କରୁଥିବା ଆର୍ଯ୍ୟାଙ୍କ ପେଟରେ ମଦ ମିଳିଥିଲା । ସ୍ୱର୍ଗତ ସୀତାର…

କେବେ ରିଲିଜ ହେବ ଓମ୍ ପୁରୀଙ୍କ ଶେଷ ଫିଲ୍ମ ?

ମୁମ୍ବାଇ: ବରିଷ୍ଠ ତଥା ସ୍ୱର୍ଗତ ଅଭିନେତା ଓମ୍ ପୁରୀ । ପ୍ରାୟ ୪ ବର୍ଷ ପୂର୍ବେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଥିଲା । ହେଲେ ଏବେ ବି ତାଙ୍କ ଶେଷ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏପରିକି ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଓମ୍ ପୁରୀଙ୍କ…