Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚାରି ମାସ ପରେ ପୁଅକୁ ଭେଟିଲେ ପାଣ୍ଡ୍ୟା: କହିଲେ, ନେସନାଲ ଡ୍ୟୁଟି ପରେ ଏବେ ବାପାର ଡ୍ୟୁଟି

ନୂଆଦିଲ୍ଲୀ: ପାଖାପାଖି ୪ ମାସ ପରେ ଅଷ୍ଟ୍ରେଲିଆରୁ ଫେରି ପୁଅ ଅଗସ୍ତ୍ୟକୁ ଭେଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୁଅ ସହିତ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା । ଏହି ଫଟୋରେ ସେ ପୁଅକୁ ବୋତଲରେ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନ୍ ରଖିଛନ୍ତି ‘ଫ୍ରମ୍ ନେସନାଲ ଡ୍ୟୁଟି ଟୁ…

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି। ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

୨୦୨୧ ଅକ୍ଟ‌ୋବରର‌େ ରିଲିଜ ହ‌େବ ଅଜୟଙ୍କ ‘ମଇଦାନ’

ମୁମ୍ବାଇ: ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମଇଦାନ’ ୨୦୨୧ ମସିହା ଅକ୍ଟୋବର୧୫ରେ ବଡ ପର‌ଦାକୁ ଆସିବାକୁ ଯାଉଛି। ଏସମ୍ପର୍କର‌େ ଶନିବାର ଟ୍ବିଟ୍ କରି ସୂଚନା ଦ‌େବା ସହ ଅଜୟ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।…

୭୦ ବର୍ଷରେ ପଦାର୍ପଣ କଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ; ଟୁଇଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ଟଲିଉଡ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ। ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା ରଜନୀକାନ୍ତ। କେବଳ ଟଲିଉଡ୍‌ ନୁହେଁ ବଲିଉଡ୍‌ରେ ମଧ୍ୟ ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। 'ରୋବଟ୍‌', 'ରୋବଟ୍‌‌ ୨.୦', 'ରା ୱାନ୍‌'…

ବଲିଉଡକୁ ପୁଣି ଏକ ଝଟକା; ନିଜ ଆପାର୍ଟମେଂଟରୁ ମୃତ ଅବସ୍ଥାରେ ମିଳିଲେ ଡର୍ଟି ପିକ୍ଚର୍ସର ଏହି ଅଭିନେତ୍ରୀ

କୋଲକାତା: ଚଳିତ ବର୍ଷ ବଲିଉଡ ପାଇଁ ଏକ କଳା ବର୍ଷ ସବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ଆଗଧାଡ଼ିର କଳାକାରଙ୍କ ଦେହାନ୍ତର ଖବର ସ୍ତବ୍ଧ କରିଦେଉଛି ବଲିଉଡ଼କୁ। ବଲିଉଡକୁ ମିଳିଛି ଆଉ ଏକ ଝଟକା। ସୁପରହିଟ୍ ଚଳଚିତ୍ର ଦ ଡର୍ଟି ପିକ୍ଚର୍ସର ଅଭିନେତ୍ରୀ ଆର୍ୟ୍ଯା ବାନାର୍ଜୀଙ୍କ ମୃତଦେହ ଦକ୍ଷିଣ…

‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ର ଶୁଭ ମହୁରତ ଅନୁଷ୍ଠିତ

ଭବାନୀପାଟଣା: ସହିଦ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ଏଥି ପାଇଁ ଭବାନୀ ପାଟଣାରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ନାଁ ରହିଛି 'ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩' । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତି ମନ୍ତ୍ରୀ…

ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର

ମୁମ୍ବାଇ: ବଲିଉଡ ଲଭର୍ସଙ୍କ ପାଇଁ ଦୁଃଖ ଖବର । ଶାହରୁଖ ଖାନଙ୍କ ଫିଲ୍ମ ଫ୍ୟାନ୍‌ରେ ଅଭିନୟ କରିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ତାଙ୍କ ଶରୀରର ଦକ୍ଷିଣ ପାଶ୍ୱର୍ ଅକାମୀ ହୋଇପଡିଛି । ତେବେ…

ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲା; କନ୍ନଡ ଅଭିନେତ୍ରୀ ସଞ୍ଜନାଙ୍କୁ ସର୍ତ୍ତମୂଳକ ଜାମିନ‌ ପ୍ରଦାନ କଲେ କର୍ଣ୍ଣାଟକ…

ନୂଆଦିଲ୍ଲୀ: ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ସଞ୍ଜନାଙ୍କୁ ଡାକ୍ତରୀ ସସମ୍ୟା ପାଇଁ ବେଲ ମିଳିଛି। ତେବେ ଏଥିପାଇଁ ସଞ୍ଜନା ପୂର୍ବରୁ ଜାମିନ ଆବେଦନ କରିଥିଲେ,…

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି ।…

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି ।…