Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚଳଚ୍ଚିତ୍ର ‘ତୁଲ୍‌ସୀଦାସ ଜୁନିୟର’ ନଜର ଆସିବେ ସଞ୍ଜୁ ବାବା; ସାମ୍‌ନାକୁ ଆସିଲା ଫିଲ୍ମର ଫାଷ୍ଟ୍‌…

ନୂଆଦିଲ୍ଲୀ: କିଛିଦିନ ତଳେ ଅଭିନେତ‌ା ସଞ୍ଜୟ ଦତ୍ତ ମାରାତ୍ମକ ରୋଗ କର୍କଟରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଖୁବ୍‌ ଶୀଘ୍ର ଦର୍ଶକଙ୍କୁ ପୁଣି ଥରେ ସଞ୍ଜୟଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ। ଆଶୁତୋଷ ଗୋୱାରିକରଙ୍କ ନୂଆ କ୍ରୀଡା ଡ୍ରାମା ଫିଲ୍ମରେ ସଞ୍ଜୁ ବାବା କାମ କରିବାକୁ ଯାଉଛନ୍ତି।…

ରସୁଲ୍ ପୁକୁଟ୍ଟିଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା ଭଟ୍ଟ !

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ଆଲିୟା ଖୁବ ସମାଲୋଚିତ ହୋଇଥିଲେ । ତଥାପି ଏହି ଅଭିନେତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ବଡବଡ ଫିଲ୍ମର ଅଫର ଆସୁଛି । ତାଜା ସ୍ଥିତିରେ ଆଲିୟା ଫିଲ୍ ବ୍ରହ୍ମାସ୍ତ୍ର, ଗଙ୍ଗୁବାଇ କାଠିୟାବାଡି ଓ RRR ସହ ଜଡିତ ଥିବାବେଳେ…

ଯଥାଶୀଘ୍ର କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପୂର୍ବରୁ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଟୁଇଟ୍ କରି ଟ୍ରୋଲ୍‌ ହୋଇଥିଲେ ସୁଦ୍ଧା ପୁଣି ଥରେ ସେ ଏବେ କୃଷକଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି। ବଲିଉଡ ଅଭିନେତା ଧର୍ମେନ୍ଦ୍ର ଦେଓଲ ପୁଣି ଥରେ ଚାଷୀଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି…

ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ଏହି ଅବସରରେ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ଏହାର ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ…

କରୋନା ଲଢେଇରେ କିଙ୍ଗ୍ ଖାନ୍‌ଙ୍କ ଅବଦାନକୁ ପ୍ରଶଂସା; ‌ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର…

ନୂଆଦିଲ୍ଲୀ: କରୋନା କାଳରେ ଅସହାୟଙ୍କୁ ସାହାରା ଯୋଗାଇ ଦେବା ପାଇଁ ଅନେକ ବଲିଉଡ୍‌ ତାରକା ସହଯୋଗର ହାତ ବଢାଇଛନ୍ତି। ପ୍ରବାସୀଙ୍କ ପ୍ରତି ଅଭିନେତା ସୋନୁ ସୁଦଙ୍କ କଥା ତ କାହାକୁ ଅଛପା ନାହିଁ।  ତେବେ ସୋନୁଙ୍କ ଉଦାର ମନୋଭାବ ଅନେକଙ୍କୁ ‌ଅନୁପ୍ରାଣିତ କରିଥିବା ବେଳେ ବଲିଉଡ୍‌ର କିଙ୍ଗ୍‌…

ଲଭ ରଞ୍ଜନ ଫିଲ୍ମରେ ଏକତ୍ର ଆସିବେ ରଣବୀର-ଶ୍ରଦ୍ଧା !

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ କଳାକାର ରଣବୀର କାପୁର ଓ ଶ୍ରଦ୍ଧା କାପୁର ଲଭ ରଞ୍ଜନଙ୍କ ଏକ ଫିଲ୍ମରେ ଆସିବେ ବୋଲି ଅନୁମାନ କରାଯାଉଛି । ଗୁରୁବାର ଫିଲ୍ମ ମେକର ଲଭ ରଞ୍ଜନଙ୍କ ଅଫିସରେ ଉଭୟଙ୍କ ଦେଖିବାକୁ ମିଳିଥିଲା । ଅବଶ୍ୟ କେଉଁ କାରଣ ପାଇଁ ତାଙ୍କ ଅଫିସରେ ଏହି ବୈଠକ ହୋଇଥିଲା ତାହା…

ଆସନ୍ତୁ ଜାଣିବା ବଲିଉଡରେ କୃଷକଙ୍କ ସମସ୍ୟା ଉଜାଗର କରିଥିବା କେତେକ ଫିଲ୍ମ ବିଷୟରେ

ମୁମ୍ବାଇ: ଏବେ କେନ୍ଦ୍ର ସରକାରଙ୍କ କୃଷକ ବିଲକୁ ବିରୋଧ କରି ଆନ୍ଦୋଳନ ଚାଲିଛି । କୃଷକମାନେ ସବୁ ବେଳେ ସମସ୍ୟାରେ ରହି ଆସିଛନ୍ତି । ବଲିଉଡରେ ମଧ୍ୟ କେତେକ ଫିଲ୍ମ ମାଧ୍ୟମରେ ଏହି ସମସ୍ୟା ଉଜାଗର କରାଯାଇଛି । ଆସନ୍ତୁ ଜାଣିବା ସେଭଳି କିଛି ଫିଲ୍ମ ବିଷୟରେ.. ମଦର ଇଣ୍ଡିଆ: ମେହବୁବ ଖାଁଙ୍କ…

ଭାରତୀୟ ବାୟୁସେନାର ଆପତ୍ତି ପର‌େ କ୍ଷମା ମାଗିଲ‌େ ଅନିଲ କପୁର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆପତ୍ତି ପରେ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ଅନିଲ କପୁର। ବୁଧବାର ଦିନ ଅନିଲ୍ ତାଙ୍କର ଅପକମିଂ ଚଳଚ୍ଚିତ୍ର "AK vs AK" ର ଟିଜର ସେୟାର କରିଥିଲ‌େ। https://twitter.com/IAF_MCC/status/1336589631962300416?s=19 ଯାହା ପରେ…

କ୍ରିଶ୍ ୪ରେ ହ୍ରିତିକ-କିଆରା ଯୋଡି

ମୁମ୍ବାଇ: ରାକେଶ ରୋଶନ କ୍ରିଶ ଫିଲ୍ମର ଆଗାମୀ ସଂସ୍କରଣ କ୍ରିଶ୪ର ସ୍କ୍ରିପ୍ଟ କାମ ଶେଷ କରିଛନ୍ତି । ହ୍ରିତିକ ରୋଶନ ଅଭିନୀତ ଏହି ସୁପରହୀରୋ ଫିଲ୍ମରେ ଏଥର କିଆରା ଆଡଭାନୀ ତାଙ୍କ ହିରୋଇନ ହେବେ । ପ୍ରଥମେ ଏଥିପାଇଁ କ୍ରିତି ସାନୋନଙ୍କୁ ପସନ୍ଦ କରାଯାଇଥିଲା । ମାତ୍ର ତାଙ୍କ ହାତରେ ଏବେ…

ହୋଟେଲରୁ ମିଳିଲା ତାମିଲର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ ଦେହ

ଚେନ୍ନାଇ:ତାମିଲନାଡୁର ଲୋକପ୍ରିୟ ଟିଭି ଅଭିନେତ୍ରର ଭିଜେ ଚିତ୍ରା(୨୯ବର୍ଷ)ଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ପଙ୍ଖାରେ ତାଙ୍କ ଶବ ଝୁଲି କରି ଥିଲା । ମୃତ୍ୟୁର କିଛି ଘଂଟା ପୂର୍ବରୁ ସେ ସୋସିଆଲ ସାଇଟରେ ତାଙ୍କର ଏକ ଫଟୋ ମଧ୍ୟ…