Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍…

ଡିମ୍ପଲ କାପାଡିଆ ଅଭିନୀତ ହଲିଉଡ ଫିଲ୍ମ ଟେନେଟ ଡିସେମ୍ବର ୪ରେ ପରଦାକୁ ଆସିବ

ମୁମ୍ବାଇ:ହଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କ ଜାସୁସି ଥ୍ରୀଲର ଟେନେଟ ଖୁବ୍ ଶୀଘ୍ର ପରଦାକୁ ଆସିବ । ଏଥିରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କାପାଡିଆ ଚଳିତ ବର୍ଷ ଡିସେମ୍ବର ୪ରେ ଭାରତରେ ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ।…

ଚଳଚ୍ଚିତ୍ର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ମନ୍ଦନା

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦନା କରିମି ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'କୋକାକୋଲା'କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଫିଲ୍ମର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ଶୋଷଣ କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସୁଟିଂର ଶେଷ ଦିନରେ…

ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅଷ୍ଟ୍ରେଲିୟାରେ ବିଶାଳ ସମାବେଶ !

ଭୁବନେଶ୍ୱର: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌, ବନ୍ଧୁ ଓ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି । ତାଙ୍କ ସ୍ମୃତିରେ ଆଜି ବି ଲୋକେ ଧନ୍ଦି ହେଉଛନ୍ତି । ଭାରତରେ ଏହି ଅଭିନେତାଙ୍କୁ ନ୍ୟାୟ ଦେବା ଲାଗି ଅନେକ ଲୋକ ସାମ୍ନାକୁ ଆସିଥିଲେ । ହେଲେ…

ବଲିଉଡ ଛାଡି ମୌଲାନାକୁ ବିବାହ କଲେ ଅଭିନେତ୍ରୀ ସନା ଖାନ !

ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ଗତକାଲି…

‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ନିର୍ମାତା ଅସିତ ମୋଦୀ କରୋନା ଆକ୍ରାନ୍ତ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ସୋ 'ତାରକ ମେହେଟା କା ଉଲଟା ଚାଷ୍‌ମା'ର ନିର୍ମାତା ଅସିତ କୁମାର ମୋଦୀ କରୋନା ସଂକ୍ରମିତ ହୋଇଛନ୍ତି। ଅସିତ ମୋଦୀ କହିଛନ୍ତି ଯେ କରୋନାର ଲକ୍ଷଣ ଅନୁଭବ କରିବା ପରେ ସେ ନିଜେ କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ସକରାତ୍ମକ ଆସିଛି। ଏହା ପରେ ସେ ଘରେ…

‘ଏ ସୁଇଟେବଲ୍‌ ବଏ୍‌’ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ବିଜେପି ନେତା; କହିଲେ ଏହା ଲଭ୍‌…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ମିରା ନାୟାରଙ୍କ ୱେବ୍ ସିରିଜ୍ 'ଏ ସୁଇଟେବଲ୍‌ ବଏ୍‌' ଅନେକ ଲୋକଙ୍କୁ ଲଭ୍‌ ଜିହାଦ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ନେଟଫ୍ଲିକ୍ସରେ ପ୍ରସାରିତ ଏହି ୱେବ୍ ସିରିଜରେ ଇଶାନ ଖତର୍‌ ଏବଂ ତବୁଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଧାରାବାହିକରେ…

ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲ‌େ। ହେଲେ ଚିକିତ୍ସାଧୀନ…

ଡ୍ରଗ୍ସ କେସ୍: କମେଡିଆନ୍ ଭାରତୀୟ ସିଂଙ୍କ ପରେ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ

ମୁମ୍ୱାଇ: କମେଡି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପାଖାପାଖି ୧୫ ଘଣ୍ଟା ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା ଏନସିବି । ଗଞ୍ଜେଇ ସେବନ କରୁଥିବା ଭାରତୀ ଓ…

ଆରପାରିରେ ଅଭିନେତ୍ରୀ ଲିନା ଆଚାର୍ଯ୍ୟ

ନୂଆଦିଲ୍ଲୀ: ଟେଲି ସୋ 'ସେଠ ଜୀ’ର ଲୋକପ୍ରିୟ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର କିଡନୀ ରୋଗ ଯୋଗୁଁ ଦେହାନ୍ତ ହୋଇଛି। ସେ ବିଗତ ଦେଢ଼ ବର୍ଷ ହେବ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା। ତାଙ୍କ ସହ କଳାକାର ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟ…