Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ତୋରବାଜ୍‌ରେ ଫେରୁଛନ୍ତି ସଂଜୟ ଦତ୍ତ !

ମୁମ୍ବାଇ: ଚଳିତବର୍ଷ ତିନୋଟି କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସଂଜୟ ଦତ୍ତ । ପ୍ରଥମତଃ ଫିଲ୍ମ କେଜିଏଫ୍‌-୨ରେ ତାଙ୍କ ୟୁନିକ୍ ଲୁକ୍‌, ଦ୍ୱିତୀୟତଃ ସଡକ-୨ର ବିଫଳତା ଓ ଶେଷରେ ଫୁସ୍‌ଫୁସ୍ କ୍ୟାନ୍ସର ପାଇଁ ଚିନ୍ତାରେ ପଡିଥିଲେ ତାଙ୍କ ଅଗଣିତ ଫ୍ୟାନ୍ । ହେଲେ କ୍ୟାନ୍ସର ସହ ଜୁଝିବା ପରେ ଏବେ…

ନସିରୁଦ୍ଦିନ ଶାହଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କଳାକେନ୍ଦ୍ର ପୁରସ୍କାର ଭର୍ଚୁଆଲ ଉତ୍ସବରେ ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପାଇଁ ନସିରୁଦ୍ଦିନଙ୍କ ନାମ…

ଅମିତ ସାଧ୍‌ଙ୍କ ଜୀବନ ବଦଳାଇଥିଲା ଆତ୍ମହତ୍ୟା ଉଦ୍ୟମ !

ମୁମ୍ବାଇ: ଟେଲି କିମ୍ବା ବଲିଉଡ ଜଗତରେ ଅମିତା ସାଧଙ୍କ ଚେହେରା କିଛି ନୂଆ ନୁହେଁ । ହେଲେ ଖାସ୍ କରି ୱେବ୍ ସିରିଜ ବ୍ରେଥ୍ ଓ ଅବରୋଧ ଜରିଆରେ ସେ ଚର୍ଚ୍ଚାକୁ ଆସିଥିଲେ । ତାଜା ସ୍ଥିତିରେ ମୋହବତେଁ ଫେମ୍ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ପ୍ରେମ ସଂପର୍କକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।…

ସପ୍ତାହକ ପାଇଁ ୧ କୋଟି ଫିସ୍‌ ନିଅନ୍ତି କପିଲ୍‌!

ମୁମ୍ବାଇ: ଲୋକପ୍ରିୟ କମେଡି ସୋ ଦ କପିଲ ଶର୍ମା ସୋ ହୋଷ୍ଟ ତଥା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ନିଜର ଭିନ୍ନ ହାସ୍ୟାତ୍ମକ ଶୈଳୀ ପାଇଁ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଦର୍ଶକଙ୍କୁ ଖୁବ୍‌ ହସାନ୍ତି ଏବଂ ସେମାନଙ୍କର ସର୍ବୋତ୍ତମ କମେଡି ମାଧ୍ୟମରେ…

ଡ୍ରଗ୍ସ ଜାଲରେ ଟେଲିଭିଜନ୍‌ ଜଗତର ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବର୍ତ୍ତମାନ ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିଛି ଏବଂ ତାଙ୍କ ଘରୁ ନିଶାଯୁକ୍ତ ଦ୍ରବ୍ୟ ଗଞ୍ଜ ଉଦ୍ଧାର କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ୟୁନିଟ୍ ହାସ୍ୟ…

ଫିଲ୍ମ ‘କାବିଲ୍‌’ରୁ ଆରମ୍ଭ ହୋଇଥିଲା ସଲିମ୍‌ ଖାନ୍‌ ଏବଂ ହେଲେନ୍‌ଙ୍କ ପ୍ରେମ କାହାଣୀ

ନୂଆଦିଲ୍ଲୀ: ବଲିଉଡରେ ଆଇଟମ୍ ଗୀତର ଧାରା ବଲିଉଡ୍‌ ଅଭିନେତ୍ରୀ ହେଲେନ୍‌ଙ୍କଠାରୁ ଆରମ୍ଭ ହୋଇଥିବା କୁହାଯାଏ। ସେ ସମୟରେ ହେଲେନ୍‌ ତାଙ୍କ ନୃତ୍ୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟର ରାଣୀ ହୋଇପାରିଥିଲେ। ମାତ୍ର ୧୯ବର୍ଷ ବୟସରେ ହେଲେନ୍‌ଙ୍କୁ ଏକ ବଡ ବ୍ରେକ୍‌ ମିଳିଥିଲା। ଫିଲ୍ମ…

ଡିସେମ୍ବରରେ ବାହା ହେବେ ଅଭିନେତ୍ରୀ ଗୌହର୍‌ ଖାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଗୌହର ଖାନ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ନିକଟରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ସେ ଜୈଦ୍‌ ଦରବାର୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଗୌହର ଏବଂ…

ଇଡି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ; ଫିଲ୍ମ ‘ରାବ୍‌ତା’ ପାଇଁ ସୁଶାନ୍ତ ନେଇଥିଲେ ୧୭ କୋଟି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣି ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦେୟ ବିଷୟରେ ଇଡି ସୂଚନା ପାଇଛି। ସୂଚନାନୁସାରେ ସୁଶାନ୍ତଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ…

ଶାହାରୁଖ୍‌ଙ୍କ ଘରେ ରହିବାକୁ ଚାହୁଁଛନ୍ତି କି? ଗୋଟିଏ ରାତି ପାଇଁ ମିଳୁଛି ଏହି ସୁଯୋଗ; ଜାଣନ୍ତୁ କିପରି ପାଇବେ ଏହି…

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବଂ ଗୌରୀ ଖାନ ସେମାନଙ୍କ ଦିଲ୍ଲୀସ୍ଥିତ ଘରକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ଏହି ଦମ୍ପତି ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜ ଘର ସେୟାର୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶଂସକମାନଙ୍କୁ ଏଥିରେ ରହିବାକୁ ସୁଯୋଗ ଦେବା ପାଇଁ ଶାହରୁଖ-ଗୌରୀ ଏୟାରବିଏନ୍‌ବି…

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।। ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି…