Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କିଆରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇନ୍ଦୁ କୀ ଜୱାନୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: କିଆରା ଆଡଭାନୀ ଏବଂ ଆଦିତ୍ୟ ସିଲଙ୍କ ଅଭିନୀତ ରୋମାଣ୍ଟିକ କମେଡି ଫିଲ୍ମ 'ଇନ୍ଦୁ କୀ ଜୱାନୀ'ର ଟ୍ରେଲର ମୁକ୍ତିଲାଭ କରିିଛି। ଅବୀର ସେନଗୁପ୍ତଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି…

୧୦ କୋଟି ଟିକ୍‌ଟକ୍‌ ଅନୁସରଣକାରୀ ସହ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଆମେରିକାନ୍‌ ଗାର୍ଲ ଚାର୍ଲି

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ୧୬ ବର୍ଷୀୟ ଚାର୍ଲି ଡିଏମେଲିଓଙ୍କର ଟିକ୍ ଟକ୍‌ରେ ୧୦ କୋଟି ଅନୁସରଣକାରୀ ଅଛନ୍ତି। ସେ ଟିକ୍ ଟକ୍ ର ପ୍ରଥମ ତାରକା, ଯାହାର ୧୦୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି। ଦେଢ ବର୍ଷ ପୂର୍ବେ ସେ ଟିକ୍‌ଟକ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ସେ ତାଙ୍କ ଡ୍ୟାନ୍ସ…

ଇଣ୍ଟନ୍ୟାସନାଲ୍‌ ଏମି ଆୱାର୍ଡ: ୱେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍’କୁ ମିଳିଲା ଶ୍ରେଷ୍ଠ ଡ୍ରାମା…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଲିଭିଜନ କଳା ଏବଂ ବିଜ୍ଞାନ ଏକାଡେମୀ ସୋମବାର ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୦ର ବିଜେତା ଘୋଷଣା କରିଛି। ନ୍ୟୁୟର୍କ ସହରରେ ଏମି ପୁରସ୍କାର ଅନୁଷ୍ଠିତ ହୋଇଥିଲା। ଓସ୍କାର ବିଜେତା ଗ୍ଲେଣ୍ଡା ଜ୍ୟାକସନଙ୍କୁ 'ଆକ୍ଟିଭ୍ ଷ୍ଟୁଡିଓ' ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

ଆସନ୍ତୁ ଜାଣିବା କିଏ ସେ ସାଜିଛନ୍ତି ଭାରତର ନ୍ୟାଶନାଲ କ୍ରଶ

ମୁମ୍ବାଇ: ସର୍ଚ୍ଚ ଇଞ୍ଜିନ ଗୁଗଲରେ ଏବେ ଟ୍ରେଣ୍ଡ କରୁଛି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନାମ । ଏପରିକି ଗୁଗୁଲରେ ୨୦୨୦ରେ ଭାରତର ନ୍ୟାଶନାଲ କ୍ରଶ ଖୋଜିଲେ ରଶ୍ମିକାଙ୍କ ନାମ ଆସୁଛି । ସୋସିଆଲ ମିଡିଆରେ ସେ ସର୍ବଦା ସକ୍ରିୟ ରହିଥାନ୍ତି । ରଶ୍ମିକା କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ…

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ…

ଭୂମି ପେଡନକରଙ୍କ ଦୁର୍ଗାବତୀ ଫିଲ୍ମର ନାମ ବଦଳିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନକରଙ୍କ ଅଭିନୀତ ଦୁର୍ଗାବତୀ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହାର ନାମ ଦୁର୍ଗାମତୀ ଦି ମିଥ ରଖାଯାଇଛି । ଆସନ୍ତା ମାସରେ ଫିଲ୍ମ ରିଲିଜ ହେବ । ଏହା ତେଲୁଗୁ ସୁପରହିଟ ଫିଲ୍ମ ଭାଗମତୀର ରିମେକ । ଭୂମି ସୋସିଆଲ ସାଇଟରେ ଏହି ପୋଷ୍ଟର ଶେୟାର କରିବା ସହ…

ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ୱର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ସୁବ୍ରକ ସ୍ୱାଇଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି…

ଏବେ କ’ଣ କରୁଛନ୍ତି ଦେଶର ପ୍ରଥମ ରାପ୍‌ର ବାବା ସେହଗଲ୍‌ ?

ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଅନେକ ରାପ୍‌ ଗୀତର ଚାହିଦା ଅଧିକ ଦେଖିବାକୁ ମିଳିଛି। ଏଇ ଯେମିତି ବଲଉଡ୍‌ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଗୁଲି ବଏ ରିଲିଜ୍ ହେବା ପରଠାରୁ ରାପର୍ ଏବଂ ରାପ୍ ଗୀତର ଲୋକପ୍ରିୟତା ବଢିବାରେ ଲାଗିଛି। ତେବେ…

ଲୋକପ୍ରିୟ ସୋ ‘ଇଣ୍ଡିଆସ୍‌ ବେଷ୍ଟ୍‌ ଡ୍ୟାନ୍‌ସର୍‌’ର ବିଜେତା ହେଲେ ଏଚ୍‌ଡି ପପ୍‌ର ଟାଇଗର୍‌ ପପ୍‌

ନୂଆଦିଲ୍ଲୀ: ଗୁରୁଗ୍ରାମର ଅଜୟ ସିଂ ଓରଫ୍‌ ଟାଇଗର ପପ୍ ଲୋକପ୍ରିୟ ରିଆଲିଟି ସୋ ଇଣ୍ଡିଆସ୍‌ ବେଷ୍ଟ୍‌ ଡ୍ୟାନ୍‌ସର୍‌ ସୋ’ର ଟାଇଟଲ୍ ଜିତିଛନ୍ତି। ସୋ’ର ଗ୍ରାଣ୍ଡ ଫାଇନାଲ୍ ୨୨ ନଭେମ୍ବର ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଟାଇଗର ବାକି ଫାଇନାଲିଷ୍ଟମାନଙ୍କୁ ପଛରେ ପକାଇ ଏହି…

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କେମିତି ହେଲେ କମେଡି କ୍ବିନ୍ ?

ନିଜେ ହସିବା ସହ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ । ଏମିତିରେ ତ ଅନେକ ମହିଳା କମେଡିଆନ୍ ଅଛନ୍ତି, ହେଲେ କମେଡି କ୍ବିନର ତାଜ ପାଇଛନ୍ତି ଭାରତୀ । ଏହି କମେଡି କ୍ବିନଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଶନିବାର ମୁମ୍ବାଇ ସ୍ଥିତ ତାଙ୍କ ଘରେ ରେଡ୍ ପରେ ଗିରଫ କରିଥିଲା ଏନସିବି ।…