Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇ ପୋଲିସ ବମ୍ବେ…

ଲକ୍‌ଡାଉନ୍ ଫିଟାଇଲା ଅଭିଷେକଙ୍କ ଭାଗ୍ୟ

ମୁମ୍ବାଇ: ସତରେ ଯେମିତି ଜୁନିଅର ବଚ୍ଚନଙ୍କୁ ନିଃଶ୍ୱାସ ମାରିବାକୁ ଆଉ ସମୟ ନାହିଁ । ସେ ଫିଲ୍ମ ହେଉ କି ୱେବ୍ ସିରିଜ୍ । ହାତକୁ ଯାହା ପ୍ରୋଜେକ୍ଟ ଆସୁଛି, ସବୁ ସାଇନ୍ କରୁଛନ୍ତି । ଏପରିକି କରୋନା ଲକ୍‌ଡାଉନ୍ ସମୟରେ ବି ତାଙ୍କୁ ଏକାଧିକ ଫିଲ୍ମ ଅଫର୍ ହୋଇଥିଲା । ଯାହାକୁ ସେ ଖସୀଖୁସୀ…

ନିର୍ମାଣ ହେବ ଫିଲ୍ମ ଧର୍ମପୁତ୍ରର ରିମେକ୍ ଭର୍ସନ୍ !

ମୁମ୍ବାଇ: ୟଶରାଜ ଫିଲ୍ମସ ନିର୍ମାଣ କରିବ ଏକ ହିନ୍ଦୀ କ୍ଲାସିକାଲ୍ ମୁଭିର ରିମେକ୍ ଭର୍ସନ୍ । ଏହି ପ୍ରସ୍ତାବିତ ଫିଲ୍ମରେ ଦୁଇ ଚର୍ଚ୍ଚିତ ଚେହେରା ଲିଡ୍ ପେୟାର ଭାବେ ନଜର ଆସିବେ । ଫିଲ୍ମ ମେକର ଆଦିତ୍ୟ ଚୋପ୍ରା ଏହି ଫିଲ୍ମ ଜରିଆରେ ସମାଜିକ ବିଦ୍ୱେଷକୁ ଭୁଲାଇ ଭାଇଚାରା ସୃଷ୍ଟି କରିବାକୁ…

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି; ଇରା ଖାନ୍‌

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଇରାଙ୍କ ଅନୁଯାୟୀ, ସେ ୧୪ ବର୍ଷ ବୟସରେ ‌ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଏପରି କରିଥିବା ବ୍ୟକ୍ତି ତାଙ୍କର ନିଜ ପରିଚୟର ଥିଲେ। ଇରାଙ୍କ କହିବା ଅନୁଯାୟୀ, ମୋତେ ୧୪ ବର୍ଷ ବୟସରେ ଯୌନ ଶୋଷଣ କରାଯାଇଥିଲା।…

ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ଅକ୍ଷୟ-କୃତିଙ୍କ ବଚ୍ଚନ ପାଣ୍ଡେ

ମୁମ୍ବାଇ: ବଲିଉଡ ସଫଳ ଅଭିନେତା ଭାବେ ପରିଗଣିତ ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିରେ ଅକ୍ଷୟଙ୍କ ସହ କୃତି ସେନନ ଅଭିନୟ କରୁଛନ୍ତି । ୨୦୨୧ଜାନୁୟାରୀରୁ ଫିଲ୍ମ ଫ୍ଲୋରକୁ ଯିବ ବୋଲି ପ୍ରଯୋଜକ ଟିମ୍ ପକ୍ଷରୁ କୁହାଯାଇଛି । ଫିଲ୍ମର ଫାର୍ଷ୍ଟ ଲୁକ୍…

କାଶ୍ମୀରା ଶାହା ଝଡି ଯାଇଛନ୍ତି, ପତ୍ନୀଙ୍କ ଗ୍ଲାମର ଫଟୋ ଶେୟାର କଲେ କମେଡିଆନ କୃଷ୍ଣା

ମୁମ୍ବାଇ: କମେଡିଆନ କୃଷ୍ଣା ଅଭିଷେକ ମଙ୍ଗଳବାର ପତ୍ନୀ କାଶ୍ମୀରା ଶାହାଙ୍କ ହଟ ଫଟୋ ଶେୟାର କରିଛନ୍ତି । କାଶ୍ମୀରା ପତିଙ୍କ ମନ ରଖିବା ପାଇଁ କଠିନ ପରିଶ୍ରମ କରି ନିଜ ଶରୀରକୁ ଫିଟ ରଖିବା ସହ ଗ୍ଲାମରସ ଲୁକ୍ ଦେଇପାରିଛନ୍ତି । କଳା ରଙ୍ଗର ମୋନୋକିନି ପିନ୍ଧି ସେ ଉଠାଇଥିବା ଫଟୋ ପ୍ରଶଂସକଙ୍କ…

ଲୋକପ୍ରିୟ ଭାଓଲିନ୍‌ ବାଦକ ଟି.ଏନ୍‌ କୃଷ୍ଣନ୍‌ଙ୍କ ୯୨ ବର୍ଷରେ ପରଲୋକ

ଚେନ୍ନାଇ: ଲୋକପ୍ରିୟ ଭାଓଲିନ୍‌ ବାଦକ ତ୍ରିପୁନିଥୁରା ନାରାୟଣ କୃଷ୍ଣନଙ୍କ ସୋମବାର ସନ୍ଧ୍ୟାରେ ଚେନ୍ନାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଟି.ଏନ୍ କୃଷ୍ଣନ୍ ୧୯୨୮ ମସିହାରେ କେରଳରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣନ୍ ତାଙ୍କର ପ୍ରାରମ୍ଭିକ ସଂଗୀତ ଶିକ୍ଷା…

କଥା ଦେଇ କଥା ରଖିଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ମହାନତା ବିଷୟରେ କାହାକୁ ଅଛପା ନାହିଁ। ଏହା ମଧ୍ୟରେ ତାଙ୍କର ଆଉ ଏକ ମହାନତା ଲୋକଲୋଚନକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ସମସ୍ତ ଗାଁର ଝିଅମାନଙ୍କୁ ପାଠପଢିବା ପାଇଁ ସାଇକେଲ ଯୋଗାଇ ଦେଇଛନ୍ତି ସୋନୁ। କିଛି ଦିନ ପୂର୍ବରୁ ସୋନୁ ସୁଦ ଏ ନେଇ ଘୋଷଣା…

ଶାହାରୁଖଙ୍କ ଜନ୍ମଦିନରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ନଭେମ୍ବର ୨ରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ଥିଲା ଜନ୍ମଦିନ। ତାଙ୍କ ସମ୍ମାନର୍ଥେ ଶାହାରୁଖଙ୍କ ଫଟୋ ସହ ଝଲସିଲା ଦୁବାଇର ଆଇକନିକ ବୁର୍ଜ ଖଲିଫା। ଏହି ସ୍ମରଣୀୟ ମୁହୂର୍ତ୍ତରୁ ଏକ ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, “ଦୁନିଆର ସବୁଠୁ ବଡ ଏବଂ ଉଚ୍ଚ ପରଦାରେ ନିଜକୁ ଦେଖି…

ମା’ ହେଲେ ଅମୃତା

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ନାୟିକା ଅମୃତା ରାଓ । ରବିବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ଅମୃତା ଓ ନବଜାତ ସୁସ୍ଥ ଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅମୃତାଙ୍କ ମା’ ହେବା ଖବର ଏବେ ଟ୍ୱିଟର୍‌ରେ ଟ୍ରେଣ୍ଡିଂ ପାଲଟିଛି ।  ଶୁଭେଚ୍ଛା ଓ ଆଶୀର୍ବାଦ…