Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅପରେସନ ସିନ୍ଦୂରକୁ ନେଇ ଭିକି ଓ ଅକ୍ଷୟ ମୁହାଁମୁହିଁ!

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ଏହି ଅପରେସନ ସିନ୍ଦୂରକୁ ନେଇ ଉତ୍ତମ ମାହେଶ୍ୱରୀ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଥିପାଇଁ ସେ କଡା ସମାଲୋଚନାର ଶିକାର ହୋଇ…

‘ବିଗ୍ ବସ୍ ୧୮’ ଫେମ୍ ଶିଳ୍ପା ଶିରୋଡକର କରୋନା ସଂକ୍ରମିତ

ମୁମ୍ୱାଇ: 'ବିଗ୍ ବସ୍ ୧୮'ର ପୂର୍ବତନ ପ୍ରତିଯୋଗୀ ତଥା ୯୦ ଦଶକର ଅଭିନେତ୍ରୀ ଶିଳ୍ପା ଶିରୋଡକର କୋଭିଡ୍ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ୨୦୨୦ ଏବଂ ୨୦୨୧ରେ ଆତଙ୍କ ଖେଳାଇଥିବା ଏହି ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ଏପରି…

ସାମ୍ନାକୁ ଆସିଲା ଫିଲ୍ମ ‘ହରି ହରା ବୀରା ମଲ୍ଲୁ’ର ନୂଆ ରିଲିଜ୍ ତାରିଖ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ସବୁଠାରୁ ପ୍ରତୀକ୍ଷିତ ଫଲ୍ମ 'ହରି ହରା ବୀରା ମଲ୍ଲୁ' ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ପ୍ରସ୍ତୁତ । ଏକ ମହାକାବ୍ୟିକ ସ୍ତରରେ ନିର୍ମିତ, 'ହରି ହରା ବୀରା ମଲ୍ଲୁ' ଏବେ ଏହାର ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ଏବଂ ପୋଷ୍ଟ-ପ୍ରଡକ୍ସନ ପୁରା…

ହେରା ଫେରି-୩ରୁ ବାହାରିଲେ ପରେଶ ରାୱଲ, ଜାଣନ୍ତୁ କାହିଁକି ଫିଲ୍ମରେ ନଜର ଆସିବେନି ବାବୁ ଭୟା…

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଫିଲ୍ମ ସମ୍ପର୍କରେ,…

ୱାଇଆରଏଫ ସ୍ପାଇ ୟୁନିଭର୍ସରେ ଆଗକୁ ବି ଅଭିନୟ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଚଳିତ ବର୍ଷ ବହୂ ପ୍ରତିକ୍ଷୀତ ୱାର ୨ ଫିଲ୍ମ ରିଲିଜ ହେବାକୁ ଯାଉଛି । ୟଶରାଜ ବ୍ୟାନରର ଏହି ଫିଲ୍ମରେ ହ୍ରିତିକ ରୋଶନ, କିୟାରା ଆଡଭାନୀ ଓ ଜୁନିୟର ଏନଟିଆର ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ୟଶରାଜ ସ୍ପାଇ ୟୁନିଭର୍ସର ଏହି ସିରିଜରେ ଆଗକୁ ଜୁନିୟର ଏନଟିଆରଙ୍କୁ ଦେଖିବାକୁ ମିଳିବ…

ରାହୁଲ ବୈଦ୍ୟଙ୍କୁ ଅନବ୍ଲକ୍ କଲେ କି କୋହଲି…

ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା…

ସରିଲା ବିବାଦ:‘ରାଣ୍ଡୀପୁଅ ଅନନ୍ତା’ ବଦଳରେ ଫିଲ୍ମର ନାଁ ରହିବ..

ଭୁବନେଶ୍ବର:ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ର ନାମକରଣକୁ ନେଇ ଚର୍ଚ୍ଚା ଲାଗିରହିଛି। କେତେକ ଏହାକୁ ବିବାଦ ଘେରକୁ ଟାଣି ନେଇଥିଲେ। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର…

ସି-ସେକ୍ସନକୁ ଆରାମଦାୟକ ପ୍ରସବ କହି ଟ୍ରୋଲ୍ ହେଲେ ସୁନିଲ ଶେଟ୍ଟୀ

ମୁମ୍ବାଇ: ଆଥିୟା ଶେଟ୍ଟୀ ସି-ସେକ୍ସନ ବଦଳରେ 'ପ୍ରାକୃତିକ ପ୍ରସବ' ବିକଳ୍ପକୁ ବାଛିଥିବା ନେଇ କହିଛନ୍ତି ବାପା ସୁନିଲ ଶେଟ୍ଟୀ। ତେବେ ନିକଟରେ କେଏଲ ରାହୁଲ ଏବଂ ଆଥିୟା  ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପିତାମାତା ହୋଇଛନ୍ତି। ଆଥିୟା ତାଙ୍କ ପ୍ରଥମ ସନ୍ତାନକୁ ପ୍ରାକୃତିକ ଉପାୟରେ ଦୁନିଆ କୁ…

ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ: ନୋଟରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ଅଭିଜୀତ ଭଟ୍ଟାଚାର୍ଯ୍ୟ ପୁଣି ବିବାଦରେ। ମହାତ୍ମା ଗାନ୍ଧୀଙ୍କୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତୀବ୍ର ବିତର୍କ ଚାଲିଛି। ରାଜନୈତିକ ମହଲରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ। ଅଭିଜିତ ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା…

ଟ୍ରମ୍ପଙ୍କ ସହ ଜଡିତ ପୋଷ୍ଟ ଡିଲିଟ୍ କଲେ କଙ୍ଗନା, କହିଲେ- ମୁଁ ଦୁଃଖିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଉ ଆଇଫୋନ ପ୍ରସ୍ତୁତ କରିବାକୁ ମନା କରିଛନ୍ତି । ସେ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ । ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା…