Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୩’ ରେ ଅର୍ଚ୍ଚନାଙ୍କ ସହ ନଜର ଆସିବେ କି ସିଦ୍ଧୁ? ନେଟଫ୍ଲିକ୍ସ ଦେଲା…

ମୁମ୍ବାଇ: ନେଟଫ୍ଲିକ୍ସ ପ୍ରଶଂସକମାନଙ୍କୁ ଏକ ବଡ଼ ସର୍ପ୍ରାଇଜ୍ ପ୍ରଦାନ କରିଛି। ଏବେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍-୩' ଘୋଷଣା କରାଯାଇଛି। ନେଟଫ୍ଲିକ୍ସ ଏକ ଭିଡିଓ ଜାରି କରି କପିଲ ଶର୍ମାଙ୍କ ଶୋ ବିଷୟରେ ମଜାଦାର କଥା ଘୋଷଣା କରିଛି। ଏଥର ଜଜ୍‌ଙ୍କ ସିଂହାସନରେ ଅର୍ଚ୍ଚନା ପୁରନ…

ଏହି ରୋଗରେ ପୀଡିତା ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍….ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍ । ହସ୍ପିଟାଲ ବେଡରେ ଫଟୋ ଭାଇରାଲ ହେବା ପରେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। କହିଲେ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି? ତେବେ ଗତକାଲି ବିଗ୍ ବସ୍ ଓଟିଟି ୩ ବିଜେତା ତଥା ଅଭିନେତ୍ରୀ ସନା ମକବୁଲ…

ମଣିରତ୍ନମଙ୍କ ଫିଲ୍ମରେ ଅଭିନୟ କରିବା ଅମୀରଙ୍କ ଶେଷ ଇଚ୍ଛା

ମୁମ୍ବାଇ: ୨୦୦୭ରେ ମହାନ ନିର୍ଦ୍ଦେଶକ ମଣିରତ୍ନମ ଘରୱାଲୀ ନାମକ ଏକ ଫିଲ୍ମ ପ୍ରସ୍ତୁତ କରୁଥିଲେ । ଏହାର ନାମ ପରେ ଲାଜୋ ରଖା ଯାଇଥିଲା । ଏଥିରେ ଅମୀର ଖାଁ ଅଭିନୟ କରୁଥିଲେ । କୌଣସି କାରଣବଶତଃ ଫିଲ୍ମଟି ବନ୍ଦ ହୋଇ ଯାଇଥିଲା । ମଣିରତ୍ନଙ୍କ ସହ ଅମୀରଙ୍କ ମତଭେଦ ଏହାର ପ୍ରମୂଖ କାରଣ ବୋଲି…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଲ୍ଲୁଙ୍କ ସହ ଅଭିନୟ କରିବେ ଦୀପିକା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ନେଇ ଏହି ଫିଲ୍ମ କରିବେ । ପୂର୍ବରୁ ସ୍ପିରିଟ ଓ କଲକୀ ୨ଫିଲ୍ମରୁ ଦୀପିକା ବାଦ ପଡିବା ଖବର ପ୍ରକାଶ ପାଇଥିଲା । ରିପୋର୍ଟ…

ନେଟଫ୍ଲିକ୍ସ ସହ ହାତ ମିଳାଇଲେ ଏକତା କପୁର; ଅନେକ ପ୍ରୋଜେକ୍ଟରେ କାମ…

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଏବଂ ଟିଭି କୁଇନ୍ ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ୍ସ ଲିମିଟେଡ୍ ଅନେକ ପ୍ରୋଜେକ୍ଟରେ କାମ କରିବା ପାଇଁ ହାତ ମିଳାଇଛନ୍ତି। ନେଟଫ୍ଲିକ୍ସ ଏବଂ ଏକତା କପୁର ଦୀର୍ଘ ସମୟ ଧରି ପ୍ରୋଜେକ୍ଟଗୁଡ଼ିକରେ ଏକାଠି କାମ କରିବେ। ବାଲାଜୀ ଟେଲିଫିଲ୍ମ୍ସର ଯୁଗ୍ମ ପରିଚାଳନା…

ହାଉସଫୁଲ-୫ ସହିତ ଓଟିଟିରେ ରିଲିଜ ହେଲା ଏହି ୫ଟି ଫିଲ୍ମ ଓ ୱେବ ସିରିଜ…

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ନର୍ଗିସ ଫାଖ୍ରୀ, ସୋନମ ବାଜୱା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ କମେଡି ଫ୍ରାଞ୍ଚାଇଜ୍ ଫିଲ୍ମ ହାଉସଫୁଲ-୫ ଥିଏଟରରେ ମୁକ୍ତିଲାଭ କରିଛି। ଏହା ବ୍ୟତୀତ ଦକ୍ଷିଣ ସୁପରଷ୍ଟାର କମଲ ହାସନଙ୍କ ଠଗ୍ ଲାଇଫ୍ ମଧ୍ୟ…

ମିଠି ନଦୀ ପୁନରୁଦ୍ଧାର ସ୍କାମ ମାମଲା: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବାସଭବନରେ ଇଡି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ଚଢାଉ। ମିଠି ନଦୀ ପୁନରୁଦ୍ଧାର ମାମଲାରେ ଡିନୋ ମୋରିଆଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତା ଡିନୋ ମୋରିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା…

ଜଳନ୍ତା ପାରାଚୁଟରୁ ୧୬ ଥର ଡେଇଁ ଟମ୍ କ୍ରୁଜଙ୍କ ଗିନିଜ୍ ରେକର୍ଡ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ଟମ୍ କ୍ରୁଜ୍ ଜଳନ୍ତା ପାରାଚୁଟ୍ ରୁ ୧୬ ଥର ଡେଇଁ ଗିନିଜ୍ ଓ୍ବାର୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କୃତିତ୍ୱ ସର୍ବାଧିକ ଥର ହାସଲ କରିଛନ୍ତି । ସେ ତାଙ୍କର ନୂଆ ଚଳଚ୍ଚିତ୍ର 'ମିଶନ: ଇମ୍ପୋସିବଲ୍ - ଦି ଫାଇନାଲ୍ ରେକନିଂ'ର ସୁଟିଂ ସମୟରେ ଏହି ସଫଳତା ହାସଲ…

ଲୋକେଶଙ୍କ ସହ ସୁପରହୀରୋ ଫିଲ୍ମ କରିବେ ଅମୀର

ମୁମ୍ବାଇ: ଦୀର୍ଘ ଦିନର ବ୍ରେକ ପରେ ଅମୀର ଖାଁ ପୂନର୍ବାର ଅଭିନୟକୁ ଫେରିଛନ୍ତି । ଜୁନ ୨୦ରେ ତାଙ୍କର ସିତାରେ ଜମୀନ ପର ଫିଲ୍ମ ରିଲିଜ ହେଉଛି । ଏହାକୁ ସଫଳ କରିବା ପାଇଁ ଅମୀର ଜୋରସୋରରେ ପ୍ରଚାର ଓ ପ୍ରସାରରେ ଲାଗି ପଡିଛନ୍ତି । ଏହା ପରେ ସେ ଭାରତୀୟ ସିନେମାର ପିତାମହ ଭାବେ ପରିଚିତ ଦାଦା…

କିଏ ସେ ମୁଜାମ୍ମିଲ….ଦୀପିକାଙ୍କୁ କରୁଥିଲେ ଡେଟ

ମୁମ୍ବାଇ: ବଲିଉଡରେ ମଡେଲିଂ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ମୁଜାମ୍ମିଲ ଇବ୍ରାହିମ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । କ୍ୟାରିୟର ଆରମ୍ଭ ସମୟରେ ଦୀପିକା ପାଦୁକୋନଙ୍କ ସହ ୨ ବର୍ଷ ପ୍ରେମ ସମ୍ପର୍କରେ ଥିଲେ…