Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜୁନ୍ ୬ରୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ‘, ପ୍ରଦର୍ଶିତ ହେବ ୯ଟି ଭାଷାର କ୍ଲାସିକ ଚଳଚ୍ଚିତ୍ର

ଭୁବନେଶ୍ୱର: ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ର ଦ୍ୱିତୀୟ ସଂସ୍କରଣ । ଜୁନ୍ ୬ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନରେ ଏହା ଆୟୋଜିତ ହେବ । ଦ୍ୱିତୀୟ ସଂସ୍କରଣରେ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ ।…

ବିବାହ ବନ୍ଧନରେ ବାନ୍ଧି ହେଲେ ହିନା ଖାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଫଟୋରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ହିନା ଏବଂ ରକି ପରିବାର ଓ ନିକଟତମ…

ସମସ୍ତଙ୍କୁ ନିଜର ସୀମା ଜାଣିରଖିବା ଉଚିତ୍, ଏପରି କାହିଁକି କହିଲେ ଅଭିନେତା ପଙ୍କଜ ତ୍ରିପାଠୀ…

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ 'ସ୍ପିରିଟ୍'ରେ ଦୀପିକା ପାଦୁକୋନଙ୍କ ସ୍ଥାନ ନେଇଛନ୍ତି ତୃପ୍ତି ଡିମରି । ଭାଙ୍ଗାଙ୍କ ଦ୍ୱାରା ଏହି ଘୋଷଣା ହେବା ପରଠାରୁ, ଦୀପିକା ପାଦୁକୋନ ନିରନ୍ତର ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି ଯେ 'ସ୍ପିରିଟ୍' ପାଇଁ ଦୀପିକାଙ୍କର କିଛି ଡିମାଣ୍ଡ ଥିଲା । ତାଙ୍କର…

‘ହେରା ଫେରି ୩’ରେ କିଏ ହେବେ ବାବୁ ରାଓ; AI ଜାରି କଲା ଫଟୋ

ମୁମ୍ବାଇ: ଗତ କିଛି ଦିନ ଧରି 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା। ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ…

ପୁରୀ ମହୋଦଧୀରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ୍‌

ପୁରୀ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ…

ନିଜର ଶେଷ ସିନେମା ଘୋଷଣା କଲେ ଅମିର୍ ଖାନ୍!, ଏହା ପରେ ନେଇପାରନ୍ତି ଅବସର…

ମୁମ୍ବାଇ: ସିନେମାରେ ସରି ସରି ଆସୁଛି ଖାନଙ୍କ ଯୁଗ । ୯୦ ଦଶକରେ ସିନେମା ପରଦାର ସବୁଠାରୁ ବଡ ଆକର୍ଷଣ ପାଲଯୁଥିବା ୩ ଖାନ୍- ଶହରୁଖ ଖାନ୍, ଅମିର୍ ଖାନ୍ ଏବଂ ସଲମାନ୍ ଖାନଙ୍କର ଏବେ ଧିରେ ଧିରେ ଚାହିଦା କମିବାକୁ ବସିଲାଣି । ଏହାରି ଭିତରେ ଏବେ ବଡ ହିଣ୍ଟ ଦେଇଛନ୍ତି ଅମିର୍ । ଅଭିନେତା ଅମିର…

ଟିଭି ପରଦାକୁ ଫେରୁଛନ୍ତି ସ୍ମୃତି ଇରାନୀ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ ପାର୍ଟ ୨ରେ ଆସିବେ…

ମୁମ୍ବାଇ: ଏକତା କପୁରଙ୍କ ସବୁଠାରୁ ଲୋକପ୍ରିୟ ଟିଭି ଶୋ' 'କ୍ୟୁଙ୍କି ସାସ ଭି କଭି ବହୁ ଥି' ପୁଣି ଥରେ ଚର୍ଚ୍ଚାକୁ ଆସିଛି। କାରଣ ଏହାର ସିଜିନ୍ ୨ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ଜଣାପଡିଛି। ତେବେ ଖାସ୍ କଥା ହେଉଛି ସ୍ମୃତି ଇରାନୀ ଏଥିରେ…

ପହଲଗାମ ଆତଙ୍କୀ ହମଲାକୁ ନେଇ ପାକ୍ ଅଭିନେତ୍ରୀ ବୁଶରାଙ୍କ ଉପରେ ବର୍ଷିଲେ ଜାଭେଦ ଅଖତର

ମୁମ୍ବାଇ: ଗତ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ ଭାରତୀୟ ସିନେମାର ବରିଷ୍ଠ ଗୀତିକାର ଜାଭେଦ ଅଖତର। ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ବୁଶରା ଅନସାରି ଜାଭେଦ ଅଖତରଙ୍କୁ ସମାଲୋଚନା କରିଥିଲେ। ବୁଶରା ଜାଭେଦ ଅଖତରଙ୍କ ବିଷୟରେ କହିଥିଲେ ଯେ…

କେଭିନ୍ ସ୍ପେସିଙ୍କ ସୁପରନେଚୁରାଲ୍ ଆକ୍ସନ୍-ଥ୍ରିଲର୍ ହଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଦିଶା ପଟାନୀ

ମୁମ୍ବାଇ: ହଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଦିଶା ପଟାନୀ। ସେ 'ହଲିଗାର୍ଡସ୍' ନାମକ ଏକ ହଲିଉଡ୍ ସିନେମାରେ ନଜର ଆସିବେ। ଏହା ଏକ ଅଲୌକିକ ବା ସୁପର ନେଚୁରାଲ ଆକ୍ସନ-ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଓସ୍କାର ବିଜେତା କେଭିନ୍ ସ୍ପେସିଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମ ମାଧ୍ୟମରେ, ସ୍ପେସି…

କୋହଲିଙ୍କ ଗୋଟିଏ ଲାଇକ ଯୋଗୁ ଅବନୀତଙ୍କୁ ମିିଳିଲା ୨ ମିଲିୟନ ଫଲୋର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ । ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । କୋହଲିଙ୍କୁ ମଧ୍ୟ ଏଥିନେଇ ଟ୍ରୋଲ କରାଗଲା । ଟେକ୍ନିକାଲ ଭୁଲ ଯୋଗୁ ଏହା ହୋଇଛି ବୋଲି କୋହଲି ସଫେଇ ଦେଇଥିଲେ । ଏବେ ଏହି…