Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶ୍ରେଷ୍ଠ ୫ରେ ବି ନାହିଁ ସଲମାନ୍‌ଙ୍କ ସୋ !

ନୂଆଦିଲ୍ଲୀ: ଟେଲିଭିଜନ୍‌ର ସବୁଠାରୁ ପ୍ରିୟ ସୋ ମଧ୍ୟରୁ 'ବିଗ୍ ବସ୍' ଏବଂ 'କୌନ୍‌ ବନେଗା କରୋଡ୍‌ପତି' ଅନ୍ୟତମ। ପ୍ରତିବର୍ଷ ଦର୍ଶକ ଏହି ସୋ’କୁ ଉତ୍ସାହର ସହିତ ଅପେକ୍ଷା କରଥାନ୍ତି। ତେବେ ଚଳିତ ବର୍ଷ  ଏହି ସୋ ’ଦର୍ଶକଙ୍କ ଗହଣରେ ଭଲ ପ୍ରଦର୍ଶନ କରିପାରିନ ଥିବା ଜଣାପଡ଼ିଛି। କାରଣ…

ମୁଁ ଦେଇଛି ବଲିଉଡ୍‌କୁ ପ୍ରଥମ ଆକ୍ସନ ହିରୋଇନ୍; କଙ୍ଗନା

ମୁମ୍ବାଇ: ପୁଣି ଥରେ କଙ୍ଗନା ଟୁଇଟର୍‌ରେ ଏକ ନୂଆ ଭିଡିଓ ପୋଷ୍ଟ କରି ଜୟା ବଚ୍ଚନଙ୍କ ‘ବଲିଉଡ୍‌ ଥାଳି’ ମନ୍ତବ୍ୟକୁ କଟାକ୍ଷ କରି କଡ଼ା ଜବାବ ଦେଇଛନ୍ତି। ସେହି ଭିଡିଓରେ ସେ ନିଜ ଟ୍ରେନର୍‌ଙ୍କ ସହିତ ସମରାଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯଦି…

“ଦ ହ୍ୱାଇଟ୍ ଟାଇଗର”ରେ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଫିଲ୍ମର ଟାଇଟଲ ରହିଛି 'ଦ ହ୍ୱାଇଟ୍ ଟାଇଗର' । ଏ ନେଇ ଖୋଦ ପ୍ରିୟଙ୍କା ସୋସିଆଲ ମିଡିଆରେ କନଫର୍ମ କରିବା ସହ ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି…

ଇତିହାସ ରଚିଲେ ଓଡ଼ିଆ ପୁଅ ; ନିଟ୍ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଦେଲେ ଓଡ଼ିଆ ପୁଅ ସୋଏବ ଆଫତାବ। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ସୋଏବ। ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି…

ଦେବାଳିଆ କଥାକୁ ଖଣ୍ଡନ କଲେ ଆଦିତ୍ୟ; ଦେଲେ ଏହି ସ୍ପଷ୍ଟୀକରଣ

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ଆଦିତ୍ୟ ନାରାୟଣ ପଇସା ଅଭାବରୁ ଦେବାଳିଆ ହୋଇଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆଦିତ୍ୟ। ଟେଲି ଚକରକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ଏହି ଖବରକୁ ଖଣ୍ଡନ…

୧୮ରେ ମୁକ୍ତିଲାଭ କରିବ ସବ୍ୟସାଚୀଙ୍କ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’

ଭୁବନେଶ୍ୱ‌ର: ଲକ୍‌ଡାଉନ୍‌କୁ ଆଧାର କରି ଏଥର ଦଶହରାରେ ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’। ତେବେ ଏହା ସିନେମା ହଲ୍‌ରେ ନୁହେଁ ବରଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଓ ତରଙ୍ଗ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବ। ଫିଲ୍ମଟି ୮ ତାରିଖ…

ଏଭର୍‌ଗ୍ରୀନ୍‌ ଚଳଚ୍ଚିତ୍ର ‘କୁଛ୍‌‌ କୁଛ୍‌ ହୋତା ହୈ’ କୁ ପୂରିଲା ୨୨ ବର୍ଷ; ଫିଲ୍ମକୁ ନିଆରା ଢଙ୍ଗରେ…

ମୁମ୍ବାଇ: ଆଜି 'କୁଛ୍‌ କୁଛ୍‌ ହୋତା ହୈ' ଚଳଚ୍ଚିତ୍ରକୁ ପୁରିଛି ୨୨ ବର୍ଷ। ଫିଲ୍ମ ରିଲିଜ ହେବାର ୨୨ ବର୍ଷ ବିତିଗଲାଣି  ହେଲେ ଫିଲ୍ମର କ୍ରେଜ୍‌ ଏବେ ବି ଜାରି ରହିଛି। ଏହି ଚଳଚ୍ଚିତ୍ରଟି ୧୬ ଅକ୍ଟୋବର ୧୯୯୮ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର।…

ବିଗ୍ ବି ଅମିତାଭଙ୍କ ‘ଝାଡୁପୋଛା’!

ମୁମ୍ବାଇ: ଅମିତାଭ ବଚ୍ଚନ ଗୁରୁବାର ଦିନ କୋନ ବନେଗା କରୋରପତିର ଏକ ଏପିସୋଡରେ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘର ପୋଛା ପୋଛି କରୁଥିଲେ। ସୂଚନା ଅନୁଯାୟୀ ଶୋ'ରେ ଜଣେ ପ୍ରତିଯୋଗୀ ରୁନା ସାହା କହିଥିଲେ ଯେ ସେ ଲକଡାଉନରେ ଘରେ ଅନେକ କାମ କରିଛନ୍ତି ଜ୍ଝ ଏହା ପରେ ଶୋ’ର ଏକ୍ସପୋର୍ଟ ଗେଷ୍ଟ…

KGF-2′ ର ସୁଟିଂ ସେଟ୍‌ରେ ସକ୍ରିୟ ସଂଜୟ ଦତ୍ତ !

ମୁମ୍ବାଇ: ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ତଥାପି ହାର ମାନିନାହାନ୍ତି ଅନ୍‌ସ୍କ୍ରିନ୍ ମୁନ୍ନାଭାଇ ଓରଫ ସଂଜୟ ଦତ୍ତ । କେତେବେଳେ ଏୟାରପୋର୍ଟରେ ତାଙ୍କ ଫଟୋ ଭାଇରାଲ୍ ତ ପୁଣି କେତେବେଳେ ହେୟାର କଟିଂକୁ ନେଇ ଚର୍ଚ୍ଚା । ଏବେ ଫିଲ୍ମ କେଜିଏଫ୍‌-୨ର ସୁଟିଂ ଆରମ୍ଭ କରି ନିଜ ଫ୍ୟାନମାନଙ୍କୁ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନକଲି ଖବର ପ୍ରଚାର ଅଭିଯୋଗରେ ‘ଆଡଭୋକେଟ୍’ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ଓକିଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ନିଜକୁ ଓକିଲ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଛି। ଏନଡିଟିଭିରେ ପ୍ରକାଶିତ…