Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପାଲା ଜଗତର ଅନନ୍ୟ ପ୍ରତିଭା; ସୁଶ୍ରୀ ଉମାରାଣୀ ନାୟକ

ଭୁବନେଶ୍ୱର: ଓଡ଼ିଶାର ପାଲା ସଂସ୍କୃତିରେ ଅନନ୍ୟ ପ୍ରତିଭା ହେଉଛନ୍ତି ଗାୟିକା ପ୍ରବୀଣା, ସୁଶ୍ରୀ ଉମାରାଣୀ ନାୟକ। ପାଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଗାୟିକା ପ୍ରବୀଣା ଉପାଧି। ଏଥିସହ ସେ ରାଜ୍ୟର ବହୁ ସାଂସ୍କୃତିକ ଅନୁଷ୍ଠାନ ଏବଂ ପାଲା ମଞ୍ଚରୁ ପୁରସ୍କୃତ, ସମ୍ମାନିତ…

ନାରୀବାଦୀକୁ ନେଇ କଣ ପ୍ରତିକ୍ରିୟା ଦେଲେ ସୋନା….

ମୁମ୍ବାଇ: ବଲିଉଡ ଗାୟିକା ସୋନା ମହାପାତ୍ର ନାରୀବାଦ ବିଷୟରେ ଅନେକ ସମୟରେ ଆଲୋଚନା କରନ୍ତି। ସେ ଅନେକ ସମୟରେ ମହିଳାଙ୍କ ପ୍ରତି ସ୍ୱର ଉତ୍ତୋଳନ ମଧ୍ୟ କରନ୍ତି। ତେବେ ନିକଟରେ ଏକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ସୋନାଙ୍କୁ ନାରୀବାଦକୁ ନେଇ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନା…

‌ମୋତେ ମିସ୍‌ କରିବେନି, ମୁଁ ଖୁବ୍‌ ଶୀଘ୍ର ଫେରିବି; କଙ୍ଗନା

ମୁମ୍ବାଇ: କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଅଶ୍‌ରଫ୍‌ ସୟିଦଙ୍କ ଅଭିଯୋଗ ପରେ ବାନ୍ଦ୍ରା କୋର୍ଟ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଦିନ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ କଙ୍ଗନା…

ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ କଣ ପ୍ରତିକ୍ରିୟା ଦେଲେ ଅମିତ ଶାହା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ  ସହିତ ଜଡ଼ିତ ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳ ଏହା ଭିତରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସୁଶାନ୍ତଙ୍କ ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ…

ସିଙ୍ଗର ନେହା କକ୍କରଙ୍କ ବିବାହ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ?

ପଂଜାବ: ନିକଟରେ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଦୁହିଁଙ୍କର ଏକ ମ୍ୟୁଜିକ ଭିଡିଓର ପୋଷ୍ଟର ତାଙ୍କ ଫ୍ୟାନମାନଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଦୁହେଁ ସତରେ ବିବାହ କରିବେ ନା ତାଙ୍କ ମ୍ୟୁଜିକ…

ହାତକୁ ଦୁଇହାତ ହେବେ ଅଭିନେତ୍ରୀ ତାରା ସୁତାରିଆ !

ମୁମ୍ବାଇ: ବିଟାଉନ୍‌ର ଲଭ୍‌ବାର୍ଡ ତାରା ସୁତାରିଆ ଏବଂ ଆଦର୍‌ ଜୈନଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ଖବର ଅନୁସାରେ ତାରା ଏବଂ ଆଦର୍‌ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଆସିବା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏହାକୁ ନେଇ…

କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା କୋର୍ଟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ବିରୋଧରରେ ସାମ୍ପ୍ରଦାୟିକ ଘୃଣାକୁ ପ୍ରଶ୍ରୟ ଦେଇ ଏହାକୁ ଅଧିକ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ମହମ୍ମଦ ସାହିଲ ଅଶ୍‌ରଫ୍‌ ଅଲ୍ଲୀ…

କରୋନା ମୁକ୍ତ ହେଲେ ତମନ୍ନା

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନା ସଂକ୍ରମଣ ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ଏବେ ତମନ୍ନା ସମ୍ପୂର୍ଣ୍ଣ ରୂପେ କରୋନା ମୁକ୍ତ ହୋଇସାରିଛନ୍ତି। ତେବେ କରୋନାକୁ ପରାସ୍ତ କରିବା ପରେ ତମନ୍ନା ଭାଟିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ମା’ଙ୍କ ଫଟୋ ଶେୟାର କରି ଭାବୁକ ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ; କହିଲେ…

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା କିର୍ତ୍ତୀ ସିଂହ ଶାରଦୀୟ ନବରାତ୍ରୀ ଅବସରରେ ସୋସିଆଲ୍ ମିଡିଆରେ ନିଜ ମା’ଙ୍କ ଏକ ଫଟୋ ଶେୟାର କରିଛନ୍ତି । ଏଥିସହିତ ସୁଶାନ୍ତଙ୍କ ବିଗତ ବର୍ଷର ଏକ ପୋଷ୍ଟକୁ ଶେୟାର କରି ସେ ଭାବବିହ୍ୱଳ ହୋଇଛନ୍ତି । ଶ୍ୱେତା…

ଶ୍ରେଷ୍ଠ ୫ରେ ବି ନାହିଁ ସଲମାନ୍‌ଙ୍କ ସୋ !

ନୂଆଦିଲ୍ଲୀ: ଟେଲିଭିଜନ୍‌ର ସବୁଠାରୁ ପ୍ରିୟ ସୋ ମଧ୍ୟରୁ 'ବିଗ୍ ବସ୍' ଏବଂ 'କୌନ୍‌ ବନେଗା କରୋଡ୍‌ପତି' ଅନ୍ୟତମ। ପ୍ରତିବର୍ଷ ଦର୍ଶକ ଏହି ସୋ’କୁ ଉତ୍ସାହର ସହିତ ଅପେକ୍ଷା କରଥାନ୍ତି। ତେବେ ଚଳିତ ବର୍ଷ  ଏହି ସୋ ’ଦର୍ଶକଙ୍କ ଗହଣରେ ଭଲ ପ୍ରଦର୍ଶନ କରିପାରିନ ଥିବା ଜଣାପଡ଼ିଛି। କାରଣ…