Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଚାନକ ଜନ୍‌‌ ସିନାଙ୍କ ବିବାହ କଥା ଶୁଣି ଚମକିପଡ଼ିଲେ ପ୍ରଶଂସକ; କାହାକୁ ନିଜ ଜୀବନସାଥୀ କଲେ ଜନ୍‌ ସିନା?

ନୂଆଦିଲ୍ଳୀ: ହଲିଉଡ୍‌ ଅଭିନେତା ତଥା WWE ଚାମ୍ପିଅନ୍ ଜନ୍ ସିନା ତାଙ୍କ ଗର୍ଲଫ୍ରେଣ୍ଡ ଶାରିୟତ୍‌‌ଜାଦେହ୍‌ଙ୍କୁ ଗୋପନ ଭାବେ ବିବାହ କରିଥିବା ଜଣାପଡ଼ିଛି। ସେ ଶାରିୟତ୍‌ଙ୍କ ସହିତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍‌ କରୁଥିଲେ। ସେ ଫ୍ଲୋରିଡାରେ ଏକ ବ୍ୟକ୍ତିଗତ ସମାରୋହରେ…

ଏକାଠି ଆସୁଛନ୍ତି ରଣଦୀପ ହୁଡ୍ଡା ଓ ଇଲିଆନା ଡି’ କ୍ରୁଜ !

ମୁମ୍ବାଇ: ଆଗାମୀ ଦିନରେ ଖୁବଶୀଘ୍ର ଫ୍ଲୋରକୁ ଆସିବ ଫିଲ୍ମ "ଅନ୍‌ଫେୟାର୍ ଆଣ୍ଡ ଲଭଲି" । ଫିଲ୍ମର ଟାଇଟଲ୍ ଭଳି ଏହାର କାହାଣୀ ବି ଟିକେ ହଟ୍‌କେ ରହିଛି । ମୁଖ୍ୟ ଭୂମିକାରେ ରଣଦୀପ ଓ ଇଲିଆନା ଥିବାବେଳେ ସୋନୀ ପିକ୍‌ଚର୍ସ ବ୍ୟାନର ତଳେ ଏହା ନିର୍ମିତ ହେବ । କମେଡି ଓ ଗୋରା ରଙ୍ଗର ଚେହେରାକୁ…

ବିବାହ ପୁର୍ବରୁ ସୈଫ୍‌ଙ୍କ ଆଗରେ କଣ ସର୍ତ୍ତ ରଖିଥିଲେ କରୀନା?

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍‌ ଏବଂ କରୀନା କପୁର ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଭାବରେ ମଧ୍ୟ ଜଣାଶୁଣା। ସେମାନଙ୍କର ବିବାହକୁ ଏହା ଭିତରେ ଆଠ ବର୍ଷ ବିତିଗଲାଣି। ସୈଫ୍‌ ଅଲ୍ଲୀ ଖାନ ଏବଂ କରୀନା କପୁର ୧୬ ଅକ୍ଟୋବର ୨୦୧୨ ରେ ବିବାହ କରି କରିଥିଲେ। ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଏହି…

ସାଣ୍ଡାଲ୍‌ଉଡ୍‌ ଡ୍ରଗ୍ସ ମାମଲା; ବିବେକ ଓବରଏଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ କ୍ରାଇମ୍‌ବାଞ୍ଚ ପକ୍ଷରୁ ‌ଲିଗାଲ୍‌…

ମୁମ୍ବାଇ: ସାଣ୍ଡାଲ୍‌ଉଡ୍‌ ଡ୍ରଗ୍ସ ମାମଲାରେ ପୋଲିସ୍‌ ଗତକାଲି ବିବେକ ଓବରଏ୍‌ଙ୍କ ଘରେ ଚଢାଉ କରିବା ପରେ ଏବେ ବିବେକଙ୍କ ପତ୍ନୀ ପ୍ରିୟଙ୍କା ଅଲଭା ମଧ୍ୟ ଏହି ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଯେଉଁ କାରଣରୁ ପ୍ରିୟଙ୍କା ଅଲଭାଙ୍କୁ ବାଙ୍ଗାଲୋରର ସିଟି କ୍ରାଇମ ବ୍ରାଞ୍ଚ ପୋଲିସ ପକ୍ଷରୁ…

କେବେ ବାହା ହେବେ ସୁସ୍ମିତା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ଚଳଚ୍ଚିତ୍ର ଜଗତରୁ ବହୁ ବର୍ଷ ହେବ ଦୂରେଇ ଗଲେଣି। ଏହା ଭିତରେ ତାଙ୍କ ପ୍ରଶଂସକ ସଂଖ୍ୟା କିନ୍ତୁ କମିନାହିଁ। ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସୁସ୍ମିତା ସେନ୍‌ଙ୍କୁ ଅଧିକାଂଶ…

ଅଭିନେତା ପ୍ରିନ୍ସ ନରୁଲା ଏବଂ ପତ୍ନୀ ୟୁଭିକା ହସ୍ପିଟାଲ୍‌ରେ ଭର୍ତ୍ତି; ଡେଙ୍ଗୁ କବ୍‌ଜାରେ ଉଭୟ ଦମ୍ପତି

ମୁମ୍ବାଇ: ଟେଲିଭିଜନ୍‌ ଜଗତର ପ୍ରସିଦ୍ଧ ଦମ୍ପତି ପ୍ରିନ୍ସ ନରୁଲା ଏବଂ ପତ୍ନୀ ୟୁଭିକା  ଚୌଧୁରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ପତି-ପତ୍ନୀ ଡେଙ୍ଗୁର ଶିକାର ହୋଇଥିବା ସୂଚନା ମିଳିଛି। ପ୍ରିନ୍ସ ୟୁଭିକାଙ୍କ ସହ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିବା ସହିତ…

ଅଭିନେତା ରଣବୀର ସିଂଙ୍କ କାର୍‌କୁ ପିଟିଲା ବାଇକ୍; ଦୁର୍ଘଟଣା ବେଳର ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଗୁରୁବାର ମୁମ୍ବାଇରେ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ କିମ୍ବା ତାଙ୍କ କାର୍‌କୁ ସେତେଟା କ୍ଷତି ପହଞ୍ଚିନି। କିନ୍ତୁ ରଣବୀରଙ୍କ ଗାଡି ଦୁର୍ଘଟଣା ସମୟର ଫଟୋ ଏବଂ ଭିଡିଓଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

କାହିଁକି ହେମା ମାଳିନିଙ୍କୁ ‘ଡ୍ରିମ୍ ଗାର୍ଲ’ର ଟ୍ୟାଗ୍ ମିଳିଥିଲା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନି ଶୁକ୍ରବାର ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଏବଂ ରାଜନୈତିକ ଜୀବନରେ ସଫଳ ଭୂମିକା ଗ୍ରହଣ କରିଥିବା ହେମା ମାଳିନି କେବେ ବି ଫିଲ୍ମକୁ ଆସିବାକୁ ଚାହୁଁନଥିଲେ। ସେ ନୃତ୍ୟକୁ ଭଲ ପାଉଥିଲେ ଏବଂ ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ: ଭାରତ ପକ୍ଷରୁ ପ୍ରଥମ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୩ରେ ଡାଇରେକ୍ଟର ରିଚାର୍ଡ ଏଟନବରେଙ୍କ ଗାନ୍ଧୀ ଫିଲ୍ମ ପାଇଁ ସେ ଓସ୍କାର ପୁରସ୍କାର ପାଇଥିଲେ…