Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ…

ଅଭିନେତା ବିନୋଦ ଖନ୍ନାଙ୍କ ଜନ୍ମ ଦିବସରେ ତାଙ୍କ ସହିତ ଜଡ଼ିତ କିଛି ଅଭୁଲା କଥା

ମୁମ୍ବାଇ: ୨୦୧୮ରେ ମରଣୋତ୍ତର ଭାବେ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ପାଇଥିବା ଲୋକପ୍ରିୟ ଅଭିନେତା ବିନୋଦ ଖନ୍ନାଙ୍କ ଆଜି ଜନ୍ମ ଦିବସ। ବଲିଉଡ୍ ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ କଳାକାର ଥିଲେ ସେ। ଅଭିନେତା, ସାଂସଦ ଓ ପରେ ମନ୍ତ୍ରୀ ପଦରେ ଅବତୀର୍ଣ୍ଣ ହୋଇଥିବା ବିନୋଦ…

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…

ଆସନ୍ତା ୩୦ ତାରିଖରେ କାଜଲ ଅଗ୍ରଓ୍ୱାଲଙ୍କ ବାହାଘର

ମୁମ୍ୱାଇ: ସିଂଘମ୍ ହିରୋଇନ୍ କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର । ଫ୍ୟାମିଲି ଲାଇଫରେ ଏଣ୍ଟ୍ରି ମାରିବେ କାଜଲ । ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁଙ୍କୁ ବିବାହ କରିବେ କାଜଲ । ମୁମ୍ବାଇରେ…

ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ରିଚା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ରିଚା ଚଢ଼ା । ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ପାୟଲ ଘୋଷ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । କୋର୍ଟରେ ମାମଲା ଦାୟର କରିବା ବେଳେ ପାୟଲ କହିଥିଲେ ଏମିତି ଅନେକ ଅଭିନେତ୍ରୀ…

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି । ୮୦ ଦଶକର…

କେମିତି ଖୋଲିବ ସିନେମା ହଲ୍, ମଲଟି ପ୍ଲେକ୍ସ ? ଏସବୁ ବ୍ୟବସ୍ଥା ପାଇଁ SOPରେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଖୋଲିବ ସିନେମା ହଲ୍, ଥିଏଟର ଓ ମଲଟି ପ୍ଲେକ୍ସ । ଅନଲକ୍ ୫.୦ରେ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏସବୁ ଖୋଲିବ ନେଇ ଏସଓପି ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ୧. ଅଡିଟୋରିୟମରେ ସିଟ୍ କ୍ଷମତା ୫୦ ପ୍ରତିଶତରୁ ଅଧିକ…

ଅକ୍ଟୋବର ୧୫ରୁ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର; ଜାଣନ୍ତୁ କେଉଁ କେଉଁ ଫିଲ୍ମ ରିଲିଜ୍ କରିବ

କରୋନା କାରଣରୁ କିଛି ମାସ ହେବ ସାରା ଦେଶରେ ସିନେମା ହଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏଭଳି ପରିସ୍ଥିତିରେ ଓଟିଟି ପ୍ଲାଟ୍‌ଫର୍ମରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏଥିସହିତ ଅକ୍ଟୋବର ୧୫ରୁ ପୁଣି ଥରେ ସିନେମା ହଲ୍‌ ଏବଂ ମଲ୍‌ଟିପ୍ଲେକ୍ସ ଖୋଲାଯିବ। କିନ୍ତୁ ଏହା ଅଳ୍ପ କିଛି ସ୍ଥାନ…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #ବ୍ୟାନଲକ୍ଷ୍ମୀବମ୍‌

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ତାଙ୍କ ଆଗାମୀ ଫିଲ୍ମ ଲକ୍ଷ୍ମୀବମ୍ କୁ ବ୍ୟାନ୍ ପାଇଁ ୟୁଜର୍ସ ମାନେ ଦାବି କରିଛନ୍ତି । https://twitter.com/2ndcommonman/status/1312956978608721921?s=20 ସୋସିଆଲ୍…