Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲୋକପ୍ରିୟ କନ୍ନଡ଼ ସଙ୍ଗୀତ ନିର୍ଦ୍ଦେଶକ ରାଜନଙ୍କ ପରଲୋକ

ବାଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଗୀତକାର ରାଜନଙ୍କର ବାଙ୍ଗାଲୁରୁରେ ପରଲୋକ ହୋଇଛି। ସେ ଜଣେ ଦିଗ୍‌ଗଜ ସଙ୍ଗୀତକାର ଥିଲେ ଏବଂ ତାଙ୍କ ବଡ଼ ଭାଇ ନାଗେନ୍ଦ୍ରଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ। ସେହି ସମୟରେ ରାଜନ-ନାଗେନ୍ଦ୍ରଙ୍କ ଯୋଡି ବେଶ୍…

ଖ୍ରୀଷ୍ଟମାସ୍‌ରେ ମୁକ୍ତିଲାଭ କରିବ ଫିଲ୍ମ ‘୮୩’

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କମ୍ପାନି ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍‌ର ସିଇଓ ଶିବାଶିଶ ସରକାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ଆଗାମୀ ଫିଲ୍ମ '୮୩' ର ରିଲିଜ୍ ତାରିଖ ପରିବର୍ତ୍ତନ କରିବେ ନାହିଁ। ଏହି ଚଳଚ୍ଚିତ୍ରଟି ପୂର୍ବ ନିର୍ଦ୍ଧାରିତ ସମୟରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନରେ ପତ୍ନୀ ନତାଶାଙ୍କ ପ୍ରେମଭରା ବାର୍ତ୍ତା

ନୂଆଦିଲ୍ଲୀ: ଗତକାଲି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ତମ ଜନ୍ମଦିନ ପାଳନ ହୋଇଛି। ଏହି ଅବସରରେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ନତାଶା ଲେଖିଛନ୍ତି, ମୋର ସବୁଠୁ ଖାସ୍‌ ବନ୍ଧୁ,…

ଆସନ୍ତୁ ଜାଣିବା ଆଦିତ୍ୟ ନାରାୟଣ କାହାକୁ ବାହା ହେବେ

ମୁମ୍ବାଇ:ଗାୟିକା ନେହା କକ୍କଡଙ୍କ ପରେ ତାଙ୍କର ନିକଟତମ ବନ୍ଧୁ ତଥା ପ୍ରତିଷ୍ଠିତ ଗାୟକ ଆଦିତ୍ୟ ନାରାୟଣ ମଧ୍ୟ କାହାକୁ ବାହା ହେବେ ଜଣାଇଛନ୍ତି । ଏକ ଟିଭି ସାକ୍ଷାତକାରରେ ସେ ଶ୍ୱେତା ଅଗ୍ରୱାଲଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ସ୍ୱୀକାର କରିଥିଲେ । ଶାପିତ ଫିଲ୍ମ ସେଟରେ ମୁଁ ତାଙ୍କୁ…

ପୁଣି ଥରେ ମା’ ହେବାକୁ ଚାହୁଁଛନ୍ତି ମାହି ଭିଜ୍

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ମାହି ଭିଜ୍‌ ପୁଣି ଥରେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ସ୍ୱାମୀ ଜୟ ଭାନୁଶାଲି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ମାହି ତାଙ୍କ ଇନ୍‌ଷ୍ଟାଗ୍ରାମ ସାହାଯ୍ୟରେ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ଯେ ଜୟଙ୍କୁ ବୁଝାନ୍ତୁ ଯେ ମାହି ଆଉ…

କେରଳର ଆର୍ଯ୍ୟନନ୍ଦା ହେଲେ ସାରେଗାମାପା ଲିଟିଲ୍ ଚାମ୍ଫସ୍ ବିଜେତା

ନୂଆଦିଲ୍ଲୀ: ସିଙ୍ଗିଙ୍ଗ୍ ରିୟଲିଟି ସୋ ସାରେଗାମାପା ୨୦୨୦ ଲିଟିଲ୍ ଚାମ୍ପସ୍ ର ବିଜେତା ଘୋଷଣା କରାଯାଇଛି। କେରଳର ଆର୍ଯ୍ୟନନ୍ଦା ବାବୁ ନିଜ ସ୍ୱରର ଯାଦୁ ଦେଖାଇ ସାରେଗାମା ଲିଟିଲ୍‌ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। ରବିବାର ଦିନ ଏହି ସୋ’ର ବିଜେତା ଘୋଷଣା କରାଯାଇଥିଲା ଯେଉଁଥିରେ…

ମାଙ୍କଡ଼ ଫଟୋରେ ମଜାଦାର୍ କ୍ୟାପ୍ସନ୍ ଦେଇ ଜିତନ୍ତୁ ବ୍ରାଣ୍ଡ୍ ନ୍ୟୁ ମହିନ୍ଦ୍ରା ସ୍କେଲ୍ ମଡେଲ୍ କାର୍

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍‌ର ‌ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିକଟରେ ଟୁଇଟର୍‌ରେ ଡିଟିଏଚ୍‌ ଉପରେ ଏକ ମାଙ୍କଡ଼ ବସିଥିବାର ଫଟୋ ସେୟାର୍‌ କରିଥିଲେ। ଫଟୋ ସେୟାର୍‌ କରି ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀଙ୍କୁ ବ୍ରାଣ୍ଡ୍‌‌ ନ୍ୟୁ ମହିନ୍ଦ୍ରାର ସ୍କେଲ୍‌ ଗାଡି ଜିତିବା ପାଇଁ ସୁଯୋଗ…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଶିବ ଅବତାର ଧାରଣ କରିବେ ଅଜୟ ଦେବଗନ୍‌ !

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଓମ୍‌ ରାଉତଙ୍କ ଆଗାମୀ ସିନେମା 'ଆଦିପୁରୁଷ' ଭାରତୀୟ ଧର୍ମଗ୍ରନ୍ଥର କାହାଣୀ ଉପରେ ଆଧାରିତ। ଏହି ଫିଲ୍ମର କାହାଣୀ ମନ୍ଦ ଉପରେ ଭଲର ବିଜୟକୁ ନେଇ ଗତିଶୀଳ। ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଏଥିରେ ଖଳନାୟକ…

ପୁଣି ଚର୍ଚ୍ଚାରେ ଅପସରା, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଓଡ଼ିଆ ଝିଅ ଅପସରା ରାଣୀ । ଏଥର କିନ୍ତୁ କୌଣସି ଫିଲ୍ମକୁ ନେଇ ନୁହେଁ ତାଙ୍କ ଡ୍ୟାନ୍ସକୁ ନେଇ ସେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଅପସରାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ…

କଟକର ପାନ ଦୋକାନୀ ପାଳିଲେ ବିଗ୍ ବି’ଙ୍କ ବାର୍ଥ ଡେ’

କଟକ: ଆଜି ହେଉଛି ବଲିଉଡର ସହେନ୍‌ସା ବିଗ୍ ବିଙ୍କ ଜନ୍ମ ଦିନ । ୭୮ରେ ପାଦ ରଖିଛନ୍ତି ଅମିତାଭ ବଚ୍ଚନ । ତେବେ ତାଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କର ଜଣେ ବଡ ଫ୍ୟାନ୍ । କଟର ବାଦାମବାଡି ଅଂଚଳର ପାନ ଦୋକାନୀ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ…