Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ନାମରେ ସାଂଘାତିକ ଅଭିଯୋଗ

ବାଲିଆପାଳ/ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦ କିଛି ଦିନ ଧରି ନିରବ ରହିଥିଲା। ଏବେ ପୁଣି ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି ତାହା ପୁଣି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାମରେ । ଜଣେ ଯାତ୍ରା ଅଭିନେତ୍ରୀ ଅନନ୍ତ ନାରାୟଣଙ୍କ ବିରୋଧରେ ଆକ୍ରମଣ ଓ ହଇରାଣର…

ଏପିଜେ ଅବଦୁଲ କଲାମଙ୍କ ଉପରେ ବାୟୋପିକ, ମିଶାଇଲ ମ୍ୟାନଙ୍କ ଭୂମିକାରେ ଧନୁଷ 

ମୁମ୍ବାଇ: ଭାରତର ୧୧ତମ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ। ଏହି ବାୟୋପିକ ଫିଲ୍ମରେ ଅଭିନେତା ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଗୁରୁବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଘୋଷଣା କରାଯାଇଥିଲା। ଯାହା ପ୍ରଶଂସକମାନଙ୍କ…

କାନ୍ସରେ ଇତିହାସ ରଚିଲେ ଆଲିଆ, ଗୁଚି ପ୍ରସ୍ତୁତ ପ୍ରଥମ ଶାଢୀରେ ଆସିଲେ ନଜର…

ମୁମ୍ବାଇ: କାନ୍ସର ଶେଷ ଦିନରେ ମନମୋହିଲେ ବଲିଉଡ୍ କୁଇନ୍ ଆଲିଆ ଭଟ୍ଟ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ କପୁର ପରିବାରର ବୋହୂ ଆଲିଆ ଭଟ୍ଟ ଏକ କ୍ରିଷ୍ଟାଲ ନେଟ୍ ଶାଢୀରେ ନଜର ଆସିଥିଲେ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ଖବରର ଶିରୋନାମା ପାଲଟିଥିଲା । କାରଣ ଏହି…

ଆସନ୍ତୁ ଜାଣିବା ବିପାଶା ବସୁଙ୍କ ଭାଇରାଲ ଫଟୋର ସତ୍ୟତା

ମୁମ୍ବାଇ: ସୋସିଆଲ ମିଡିଆରେ ବିପାଶା ବସୁଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଏକଦା ଗ୍ଲାମର ଡଲ ଭାବେ ବିବେଚିତ ବିପାଶା ଆବଶ୍ୟକତାଠାରୁ ଅଧିକ ମୋଟୀ ଏବଂ ବୟସ୍କ ଲାଗୁଛନ୍ତି । ଯାହାକି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବିପାଶା ୨ ଦିନ ତଳେ ତାଙ୍କର ଏକ ଫଟୋ…

ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ, ୫୪ ବର୍ଷରେ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଅଭିନେତା ମୁକୁଳ ଦେବ । ଗତକାଲି ଅର୍ଥାତ୍ ମେ ୨୩ ତାରିଖରେ ତାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ତାଙ୍କର ଦେହ ବହୁତ ଖରାପ ରହୁଥିବାରୁ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ ଶୁକ୍ରବାର ୫୪ ବର୍ଷୀୟ ତାଙ୍କ ତାଙ୍କ ପାର୍ଥୀବ ଶରୀର ତ୍ୟାଗ କାରିଛନ୍ତି ।…

୮ ଘଣ୍ଟାର ସିଫ୍ଟ, ୪୦ କୋଟି; ସନ୍ଦୀପ ରେଡ୍ଡୀଙ୍କ ଫିଲ୍ମ ‘ସ୍ପିରିଟ୍’ରୁ ଆଉଟ୍ ଦୀପିକା ପାଦୁକୋନ

ମୁମ୍ବାଇ: ପ୍ରଭାସ ଏବଂ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ 'ସ୍ପିରିଟ୍'ରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ। ଯାହାକୁ ନେଇ ଫ୍ୟାନ୍ସ ବି ଖୁବ୍ ଖୁସି ଥିଲେ। କିନ୍ତୁ ଏବେ ସେ ଏହି ଫିଲ୍ମରୁ ବାହାରି ଯାଇଥିବା ଖବର ଆସୁଛି। ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ…

ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଜବରଦସ୍ତି ପଶିବାକୁ ଉଦ୍ୟମ, ୨ ଗିରଫ

ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଆସୁଛି। ଏହାରି ମଧ୍ୟରେ ଜଣେ ଅପରିଚିତ ପୁରୁଷ ଏବଂ ଜଣେ ମହିଳା ଅଭିନେତାଙ୍କ ମୁମ୍ବାଇ ସ୍ଥିତ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ଜୋରଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା…

କାନ୍ସରେ ମୋଦିଙ୍କ ଫଟୋ ଥିବା ହାର ପିନ୍ଧି ପହଞ୍ଚିଲେ ଅଭିନେତ୍ରୀ: ୟୁଜର୍ସ କହିଲେ, ‘ହୁ ଦ ହେଲ୍ ସି ଇଜ୍?’

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ଯେଉଁଠି ନିଜର ଫ୍ୟାସନର ଜଲଓ୍ବା ଦେଖାଇ, ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ବିଭିନ୍ନ ଇନଫ୍ଲୁଏନ୍ସର । କିନ୍ତୁ ଏହି ବର୍ଷ କାନ୍ସ ଟିକେ…

ଛାଡପତ୍ର ଗୁଜବ ନା ଅପରେସନ ସିନ୍ଦୂର: ଚର୍ଚ୍ଚାରେ କାନ୍ସରେ ଐଶ୍ବର୍ଯ୍ୟାଙ୍କ ସିନ୍ଦୂର ଭରା ମଥା

ମୁମ୍ବାଇ: ଅଭିଷେକ ରାୟ ବଚ୍ଚନଙ୍କ ସହ ଛାଡପତ୍ର ଗୁଜବ ମଧ୍ୟରେ ଚର୍ଚ୍ଚାରେ ଐଶ୍ବର୍ଯ୍ୟା ରାୟଙ୍କ କାନ୍ସ୍ ଲୁକ୍  । ଐଶ୍ବର୍ଯ୍ୟଙ୍କ ସିନ୍ଦୂର ଭରା ମଥା ପୁଣି ଥରେ ଦମ୍ପତ୍ତିଙ୍କ ସଂପର୍କ ନେଇ ଏକ ବଡ ବାର୍ତ୍ତା ଦେଇଛି । ଏଥିସହିତ କିଛି ଫ୍ୟାନ୍ସ ଏହାକୁ ସମ୍ପ୍ରତି ଅପରେସନ ସିନ୍ଦୁର ସହ ମଧ୍ୟ…

ବଲିଉଡକୁ ଅଲବିଦା କହି ସାରିଛନ୍ତି ଆଥିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ବଲିଉଡକୁ ଅଲବିଦା କହିସାରିଛନ୍ତି । ତାଙ୍କ ବାପା ତଥା ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ସେ ଆଉ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ଇତି ମଧରେ ଆଥିୟା ନୂତନ କ୍ୟାରିୟର ବାଛି ସାରିଛନ୍ତି…