Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫେରୁଛି ଓଡିଆ ସିନେମାର ଗୌରବ: ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’

ଭୁବନେଶ୍ବର: ପୁଣି ଓଡିଆ ସିନେମା ନିଜ ଟ୍ରାକକୁ ଫେରୁଛି । ନିଚ୍ଛକ କାହାଣୀ, ଓଡିଆ ସଂସ୍କୃତି କଥାବସ୍ତୁ ସହ ସିନେମା ଏବେ କେବଳ ରାଜ୍ୟ ନୁହେଁ ଦେଶ ଦରବାରରେ ପ୍ରଶଂସିତ ହେଉଛି । ଏବେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ନୂଆ ଓଡିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ…

ଭାଇରାଲ ଗୀତ ‘ଛି ଛି ଛିରେ ନନୀ ଛି’କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ…

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍ ପୁଣି ଏକ ଜବରଦସ୍ତ ପ୍ରେମ କାହାଣୀ ସହ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି । ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ "ଛି ରେ ନନୀ" କୁ ଦର୍ଶକ ଦେଖିବେ…

ମୃତ୍ୟୁର ୩ ବର୍ଷ ପରେ ସିଦ୍ଧୁ ମୁସେୱାଲାଙ୍କ ୱାର୍ଲ୍ଡ ଟୁର୍ ଘୋଷଣା, ଜାଣନ୍ତୁ କେମିତି ଖାସ୍

ନୂଆଦିଲ୍ଲୀ: ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୯ ମଇ ୨୦୨୨ରେ ମାନସାର ଜୱାହାରକେ ଗାଁରେ ଗ୍ୟାଙ୍ଗଷ୍ଟରମାନେ ଗୁଳି କରି ହତ୍ୟା କରିଥିଲେ। ତେବେ ବର୍ତ୍ତମାନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସାଇନ୍ ଟୁ ୱାର୍-୨୦୨୬ ୱାର୍ଲ୍ଡ ଟୁର୍ ଭାବରେ ଏକ ପୋଷ୍ଟ କରାଯାଇଛି।…

ପିତାମାତା ହେଲେ ସିଡ୍-କିଆରା, ଜାଣନ୍ତୁ ଝିଅ ନା ପୁଅ……

ମୁମ୍ବାଇ: ପିତାମାତା ହେଲେ ଆଉ ଜଣେ ବଲିଉଡ ସୁପରହିଟ୍ ଯୋଡି ସିଡ୍-କିଆରା । ମଙ୍ଗଳବାର କିଆରା ଆଡଭାନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ବର୍ଷ ଫେବୃଆରୀ ପ୍ରଶଂସକମାନଙ୍କ ସହିତ ଦୁହେଁ ଏହି ଖୁସି ଖବର ଦେଇଥିଲେ । ଆଉ ଗତକାଲି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ସେମାନଙ୍କର…

ବୟଫ୍ରେଣ୍ଡଙ୍କ ଫଟୋ ଥିବା ଟି ସର୍ଟ ପିନ୍ଧି ବୁଲିଲେ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଦୀର୍ଘ ଦିନ ହେବ ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ସମ୍ପର୍କରେ ରହିଛନ୍ତି । ଅବଶ୍ୟ ଉଭୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଘୋଷଣା କରି ନାହାନ୍ତି । ନିକଟରେ ଜାହ୍ନବୀ ଏକ ଟି ଶର୍ଟ ପିନ୍ଧିଥିଲେ, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି…

ନିରବିଗଲେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ

କଟକ: ଆରପାରିରେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ । ଶନିବାର ରାତିରେ କଟକର ଶେଖ୍ ବଜାର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧ୍ୟକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ସତୀଚଉରା ଠାରେ…

ଅନୁ ମଲିକ ମୋ ବାପାଙ୍କୁ ଧୋକା ଦେଇଥିଲେ; ଅମାଲ ମଲିକ

ନୂଆଦିଲ୍ଲୀ: ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ଡବୁ ମଲିକ ଏକ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ପିତା ସଂଗୀତ ନିର୍ଦ୍ଦେଶକ ସର୍ଦ୍ଦାର ମଲିକ ଥିଲେ। ଉଭୟ ଭାଇ ବହୁ ବର୍ଷ ଧରି ଏକାଠି ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଏକ…

ଆଉ ନାହାନ୍ତି ସାଉଥର ନାମୀଦାମୀ ଅଭିନେତା କୋଟା ଶ୍ରୀନିବାସ ରାଓ

ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର, ଜୁଲାଇ ୧୩ ସକାଳ ୪ଟାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ…

ଡବଲ୍ ନୁହେଁ ଏକାଥରେ ୪ଟି ଚରିତ୍ରରେ ଅଭିନୟ କରିବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ୨୦୨୪ ମସିହାରେ 'ପୁଷ୍ପା ୨' ଫିଲ୍ମ ରିଲିଜ ହୋଇଥିଲା। ଯାହା ସାରା ବିଶ୍ବରେ ୧୮୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ତେବେ ବର୍ତ୍ତମାନ୍ ଅଲ୍ଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ଧମାଲ୍ ମଚାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଲ୍ଲୁ ଅର୍ଜୁନ ବର୍ତ୍ତମାନ୍ ନିର୍ଦ୍ଦେଶକ…

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରିନାଙ୍କ କାରକୁ ଆକ୍ରମଣ ହୋଇଥିଲା…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରୀନା କପୁର ଖାନଙ୍କ କାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ବୋଲି କହିଛନ୍ତି ଲୋକପ୍ରିୟ ଟିଭି ଏବଂ ଫିଲ୍ମ ଅଭିନେତା ରୋନିତ ରୟ। ସେ ଏକ ସାକ୍ଷାତକାରରେ ସୈଫଙ୍କ ଆକ୍ରମଣକୁ ନେଇ କହିଥିଲେ ଯେ ଯେତେବେଳେ ସୈଫ ହସ୍ପିଟାଲରୁ ଡିସଚାର୍ଜ…