Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …

ଲକ୍ ଡାଉନ ଡାଏରୀ: ନିଜ ପାଇଁ ଏବେ ସମୟ ପାଇଛନ୍ତି କଣ୍ଠଶିଳ୍ପୀ ସୁସ୍ମିତା ଦାସ

ଭୁବନେଶ୍ୱର: ଲକ୍ ଡାଉନ ରେ ଏବେ ସାରା ଦେଶ । ନିହାତି ଦରକାର ନ ପଡିଲେ କେହି ଘରୁ ବାହାରୁ ନାହାନ୍ତି । ଏହି ସମୟରେ କେମିତି କଟୁଛି ଦିନ ଏହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଆଜି ଜାଣିବା ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସମ୍ପର୍କରେ । ସୁସ୍ମିତା…

ଶାକିରାଙ୍କୁ ମାତ୍ ଦେଉଛି ନୋରା ଫତେହୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡରେ ନିଜ ଡ୍ୟାନ୍ସ ପାଇଁ ନୋରା ଫତେହୀ ବେଶ୍ ଲୋକପ୍ରିୟ । କରୋନ ଭାଇରସ ଲକଡାଉନ ଯୋଗୁ ସେ ଏବେ ଘରେ ଅଭ୍ୟାସ କରୁଛନ୍ତି । ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହା କି ପ୍ରଶଂସକଙ୍କ ମନକୁ ଅସ୍ଥିର କରୁଛି । ଏହି ଭିଡିଓ କଲମ୍ବିଆନ ଡ୍ୟାନ୍ସର…

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା…

କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ ଆକାଂଉଟକୁ ସସପେଣ୍ଡ କଲା ଟୁଇଟର

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ଆକାଂଉଟକୁ ଟୁଇଟର ସସପେଣ୍ଡ କରିଦେଇଛି । ସୋସିଆଲ ସାଇଟରେ ରଙ୍ଗୋଲି ଅଧିକ ସମୟ କାଟିଥାନ୍ତି । ତାଙ୍କର କେତେକ ଟୁଇଟ ବିବାଦ ମଧ୍ୟ ସୃଷ୍ଟି କରିଛି । କିଛି ଦିନ ତଳେ ଟୁଇଟର ପକ୍ଷରୁ ଏ ନେଇ ତାଙ୍କୁ ସତର୍କ…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ବଲିଉଡ ଲକ୍‌-ଡାଉନ; କ୍ୱାରେଣ୍ଟାଇନ୍ ଲଭରେ ମସଗୁଲ୍ ମିକା ସିଂ !

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌-ଡାଉନ୍ । ନିଜନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଲକ୍‌-ଡାଉନ ଅବଲମ୍ବନ କରିବା ସହ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ତେବେ ମିକା ସିଂ ନିକଟରେ ଦର୍ଶକଙ୍କ ପାଇଁ ଏକ ଗୀତ ରିଲିଜ କରିଛନ୍ତି । କ୍ୱାରେଣ୍ଟାଇନ୍ ଲଭ ଉପରେ ଆଧାରିତ ଏହି ଗୀତର ଥିମ ଦୁଇ…

କରୋନା ଲଢେଇରେ ସାମିଲ୍ ହେଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଆତଙ୍କିତ କରିଦେଇଥିବା ବେଳେ ଏବେ ତିନିଜଣ ବିଶ୍ୱ ସୁନ୍ଦରୀ ବିଶ୍ୱବ୍ୟାପୀ ଚାଲିଥିବା କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହୋଇଛନ୍ତି । I’m honoured to be part of UNICEF India’s initiative to make my fellow citizens aware of…

ଲକ୍‌ଡାଉନ ଡାଏରୀ : ଘର, ଘରଣି ଓ ଘରକାମରେ ବ୍ୟସ୍ତ ବ୍ୟଙ୍ଗ କବି ଜ୍ଞାନ ହୋତା

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ନା ଅଛି ଅଫିସ ଯିବାର ଟେନ୍‌ସନ୍ ନା ଘରୁ ବାହାରକୁ ବାହାରିବାର ମଉକା । ସକାଳୁ ରାତି ଯାଏଁ ଘରେ ବିତୁଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କେମିତି କଟୁଛି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଲକ୍‌ଡାଉନ୍ ବେଳା ଆଜି ଜାଣିବା ଲକ୍ ଡାଉନ ଡାଏରୀରେ ।…

ଫିଲ୍ମସିଟିରେ ରହୁଥିବା କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନୁରୋଧ କଲେ ଭାରତୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ସାରା ଦେଶକୁ ଲକଡାଉନ କରାଯାଇଛି । ଫିଲ୍ମସିଟି ଷ୍ଟୁଡିଓ ମଧ୍ୟ ଏଥିଯୋଗୁ ବନ୍ଦ କରି ଦିଆଯାଇଛି । ସେଠାରେ କେବଳ ଗାର୍ଡ ଜଗିବା ପାଇଁ ରହିଛନ୍ତି । ଷ୍ଟୁଡିଓ ଭିତରେ ରହୁଥିବା କିଛି କୁକୁର ଖାଦ୍ୟ ପାଉ ନ ଥିବା ଆଶଙ୍କ କରି କମେଡିଆନ୍ ଭାରତୀୟ ସିଂ ସେମାନଙ୍କ ପାଇଁ…