Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲକ୍‌ଡାଉନ ମନୋରଂଜନ : ଘରେ ରହି ପ୍ରସ୍ତୁତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ସମସ୍ତେ ଘରେ ବନ୍ଦ । ସିନେମା ହଲ ବନ୍ଦ ଏପଟେ ଟିଭିରେ କୌଣସି ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ନାହିଁ କି ଧାରାବାହିକ ନାହିଁ । ଏହି ସମୟରେ ଘରେ ରହି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର ନାଁ ରହିଛି ‘ଗୃହବନ୍ଦୀ’ । ଚଳଚ୍ଚିତ୍ରଟି ସୋସିଆଲ…

ଲକଡାଉନ ପାଇଁ ଅଜଣା ଗାଁରେ ଫସିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, କିପରି କଟୁଛି ତାଙ୍କ ଜୀବନ ଜାଣନ୍ତୁ

ମୁମ୍ବାଇ: ଟେଲି ଜଗତରେ ପ୍ରସିଦ୍ଧ ଅଭିନେତ୍ରୀ ରତନ ରାଜପୁତ ଲକଡାଉନ ଯୋଗୁଁ ବିହାରର ଏକ ଗାଁରେ ଫସି ରହିଛନ୍ତି। ଏହି ଗାଁ ରତନଙ୍କର ନୁହେଁ କିନ୍ତୁ ଆଖପାଖର ଲୋକମାନେ ତାଙ୍କ ପରି ଅଟନ୍ତି । ସାହାଯ୍ୟ କରିବା ପାଇଁ ସମସ୍ତେ ଆଗକୁ ଆସନ୍ତି । ଗାଁଲୋକ ରହିବା ପାଇଁ ତାଙ୍କୁ ଘର ଦେଇଛନ୍ତି। ରତନ…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…

ଲକ୍‌-ଡାଉନରେ ଦର୍ଶକଙ୍କ ମନୋରଂଜନ କରିବ ହନିି ସିଂଙ୍କ ମସ୍କୋ ସୁକା !

ମୁମ୍ବାଇ: କରୋନାମହାମାରୀରେ ପ୍ରଥମ ଅଫିସିଆଲ ଟ୍ରାକ୍ ଭାବେ ରିଲିଜ ହୋଇଛି ରାପର ହନିଂ ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ମସ୍କୋ ସୁକା । ଏହି ଗୀତରେ ପୁଣିଥରେ ସିଙ୍ଗର ନେହା କକ୍କର ହନି ସିଂଙ୍କ ସହ ଯୋଡି ହୋଇଛନ୍ତି । Droppin’ this track on heavy public demand to make your…

ଲକ୍‌ଡାଉନ୍ ଡାଏରୀ: ଓଲିଉଡ୍ ହିରୋ ସ୍ୱରାଜ ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବା ସହ ପଶୁପକ୍ଷୀଙ୍କ ଯତ୍ନ ନେଉଛନ୍ତି

ଭୁବନେଶ୍ୱର: ସବୁବେଳେ ସୁଟିଂରେ ବ୍ୟସ୍ତ ରହୁଥିବା ଅଭିନେତା ସ୍ୱରାଜ ଏବେ ଲକ୍‌ଡାଉନ୍ ଯୋଗୁଁ ବାରିପଦାରେ ତାଙ୍କ ଘରେ ରହୁଛନ୍ତି । ସାଧାରଣ ଦିନରେ ବାପା ମାଆଙ୍କ ସହ ସମୟ କାଟିବାକୁ ସୁଯୋଗ ମିଳୁ ନ ଥିବା ବେଳେ ଏବେ ଲକ୍‌ଡାଉନ ଯୋଗୁଁ ସେ ଏହାର ମଜା ଉଠାଉଥିବା କହିଛନ୍ତି । ପରିବାର ଲୋକଙ୍କ ସହ…

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି । Excuse me @MumbaiPolice , @OfficeofUT what is the procedure to stop people from…

ଲକଡାଉନର ପ୍ରଭାବ: ବଲିଉଡର ୧୦୦୦ କୋଟି ବୁଡିବ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ମେ ୩ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ । ତେବେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବାକୁ ଯାଉଛି । ବଲିଉଡରେ ଏ ବର୍ଷ ବହୁତଗୁଡିଏ ବଡ ବଜେଟ ଫିଲ୍ମ ରିଲିଜ ହେବାକୁ ଥିଲା । ଫିଲ୍ମ ହଲ ବନ୍ଦ…

ପାକିସ୍ତାନୀଙ୍କ ସହ କାମ ନକରିବାକୁ ଭାରତୀୟ ସିଙ୍ଗରଙ୍କୁ କଡା ଚେତାବନୀ !

ନୂଆଦିଲ୍ଲୀ: ୨୦୧୬, ଉରି ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାର କାମ କରିବା ନେଇ ପ୍ରତିବନ୍ଧକ ଲାଗିଥିଲା । ହେଲେ ଏବେ ପାକିସ୍ତାନୀ କଳାକାରଙ୍କ ସହ କାମ ନ କରିବା ପାଇଁ ଭାରତୀୟ ସିଙ୍ଗର ଓ ମ୍ୟୁଜିସିଆନ୍‌ଙ୍କୁ ମିଳିଛି କଡା ଚେତାବନୀ । ରବିବାର ପାଶ୍ଚାତ୍ୟ ଭାରତ ସିନେ କର୍ମଚାରୀ…

ଚିଲ ପାଇଁ ଦେବଦୂତ ସାଜିଲେ ଦିଶା ପଟ୍ଟାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟ୍ଟାନୀ ସୋମବାର ଏକ ଚିଲକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇଛନ୍ତି । ଲକଡାୁନ ବେଳେ ସମସ୍ତ ରାସ୍ତାଘାଟ ଖାଲି ରହିଛି । ଏହି ସମୟରେ ଦିଶା ଏକ ଚିଲ ତଳେ ପଡି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ । ସେ ଘରୁ ବାହାରି ଚିଲକୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ…

ପ୍ରଜାପତି ଭାବେ ନିଜକୁ ଚିତ୍ରିତ କଲେ ମଡେଲ

ଫ୍ଲୋରିଡା: ଅବିଶ୍ୱାସ ହେଲେ ମଧ୍ୟ ଏହା ସତ । ଜନୈକ ମଡେଲ ଜଣେ କଳାକାର ଦ୍ୱାରା ନିଜର ନଗ୍ନ ଶରୀରକୁ ଗୋଟିଏ ଜୀବନ୍ତ ପ୍ରଜାପତି ଭାବେ ଚିତ୍ରିତ କରିଛନ୍ତି । ଦୀର୍ଘ ସମୟ ଧରି ଦେଖିବା ପରେ ସେ ପ୍ରଜାପତି ନୁହନ୍ତି ବୋଲି ଜଣାପଡିଛି । ଉତର ଇଟାଲିର ବଡି ଆର୍ଟ କଳାକାର ଜୋହାନେଦ ଷ୍ଟଟର ୨ ଘଂଟାରୁ…