Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମାଙ୍କ କରୋନା ରିପୋର୍ଟ ପଜିଟିଭ

ଲଣ୍ଡନ: ‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମା କରୋନାଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସ୍ପଷ୍ଟ କରିଛନ୍ତି । View this post on Instagram…

କରୋନା ସଙ୍ଗୀତ ବିବାଦ: ସୋସିଆଲ ମିଡିଆରେ ସଫେଇ ଦେଲେ ହ୍ୟୁମାନ ସାଗର

ଭୁବନେଶ୍ୱର : ଏବେ ବିବାଦରେ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଗାଇଥିବା ‘ଝିଅ ନୁହେଁ ତୁ କରୋନା’ ଓ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତକୁ ବିରୋଧ ହେବା ସହ ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ବୁଧବାର ସୋସିଆଲ ମିଡିଆରେ ହ୍ୟୁମାନ କ୍ଷମା ପ୍ରାର୍ଥନା କରିଛନ୍ତି ।…

ବିଏମସି ସିଲ୍ କଲା ଜିମ୍‌, ଶାହିଦଙ୍କୁ ଭର୍ତ୍ସନା

ମୁମ୍ବାଇ: କରୋନା ଭାଇରସ ମୁକାବିଲା ନେଇ ସବୁଠାରେ ତତ୍ପରତା ପ୍ରକାଶ ପାଇଛି । ତେବେ କରୋନା ଲକଡାଉନ ସତ୍ୱେ ବଲିଉଡ ଅଭିନେତା ଶାହୀଦ କାପୁର ଓ ମୀରାଙ୍କ ପାଇଁ ଜିମ୍ ଖୋଲି ଅଡୁଆରେ ପଡିଛନ୍ତି ଜିମ୍ ମାଲିକ । ବିଏମସି ବାନ୍ଦ୍ରା ସ୍ଥିତ ଏହି ଜିମ୍‌କୁ ସିଲ୍ କରି ଦେଇଛି । ଏଥିସହ ଦାୟିତ୍ୱହୀନତା…

କରୋନା: ‘ହୋମ କ୍ୱାରେଣ୍ଟାଇନ’ ମୋହର ଲାଗିଥିବା ଫଟୋ ସେୟାର କଲେ ବିଗ୍ ବି

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ଦେଶରେ ଚିନ୍ତାର ବାତାବରଣ ଲାଗି ରହିଛି । ଏହି ସମୟରେ ବିଗ ବି ଅମିତାଭ ବଚ୍ଚନ ଟ୍ୱିଟ କରି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତରେ ‘ହୋମ କ୍ୱାରେଣ୍ଟାଇନ’ର ମୋହର ଲାଗିଛି । T 3473 - Stamping started on hands with voter ink, in…

ସୋସିଆଲ ମିଡିଆରେ ହିଟ୍ ହେଲା କରୋନା ସଚେତନତା ସଙ୍ଗୀତ

ଭୁବନେଶ୍ୱର: କରୋନା ନେଇ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସୋସିଆଲ ମିଡିଆରେ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି କିଛି କଣ୍ଠଶିଳ୍ପୀ । ଏ ଗୀତ ଭିତରୁ ବେଶୀ ହିଟ୍ ହୋଇଛି ପପୁ ପମ୍ ପମ୍‌ଙ୍କ ଗୀତ ‘କୋଉଛି ସାଇତି କି ରଖିଥିଲା କରୋନା ଭାଇରସ୍ ଚାଇନା ମାରଡାଲାରେ...ଚିନି…

ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ପ୍ରସଙ୍ଗ: ହ୍ୟୁମାନ ସାଗରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ…

ଭୁବନେଶ୍ୱର: ଜଣାଶୁଣା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଏବେ ଓଡ଼ିଶାରେ ସମାଲୋଚନାର ଶୀକାର ହୋଇଥିବା ବେଳେ ଏହା ନାରୀ ଜାତିକୁ ଅପମାନିତ କରିଛି ବୋଲି ଅଭିଯୋଗ କରି କମିଶନରେଟ ପୋଲିସରେ ଏଫଆଇଆର ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ, ‘ଝିଅ…

ଆସିଲା ଆୟୁଷ ଓ ସାଇଙ୍କ ‘ମାଂଝା’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ରୋମାଂଟିକ ମୁ୍ୟଜିକ ଭିଡିଓ ଆଲ୍ବମ ‘ମାଂଝା’ । ଏଥିରେ ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ଓ ସାଇ ମଂଜରେକରଙ୍କ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ଗୀତଟି ଏବେ ୟୁଟୁ୍ୟବ ଟ୍ରେଣ୍ଡରେ ରହିଛି । ଗୀତରେ ବିଶାଲ ମିଶ୍ରାଙ୍କ ଭଏସ୍ ଶୁଣିବାକୁ ମିଳିଛି । ଏହାର…

କୋଭିଡ-୧୯ ଭୟ: ଆଇସୋଲେସନରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: କରୋନା ଭାଇରସ ଭୟ ଏବେ ସାରା ବିଶ୍ୱକୁ ଘାରିଛି । ଦିନକୁ ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବଲିଉଡର ୯୭ ବର୍ଷୀୟ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । I am…

ବଲିଉଡରେ ଏଣ୍ଟ୍ରି କଲେ କ୍ରିଷ୍ଣା ରେଡ୍ଡି

ଭୁବନେଶ୍ୱର: ବଲିଉଡରେ ପାଦ ଥାପିଛନ୍ତି ପ୍ରିନ୍ସ ଡ୍ୟାନସ୍ ଗ୍ରୁପର କ୍ରିଷ୍ଣା ରେଡ୍ଡି । ସଂଜୀବ ଜୈସୱାଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବଗାୱତ’ରେ କ୍ରିଷ୍ଣା ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ସମ୍ବିଧାନ ପ୍ରଣେତା ଡ. ବି. ଆର୍‌. ଆମ୍ବେଦକରଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ…

ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ନେଇ ମହିଳା ଥାନାରେ ମାମଲା

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ନେଇ ଭୟର ବାତାବରଣ ଜାରି ରହିଥିବା ସମୟରେ ଲୋକପ୍ରିୟ ଓଲିଉଡ ଗାୟକ ହ୍ୟୁମାନ ସାଗର ଏହା ଉପରେ ଏକ ଗୀତ ବୋଲି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ସାମାଜିକ କର୍ମୀ ସସ୍ମିତା ଦାସ ଏବଂ ସହଯୋଗୀମାନଙ୍କ ପକ୍ଷରୁ ଏହି ଗୀତକୁ…