Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସିଲା ‘ଅଂଗ୍ରେଜୀ ମିଡିୟମ’ର ଇମୋସନାଲ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ନୂଆ ଗୀତ ‘ଏକ ଜିନ୍ଦଗୀ’ । ଏହି ଗୀତରେ ଝିଅର ବିଦେଶରେ ଯାଇ ପାଠ ପଢ଼ିବା ସ୍ବପ୍ନକୁ ବାପା କିଭଳି ପୂରଣ କରିବାକୁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଏହା ଏକ ଇମୋସନାଲ ଗୀତ । ଏହି ଗୀତକଟିକୁ ତନିସ୍କା ସଂଘବୀ ଗାଇଥିବା ବେଳେ…

ପର୍ଣ୍ଣ ଷ୍ଟାର ହେଲେ ଓସ୍କାର ବିଜେତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ଲଣ୍ଡନ: ୧୧ ଓସ୍କାର ବିଜେତା ଫିଲ୍ମ କରିଥିବା ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ପର୍ଣ୍ଣ ଷ୍ଟାର! ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ୨୩ ବର୍ଷୀୟ ମିକାଇଲ ସ୍ପିଲବର୍ଗ ନିଜେ ଏହା ସ୍ୱୀକାର କରିଛନ୍ତି । ବାପା ଓ ମାଆ (କେଟ) ନ ପଚରାରିବାରୁ ବାଧ୍ୟ ହୋଇ ଏହି ପନ୍ଥା ଆପଣାଇ ନେଲି ବୋଲି ସେ କହିଛନ୍ତି ।…

ଅଭିନୟ ଜଗତରେ ପାଦ ଥାପିବେ କ୍ରିକେଟ ବାଦଶାହା ଯୁବରାଜ ସିଂ..

ମୁମ୍ବାଇ: କ୍ରିକେଟ ଫିଲଡ଼ରେ ନିଜ ପାରଙ୍ଗମତା ଦେଖାଇବା ପରେ ଏବେ ସିନେମା ଆଡକୁ ମୁଁହାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । କ୍ରିକେଟରୁ ସନ୍ୟାସ ନେବା ପରେ ବିଭିନ୍ନ ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ୟୁବି। ସ୍ତ୍ରୀ ହେଜେଲ କିଚ୍‌…

ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ସମୟରେ ଦୁର୍ଘଟଣା: ୩ ମୃତ, ୧୦ ଆହତ

ଚେନ୍ନାଇ; କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଶୁଟିଂ ଅବସରରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ସହକାରୀ ନିର୍ଦ୍ଦେଶକ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥ ଉଦବେଗଜନକ ରହିଛି । ଏହି ଘଟଣାରେ ନିର୍ଦ୍ଦେଶକ ଶଙ୍କର ଅଳ୍ପକେ…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ନୂଆ ଗୀତ, ମସ୍ତି ମୁଡରେ ଆୟୁଷ୍ମାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଆଗାମି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାନା ସାବଧାନ’ର ଆଉ ଏକ ନୂଆ ଗୀତ ‘ଉ ଲାଲା’ । ଗୀତରେ ଆୟୁଷ୍ମାନଙ୍କ ଡ୍ୟାନ୍ସ ସାଙ୍ଗକୁ ମସ୍ତି ଭରା ମୁଡ୍ ଦେଖିବାକୁ ମିଳିଛି । ପୁରା ଗୀତଟିକୁ ଟ୍ରେନ୍ ଭିତରେ ସୁଟିଂ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ନେହା କକ୍କର, ସୋନୁ କକ୍କର ଏବଂ…

ସୁନୀଲ ସେଟ୍ଟୀ ରାଗିଲେ

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀ ରିୟଲ ଲାଇଫରେ ରାଗିବା ଦେଖିବାକୁ ମିଳିଥିଲା । ସୁନୀଲଙ୍କ ରାଗୁଥିବା ଫଟୋ ଏବେ ସୋସିଆଲ ନେଟୱର୍କିଂ ସାଇଟରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଘରୋଇ ବୈଠକରେ ବ୍ୟକ୍ତିଗତ ଅନୁରୋଧରେ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ପ୍ରଶଂସକମାନେ ସେଲ୍‌ଫି…

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।…

‘୮୩’ର ଫାଷ୍ଟ ଲୁକ୍, ଡିଫରେଂଟ ଲୁକରେ ଦୀପିକା

ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ…

ହେଭି ଗାଉନ୍ ପିନ୍ଧି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ନିକଟରେ ଫିଲ୍ମ ଫେୟାର ଆୱାର୍ଡର ଆୟୋଜନ ହୋଇଛି । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବି-ଟାଉନର ବହୁ ନାମୀଦାମୀ କଳାକାରଙ୍କୁ ଭିନ୍ନ ଭିନ୍ନ ଷ୍ଟାଇଲସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉର୍ବଶୀ ରୌତେଲା ମଧ୍ୟ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ । ସେ ଏକ ଲାଲ ରଙ୍ଗର ହେଭି…

ଓଡିଆ ସିନେ ପତ୍ରିକାର ପ୍ରଚ୍ଛଦକୁ ନେଇ ଆସୁଛି ‘ଛାୟାଲିପି’

ଭୁବନେଶ୍ୱର: ଚଳଚ୍ଚିତ୍ର ଅବା ସିନେମା କାହାକୁ ଦେଖିବାକୁ ଭଲନଲାଗେ । ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପରେ ତଥା ପୂର୍ବରୁ ତତସମ୍ବନ୍ଧୀୟ ଟିକିନିଖି ରୋଚକ ଖବର ପ୍ରକାଶ ପାଇଥାଏ ପତ୍ରିକା ମାଧ୍ୟମରେ । ଖାସକରି ସେସମୟରେ ପତ୍ରିକା ଗୁଡିକର ଚାହିଦା ମଧ୍ୟ ଖୁବ୍ ରହିଥିଲା । ଆଉ କିଛିକିଛି ପତ୍ରିକା…