Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କୋଭିଡ-୧୯ ରିଲିଫ ଫଣ୍ଡକୁ ସହଯୋଗର ହାତ ବଢ଼ାଇଲେ ତେଲୁଗୁ ସୁପରଷ୍ଟାର

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଓ ମହେଶ ବାବୁ କରୋନା ମୁକାବିଲା ପାଇଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଥିବା ଘୋଷଣା କରିଛନ୍ତି । ଘାତକ କରୋନାଭାଇରସ ସହ ଲଢ଼ିବା ପାଇଁ ଅନେକ ଅଭିନେତା, ଅଭିନେତ୍ରୀ ଦାନ କରିଛନ୍ତି…

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ…

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ମୋସନ ପୋଷ୍ଟର ରିଲିଜ

ଚାରିଆଡେ କରୋନାକୁ ନେଇ ଭୟଭୀତ ଅବସ୍ଥା ଥିବା ବେଳେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର’ର ମୋସନ ପୋଷ୍ଟର ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ‘ଆର୍‌ଆର୍‌ଆର’କୁ ରାଇଜ, ରୋର୍‌, ରିଭୋଲ୍ଟ ବୋଲି ଦର୍ଶାଯାଇଛି । ଏସ୍‌. ଏସ୍‌. ରାଜାମୌଲି ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ…

କନିକାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ଜାଣନ୍ତୁ କ’ଣ କହିଲେ ଡାକ୍ତର

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର ଲଣ୍ଡନରୁ ଫେରିବା ପରେ ତାଙ୍କ କରୋନାଭାଇରସ ଟେଷ୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହି ଟେଷ୍ଟର ରିପୋର୍ଟ ମଙ୍ଗଳବାର ରାତିରେ ଆସିଛି । ରବିବାର ଦିନ କରାଯାଇଥିବା ଟେଷ୍ଟର ରିପୋର୍ଟ ମଧ୍ୟ ପଜିଟିଭ…

କରୋନା ସଚେତନତା ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

ଭୁବନେଶ୍ୱର: ବିଭିନ୍ନ ସମୟରେ ସାମାଜିକ ପ୍ରସଙ୍ଗକୁ ନେଇ ଥିମ୍ ଭିତ୍ତିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିବା ଗଜପତି ଏସ୍‌ପି ସାରା ଶର୍ମା ଏବେ କରୋନା ସଚେତନତା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ନିଜେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଉଦ୍ୟମକୁ ସୋସିଆଲ…

ଭାଇରସକୁ ନେଇ ନିର୍ମିତ ହୋଇଛି ଅନେକ ହଲିଉଡ ଓ ବଲିଉଡ୍ ଚଳଚ୍ଚିତ୍ର, ଆସନ୍ତୁ ପକାଇବା ନଜର

କୋରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ଚାରିଆଡେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକେ ଘରମାନଙ୍କରେ ଏକପ୍ରକାର ବନ୍ଦୀ । ତେବେ ଏହି ଭାଇରସ୍ ନୂଆ ନୁହେଁ ବିଗତ ବର୍ଷମାନଙ୍କରେ ବିଭିନ୍ନ ପ୍ରକାର ଭାଇରସ୍‌କୁ ନେଇ ହଲିଉଡ୍ ଓ ବଲିଉଡରେ ଅନେକ ସିନେମା ନିର୍ମାଣ ହୋଇଛି ।…

ନଟିଆ ଦେଲା କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି ଭିଡିଓ ତିଆରି ହେଉଛି ତ କେଉଁଠି ସଙ୍ଗୀତ ପ୍ରସ୍ତୁତ ହୋଇଛି । ତେବେ ଏସବୁ ଭିତରେ କମେଡି ମାଷ୍ଟର ନଟିଆ ବି ପଛରେ ନାହିଁ । ନଟିଆ ନିଜ ଭିଡିଓ ‘କରୋନା ସହ…

କୋଭିଡ-୧୯: ଗାୟିକା କନିକାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣଙ୍କ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୬୬ ଜଣ ବ୍ୟକ୍ତିଙ୍କ କରୋନା କରୋନାଭାଇରସ୍ (କୋଭିଡ -୧୯) ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ବୋଲି ରବିବାର ଦିନ କହିଛନ୍ତି…

କୋଭିଡ-୧୯: “ମି ଠୁ” ମାମଲାରେ ଦଣ୍ଡ ଭୋଗିଥିବା ଏହି ଚଳଚ୍ଚିତ୍ର ନିର୍ମାତାଙ୍କ ରିପୋର୍ଟ ପଜେଟିଭ

ୱାଶିଂଟନ୍: "ମି ଠୁ" ମାମଲାରେ ଦଣ୍ଡ ଭୋଗୁଥିବା ହଲିଉଡ଼ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନଙ୍କ ଠାରେ କରୋନାଭାଇରସ୍ ଥିବା ଜଣାପଡିଛି । ୱେନଷ୍ଟାଇନ ଆମେରିକାରେ କୋଭିଡ-୧୯ ପରୀକ୍ଷା କଟିଥିଲେ ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛି । ଯୌନ…

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…