Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏସିଡ ପୀଡ଼ିତାଙ୍କୁ ନୂଆ ଜୀବନ ଦେଲେ ଶାହରୁଖ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା ଶାହରୁଖ ଖାନ ପୁଣିଥରେ କିଙ୍ଗଖାନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି । ଖାଲି ଚଳଚ୍ଚିତ୍ରରେ ନୁହେଁ ନିଜ ଅସଲ ଜୀବନରେ ମଧ୍ୟ ଏକ ମହାନ ବ୍ୟକ୍ତିତ୍ୱ ବୋଲି ପ୍ରମାଣ କରାଇଛନ୍ତି । Congratulations and my love to Anupama as she…

ସୋନା ମହାପାତ୍ରଙ୍କ ଅଭିଯୋଗ ପରେ ‘ଇଣ୍ଡିଆନ୍ ଆଇଡ଼ଲ’ରୁ ବିଦା ହେଲେ ଅନୁ ମଲ୍ଲିକ୍

ଭୁବନେଶ୍ୱର: ମିଠୁ ଅଭିଯୋଗରେ ବଲିଉଡର ପ୍ରଖ୍ୟାତ ମୁ୍ୟଜିକ୍ କମ୍ପୋଜର୍ ଅନୁ ମଲ୍ଲିକ ‘ଇଣ୍ଡିଆନ ଆଇଡ଼ଲ’ ସିଜନ୍ – ୧୧ରୁ ବାଦ ପଡ଼ିଛନ୍ତି । ଅନୁ ମଲ୍ଲିକଙ୍କ ବିରୋଧରେ ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ଏହି ଲୋକପ୍ରିୟ ଟିଭି ଶୋ’ରୁ ବହିଷ୍କାର…

ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାଇଲେ ମଧୁର ଭଣ୍ଡାରକର

ମୁମ୍ବାଇ: ଭାରତର ନାଇଟ ଆଞ୍ଜେଲ ଲତା ମଙ୍ଗେସ୍କରଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭେଟିଛନ୍ତି ଚଳଚିତ୍ର ପ୍ରଯୋଜକ ମଧୁର ଭଣ୍ଡାରକର। View this post on Instagram …

ଗୋଆରେ ଚମକିଲେ ଓଡିଆ ଝିଅ, ହାତେଇଲେ ସୁପର ମଡେଲ୍ ଟାଇଟଲ୍

କେରାପୁଟ: ଗୋଆରେ ମିସ୍ ସୁପର ମଡେଲ୍ ଟାଇଟଲ୍ ହାସଲ କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ସୁଦୂର କୋରାପୁଟ ଝିଅ ପ୍ରାଗତିକା ରାୟ । ୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ସେମିଳିଗୁଡାର ଡେମଣ୍ଟ ପବ୍ଲିକ୍ ସ୍କୁଲରେ ଅଧୟନରତ । ସ୍ନେହା ଫିଲ୍ମସ୍ ଓ ଏନସେମବଲ୍ ଫ୍ୟାଶନ ପକ୍ଷରୁ ଆୟୋଜିତ ଏହି…

ମରାଠା ବୀର ଯୋଦ୍ଧାଙ୍କ ଲୁକରେ ଅଜୟ, ସାମ୍ନାକୁ ଆସିଲା ‘ତାନାଜି: ଦ ଅନସଙ୍ଗ ୱାରିଅର’ର ଟ୍ରେଲର

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲ ମାନଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ ଉପରେ ପର୍ଯ୍ୟବେସିତ କାହାଣୀକୁ ନେଇ ରୂପେଲି ପରଦାକୁ ଆସୁଛନ୍ତି ଅଜୟ ଦେବଗନ । ଯାହା ଅଜେୟ ଦେୱଗନଙ୍କ ୧୦୦ତମ ଫିଲ୍ମ। ନିକଟରେ ତାଙ୍କ ଅଭିନୀତ 'ତାନାଜି: ଦ ଅନସଙ୍ଗ ୱାରିଅର'ର ହୃଦୟସ୍ପର୍ଶୀ ଟ୍ରେଲର ରିଲିଜ୍…

ଟ୍ରେନରୁ ଖସିପଡି ଓଡ଼ିଆ ଟେଲି ଅଭିନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ଭେଟେରାନ୍ ଆକ୍ଟର ପ୍ରେମାନନ୍ଦ ବାରିକଙ୍କ ଶନିବାର ଦିନ ଦେହାନ୍ତ ଘଟିଛି । ସେ ଟ୍ରେନ୍ ଚଢୁଥିବା ବେଳେ ଦୁର୍ଭାଗ୍ୟବଶତଃ ଖସି ପଡିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାରିକ…

ବାଲିଯାତ୍ରା ମଞ୍ଚରେ ଆଜି ଧମାକା କରିବେ ସୋନା ମହାପାତ୍ର; ନିଜ ସହ ଗାଇବାକୁ ଏହିମାନଙ୍କୁ ଦେଲେ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ତଥା ଏସିଆର ସବୁଠୁ ବଡ଼ ବାଣିଜ୍ୟ ମେଳାର ମଞ୍ଚରେ ରବିବାର ଦିନ ପ୍ରଦର୍ଶନ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ଓଡିଆ ଝିଅ ସୋନା ଏକ ଫେସବୁକ ପୋଷ୍ଟ ଜରିଆରେ ଦୁଆ ଲିପି ଓ କାଟି ପେର୍ରୀଙ୍କୁ ଏହି ଐତିହାସିକ ମଞ୍ଚରେ ପ୍ରଦର୍ଶନ କରିବାକୁ…

ଏମତି ବି ହୁଏ, ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…

ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ... ସୂର୍ଯ୍ୟଦେଓ କଟକିଆ ତାରକସିଆ ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି…

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍…

‘କେବିସି’ର ହଟସିଟରେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ କୌନ ବନେଗା କରୋଡ଼ପତିର ହଟସିଟରେ ନଜର ଆସିବାକୁ ଯାଉଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କ ସହ ହଟସିଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ତପସୀ ପନୁ । ନଭେମ୍ବର ୧୫ ତାରିଖରେ ସୋନି ଟିଭିରେ ଏହା ପ୍ରସାରଣ ହେବା ନେଇ…