Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲତା ମଙ୍ଗେସକର ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ହସ୍ପିଟାଲରେ ପୁଣି ଥରେ ଭର୍ତ୍ତି କରାଯାଇଛି । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ଜଣାପଡ଼ିଛି । ତେବେ ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି…

ଲତା ମଙ୍ଗେସକର ଅସୁସ୍ଥ; ଚିକିତ୍ସା ପରେ ଏବେ ନେଉଛନ୍ତି ବିଶ୍ରାମ

ମୁମ୍ବାଇ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଗତ ରାତିରେ ଅସୁସ୍ଥ ହୋଇ ପଡ଼ିଥିବା ଯୋଗୁଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲତା ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’

ଭୁବନେଶ୍ୱର: ଏକ୍ସସେଲ୍ ମିଡିଆ ଦ୍ୱାରା ନିର୍ମିତ ‘କିଏ ହେବ ମୋ ହିରୋଇନ୍’ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ‘ଦେବଦାସ’ ଫିଲ୍ମର ଲିଡ୍ ହିରୋ ଅସିତ୍ ପାତ୍ରଙ୍କୁ । ଏକ୍ସସେଲ୍ ବ୍ୟାନରର ଏହା ୮ମ ଫିଲ୍ମ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଭାବେ ରହିଛନ୍ତି ରବିନ୍ଦ୍ର ପଣ୍ଡା । ମୁମ୍ବାଇରେ…

ଅଯୋଧ୍ୟା ରାୟ: ବଲିଉଡ଼ ସେଲିବ୍ରେଟି ମାନେ ଦେଲେ ଏହିଭଳି ପ୍ରତିକ୍ରିୟା

ମୁମ୍ବାଇ: ସୁପ୍ରିମକୋର୍ଟ ଶନିବାର ଦିନ ଦେଶର ସର୍ବପୁରାତନ, ସମ୍ବେଦନଶୀଳ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମାନଙ୍କ ମଧ୍ୟରୁ କିଛି…

ଆମାଜନ୍ ପ୍ରାଇମରେ ଓଡିଆ ଫିଲ୍ମ ‘ତୁଳସୀ ଅପା’

ଭୁବନେଶ୍ୱର: ପ୍ରଖ୍ୟାତ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ଆଧାରିତ ଓଡିଆ ଫିଲ୍ମ ‘ତୁଳସୀ ଅପା’ ଏବେ ଆମାଜନରେ ମଧ୍ୟ ଦେଖିବାକୁ ମିଳିବ । ଆମାଜନ ପ୍ରାଇମ୍ ୱାଲ୍ଡ ୱାଇଡରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ମଧ୍ୟରେ ଏହା ପ୍ରଥମ ଓଡିଶା ଫିଚର ଫିଲ୍ମ ।…

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ‘ଦ ମଦର ଲ୍ୟାଣ୍ଡ’

ଭୁବନେଶ୍ୱର: କୋଲକାତାରେ ହେବାକୁ ଥିବା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ‘ଦ ମଦର ଲ୍ୟାଣ୍ଡ’ ଫିଲ୍ମ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶିବୁ ପୃଷ୍ଟିଙ୍କ ନିର୍ଦ୍ଦେଶନାରେ ଦୀର୍ଘ ୬୧ ମିନିଟ ଅବଧିରେ ଏହି ସିନେମା ନିର୍ମିତ…

ପରଦାକୁ ଆସିଲା ସବ୍ୟ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଅଭିନେତା ସବ୍ୟସାଚୀ ଓ ଚୁଲବୁଲି ଏଲିନାଙ୍କ ଅଭିନିତ ଓଡିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ସିନେମା ହଲରେ ଆଜି ମୁକ୍ତିଲାଭ କରିଛି । ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ରେ ବଲିଉଡ…

ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ସ୍ବପ୍ନ ଟିଏ- ଏ ଡ୍ରିମ’

ଭୁବନେଶ୍ୱର: ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ' ସ୍ବପ୍ନ ଟିଏ- ଏ ଡ୍ରିମ' । ମିଲନ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍ଗ ପିଲାମାନଙ୍କ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ମାଧ୍ୟମରେ…

ଚଳଚ୍ଚିତ୍ର ‘ପାଟଣାଗଡ଼’: ରିଲିଜ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଆଗାମୀ ଓଡ଼ିଆ ଫିଲ୍ମ 'ପଟଣାଗଡ଼'ର ରିଲିଜ ଉପରେ ରୋକ ଲଗାଇବା ପିଟିସନ ଖାରଚ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଚଳଚ୍ଚିତ୍ରଟି ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ଠାରେ ଘଟିଥିବା ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଅଧାରିତ । ଏହି ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ…

ଓଡ଼ିଶା କୁଇନ୍ -୨୦୧୯: ଫାଇନାଲ୍ ରାଉଣ୍ଡକୁ ଗଲେ ଏହି ୨୧ ଜଣ ସୁନ୍ଦରୀ, ଜାଣନ୍ତୁ ସେମାନେ କିଏ !

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରେ ଅନୁÂିତ ହେବାକୁ ଯାଉଛି ‘ଓଡ଼ିଶା କୁଇନ୍ -୨୦୧୯’ କଣ୍ଟେଷ୍ଟର ଗ୍ରାଣ୍ଡ୍ ଫିନାଲେ । ଏହି ଫାଇନାଲ୍ ରାଉଣ୍ଡ ଲାଗି ଓଡ଼ିଶାର ବଛା ବଛା ୨୧ ଜଣ ସୁନ୍ଦରୀ ମନୋନୀତା ହୋଇଛନ୍ତି । ୧୦ ତାରିଖ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରେÂ ସୁନ୍ଦରୀଙ୍କୁ…