Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇଣ୍ଡୋନେସିଆରେ ‘ସୁନ୍ଦରୀ ପ୍ରତିଯୋଗିତା’ ଜିତିଲେ ଓଡ଼ିଆ ଯୁବତୀ ସିମରନ !

ବିଶ୍ୱ ମାନଚିତ୍ରରେ ପୁଣି ଓଡ଼ିଶାର ଟେକ ରଖିଛନ୍ତି ଜଣେ ଓଡ଼ିଆ ଝିଅ । କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଝିଅ ସାନ୍ତ୍ୱନା ବି ସିମରନ ଇଣ୍ଡୋନେସିଆର ଜାକାର୍ତାଠାରେ ଅନୁଷ୍ଠିତ ‘ସୁନ୍ଦରୀ ପ୍ରତିଯୋଗିତା’ରେ 'ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫୋଟୋଜେନିକ' ଟାଇଟେଲ ଜିତିଛନ୍ତି । ସିମରନ…

ତାପସୀ ହେବେ କ୍ରିକେଟର !

ମୁମ୍ବାଇ: ଭାରତର ଖ୍ୟାତନାମା ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଭୂମିକାରେ ଅଭିନେତ୍ରୀ ତାପସୀ ପାନ୍ନୁ ଅଭିନୟ କରିବେ । ମଙ୍ଗଳବାର ମିଥାଲୀଙ୍କ ଜନ୍ମଦିନ ହୋଇଥିବାରୁ ତାପସୀ ଏହି ଖବର ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଫିଲ୍ମର ନାମ 'ସାବାସ ମିଠୁ' ରଖାଯାଇଛି । ଭାରତୀୟ ଦଳର…

ଏଥର ମୁନା ବଦନାମ ହେବ !

ଭୁବନେଶ୍ୱର: ସଲମାନ ଖାଁଙ୍କ ନୂତନ ଫିଲ୍ମ ‘ଦବଙ୍ଗ ୩’ର ମୁନା ବଦନାମ ଗୀତ ଏବେ ଚର୍ଚ୍ଚାରେ । ଦର୍ଶକ ଓ ପ୍ରଶଂସକଙ୍କ ମନ ଜିଣିବା ପାଇଁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମୁନା ବଦନାମ ଶୀର୍ଷକ ଗୀତ ପ୍ରସ୍ତୁତ୍ କରିଛନ୍ତି । ସଲମାନ ଖାଁ ଓ ପ୍ରଭୂଦେବାଙ୍କ ଉପସ୍ଥିତି ଓ ଡ୍ୟାନ୍ସ ପ୍ରଶଂସକଙ୍କୁ…

ପ୍ରଫୁଲ୍ଲ କରଙ୍କ ସମେତ ୧୬ ଜଣ ପାଇଲେ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’

ଭୁବନେଶ୍ୱର: ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ର ୨ୟ ସଂସ୍କରଣରେ ପ୍ରଫୁଲ୍ଲ କର (ସଙ୍ଗୀତ), ସୁଦର୍ଶନ ସାହୁ(କଳା) ଓ ଇଲିଆନା ସୀତାରିଷ୍ଟଙ୍କୁ (ନୃତ୍ୟ) ଲାଗି ରବିବାର ଦିନସମ୍ମାନିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ପ୍ରାୟ ୧୭ ଜଣ ବ୍ୟକ୍ତିବିଶେଷ ଓ ୩ଟି ସଙ୍ଗଠନକୁ ଏହି…

ଫିଲ୍ମ ଜଗତରୁ ଅବସର ନେବେ ଅମିତାଭ ବଚ୍ଚନ !

ମୁମ୍ବାଇ: ପ୍ରାୟ ୫ ଦଶନ୍ଧିରୁ ବଲିଉଡରେ ରାଜ କରୁଥିବା ବିଗ୍ ବି’ ଅମିତାଭ ବଚ୍ଚନ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରୁ ଅବସର ନେଇପାରନ୍ତି । ଏନେଇ ନିଜ ବ୍ଲଗରେ ସେ ସଙ୍କେତ ଦେଇଛନ୍ତି । ନିଜ ଅଫିସିଆଲ୍ ବ୍ଲଗରେ ଅମିତାଭ ଲେଖିଛନ୍ତି, “ମୋତେ ଏବେ ଅବସର ନେବାକୁ ପଡିବ...ମୁଁ ମୁଣ୍ଡ କିଛି ଭାବୁଛି,…

ଅଯୋଧ୍ୟା ମାମଲାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ କଙ୍ଗନା !

ମୁମ୍ବାଇ: ବି-ଟାଉନରୁ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀରୁ ପ୍ରଯୋଜିକା ହେବାକୁ ଯାଉଛନ୍ତି ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ । ଅଭିନୟରେ ନିଜର ଦକ୍ଷତା ପ୍ରମାଣ ପରେ ଏବେ କଙ୍ଗନା ଫିଲ୍ମ ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳିଛି । ତେବେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ଉପରେ…

ଆମେରିକାରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ ‘ଛବିରାଣୀ’

କଟକ: ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’ ଆମେରିକାର ବୋଷ୍ଟନ୍ ସହରର ସିନେମା ହଲରେ ପ୍ରଦର୍ଶିତ ହୋଇଛି । ରିଲିଜ୍ ହୋଇଥିବା ଏହି ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ଓଡିଶା ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ଜରିଆରେ…

ଓଡ଼ିଆ ଅଭିନେତା ମିହିର ଦାସଙ୍କୁ ମିଳିବ ‘ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କୁ ମିଳିବ 'ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ' । ଅନ୍ୟପକ୍ଷରେ ସିଦ୍ଧାନ୍ତ ମହାପାତ୍ରଙ୍କୁ 'ସିନେ ଗୌରବ' ସମ୍ମାନରେ ସମ୍ମାନିତ କରାଯିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଗାମୀ ବର୍ଷ ଫେବୃଆରୀ ମାସରେ ପୁରୀଠାରେ…

ପରଦାକୁ ପୁଣି କମବ୍ୟାକ୍ କରୁଛନ୍ତି ଅମ୍ଲାନ୍ ଓ ଶ୍ରଦ୍ଧା ଯୋଡି

ଭୁବନେଶ୍ୱର: ଅନେକ ଦିନ ପରେ ପୁଣି ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ଅମ୍ଲାନ୍ ଓ ଚୁଲବୁଲି ଶ୍ରଦ୍ଧା । ତାଙ୍କ ଅଭିନିତ ଓଡିଆ ଫିଲ୍ମ ‘ରାଜା ସାହେବ’ର ସୁଟିଂ ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି । ‘ରୁଦ୍ରାଲି ଫିଲ୍ମସ୍’ ଦ୍ୱାରା ନିର୍ମିତ ଏହି…

ଦୁଗ୍ଧ ଚାଷୀ ପାଲଟିଛନ୍ତି ଏହି ଲୋକପ୍ରିୟ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଓଡ଼ିଶା ଅଭିନୟ ଜଗତର ଲୋକପ୍ରିୟ ଅଭିନେତା ଅଶୋକ ଦାସ ବର୍ତ୍ତମାନ କରୁଛନ୍ତି ଦୁଗ୍ଧ ବ୍ୟବସାୟ । ଉଭୟ ଛୋଟ ଇ ବଡ଼ ପରଦାରେ ନିଜ ଅଭିନୟଏ ଯାଦୁ ଦେଖାଇଥିବା ଅଶୋକ ବର୍ତ୍ତମାନ ଜଣେ ସଫଳ ଦୁଗ୍ଧ ଚାଷୀ। ପ୍ରତିଶୋଧ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଏବଂ ମୀମାଂସା…