Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ବରଗଡ଼ରୁ ନକଲି ଆରଟିଓ ଗିରଫ

ବରଗଡ଼: ବରଗଡ଼ରେ ନକଲି ଆରଟିଓ ଗିରଫ। ନିଜକୁ ଆରଟିଓ କହି ଲୁଟୁଥିଲେ ଟଙ୍କା। ଏନଏଚ ଯାଉଥିବା ଟ୍ରକ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ ଆରଟିଓର ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବିକ୍ରମ ବେହେରା। ସୂଚନା ଅନୁଯାୟୀ, ବରଗଡ଼ ଜାତୀୟ ରାଜପଥରେ ଏକ ଟ୍ରକକୁ…

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ…

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ମିଳିବା ପରେ…

ରେମତା ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବରଗଡ଼: ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା। ରେମତା ଗାଁ ମଝିରୁ ଉଦ୍ଧାର ହେଲା ବଜ୍ରକାପ୍ତା। ବରଗଡ଼ ଜିଲ୍ଲା ରେମତାଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରଥମେ ଏହାର ଶବ୍ଦ ଶୁଣିଥିଲେ। ଅନ୍ୟ ଯୁବକଙ୍କୁ ଏହି ଶବ୍ଦ ବିଷୟରେ ଜଣାଇବା ସହ ସେମାନଙ୍କ ସହଯୋଗରେ ତାଙ୍କ…

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ…

ଭାଙ୍ଗିଲା ମାଟି ବନ୍ଧ ଡ୍ୟାମ, ଫସଲ ନଷ୍ଟ

ପଦ୍ମପୁର: ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ ।  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟି ବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟି ବନ୍ଧରେ ସରକାରଙ୍କ…

ବରଗଡ଼ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବରଗଡ଼ : ବରଗଡ଼ ଜିଲ୍ଲା କୁଠାରପାଲି ଗାଁର ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ। ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରହ୍ଲାଦ ଦାସ। ତାଙ୍କୁ ୫୭ବର୍ଷ ହୋଇଥିଲା। ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂର ନିଛାଟିଆ ଜାଗାରେ ଏକ କୁମ୍ଭୀ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ପରେ ପରିବାର…

ବରଗଡ଼ରେ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ବରଗଡ଼: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣା। ବରଗଡ଼ରେ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏହି ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ କିଷାନ…

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ…