Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ; ଭଦ୍ରକର ୨୯ ବର୍ଷୀୟ ଯୁବକ

ଭୁୁବନେଶ୍ୱର: ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।…

ଭଦ୍ରକ ସହର ସମ୍ପୂର୍ଣ୍ଣ ଲକ୍‌-ଡାଉନ୍‌; ଜନତା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ

ଭଦ୍ରକ: ସାରା ବିଶ୍ୱକୁ ଆତଙ୍କିତ ଅବସ୍ଥାରେ ରଖିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସଫଳତାର ସହିତ ପାଳନ କରୁଛନ୍ତି ଭଦ୍ରକ ସହରବାସୀ । ଆଜି ଭଦ୍ରକ ସହରରେ ଏହି ଜନତା କର୍ଫ୍ୟୁ ସହିତ…

ଧାମରା ପୋର୍ଟର ନକଲି ୱେବ୍‌ସାଇଟ ତିଆରି କରି ଯୁବଗୋଷ୍ଠୀଙ୍କଠାରୁ ଅର୍ଥ ଆଦାୟ ଅଭିଯୋଗ

ଧାମରା: କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ଅବିକଳ ୱେବ୍‌ସାଇଟ ତିଆରି କରି ଚାକିରୀ ଆଶାୟୀ ଯୁବପିଢୀଙ୍କଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଛନ୍ତି । ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ହସ୍ତଗତ ହେବା ପରେ ଏହି ଦିଗରେ ପଦକ୍ଷେପ ସ୍ୱରୂପ…

ଭଦ୍ରକ ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦାବାଲି ସ୍ଥିତ ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ଦ୍ୱାରା ବନ୍ଦରରେ ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଜଳିଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ…

ଚିକିତ୍ସାରେ ଅବହେଳା: ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ

ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଡାକ୍ତର ଶିଶୁକୁ ସୁସ୍ଥ ଥିବା ନେଇ ଘୋଷଣା କରିବା ପରେ ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଘଟିଥିବା ଅଭିଯୋଗ ଆସିଛି । ୧୩ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ପରେ ଶିଶୁର ପରିବାର ଲୋକେ…

ଦରମା ନମିଳିବାରୁ ଚାକିରୀ ଛାଡିଲେ ୩ ଯୁବ ଡାକ୍ତର

ଭଦ୍ରକ: ଡାକ୍ତରଙ୍କୁ ଇଶ୍ୱରଙ୍କ ରୂପ କୁହାଯାଏ । କିନ୍ତୁ ଡାକ୍ତର ବି ନିଜ ପେଟ ପୋଷିବା ପାଇଁ ଅର୍ଥ ଉପାର୍ଜନ କରନ୍ତି । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ତିନି ଜଣ ଯୁବ ଡାକ୍ତର ଦରମା ନମିଳିବା ଓ ରହିବା ପାଇଁ ଘର…