Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ଜେଲରୁ ଏମ.ଏ ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା

ଭୁବନେଶ୍ବର: ଜେଲରୁ ପାଠ ପଢିବେ ମାଓ ନେତା ସବ୍ୟସାଚୀ ପଣ୍ଡା। ସେ ଜେଲରେ ରହି ଏମ.ଏ ପଢିବେ। କୁଖ୍ୟାତ ମାଓ ନେତା ସବ୍ୟସାଚୀ ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ ଦେଉଛନ୍ତି। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପୁଣି ପିଜି କରିବେ। ସେ ପୁରୀ…

ବ୍ରହ୍ମପୁର ମେୟରଙ୍କୁ ମିଳିଲା ହତ୍ୟା ଧମକ

ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ମିଳିଲା ହତ୍ୟା ଧମକ । କେହି ଜଣେ ଫୋନ କଲରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମେୟର । ଏନେଇ ମେୟର ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି । ତେବେ ଗତ ୨୯ ତାରିଖରେ…

ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। କଲେଜର ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ପାଇଁ କଲେଜ…

ଅଧା ରାସ୍ତାରେ ହାତ ଛାଡିଲେ ପତ୍ନୀ, ସ୍ତ୍ରୀଙ୍କ ସ୍ମୃତିରେ କିଛି ଏମିତି କଲେ ସ୍ବାମୀ….ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ…

ବ୍ରହ୍ମପୁର: ପତ୍ନୀଙ୍କ ବିୟୋଗରେ ଅନେକ ସ୍ବାମୀ ତାଙ୍କ ସ୍ମୃତିରେ ତାଙ୍କୁ ମନେରଖିବା ପାଇଁ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରନ୍ତି । ଯାହାର ନିଦର୍ଶନ ଆମେ ଅନେକ ଦେଖିଛେ । ସେଥିମଧ୍ୟରୁ ତାଜମହଲ ଅନ୍ୟତମ  । ହେଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ କିଛି ଏମିତି…

ଓ୍ବାୟନାଡ ଗଲା ‘ଷ୍ଟର୍ମ’, ମାଟି ତଳେ ଖୋଜିବ ଜୀବନ

ବ୍ରହ୍ମପୁର: କେରଳରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି ସେଥିରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାବତ ୩୬୦ ଜଣଙ୍କର ମୃତ୍ୟୁ ହେଲାଣି । ମାଟିତଳେ ପାଖାପାଖି ଆହୁରି ୧୦୦ ଜୀବନ ଫସିରହିଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଭାରତୀୟ ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର…

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୋଲିସ । ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଶିବଶଙ୍କରଙ୍କୁ ଗିରଫ କଲା ପୋଲିସ  । କୋର୍ଟରେ ଜାମିନ ନାମଞ୍ଜୁର ପରେ…

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲର ବଡ ନିଷ୍ପତି, ଲାଗୁ ହେଲା ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ କାଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି ଟିପିଏସଓଡିଏଲ୍ । ସୁରକ୍ଷା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନପୂର୍ବକ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା ଦେଇ କମ୍ପାନୀ ନିଜର…

ଦେଖାଦେବନି ବିଜୁଳି ସଙ୍କଟ: ଟିପିଏସ୍ଓଡିଏଲର ପ୍ରସ୍ତୁତି

ବ୍ରହ୍ମପୁର: ମାଡ଼ି ଆସୁଛି ଖରା । ଏଥିରୁ ତ୍ରାହି ପାଇବାକୁ ଟିପିଏସ୍ଓଡିଏଲ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଯେପରି ଉପଭୋକ୍ତା ବିଦ୍ୟୁତ ସଂକଟ ଦେଇ ଗତିକରିବେନି ଏବଂ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିପିଏସ୍ଓଡିଏଲ୍, ଟାଟା…

କାଳ ସାଜିଲା ଘନ କୁହୁଡି, ଅକାଳରେ ଚାଲିଗଲା ୫ ଜୀବନ

ବ୍ରହ୍ମପୁର: କାଳ ସାଜିଲା ଘନ କୁହୁଡି । ଜିଲ୍ଲା ସୋରଡା ଥାନା ବରାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୫ଜଣଙ୍କ ଜୀବନ । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋରଡା ଡାକ୍ତରଖାନାରେ…

ଲଜରୁ ଯୁବତୀଙ୍କ ମୃତଦେହ ! ମୃତ୍ୟୁର କାରଣ ଖୋଜୁଛି ପୋଲିସ୍

ବ୍ରହ୍ମପୁର : ବ୍ରହ୍ମପୁରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା  ଏକ ଲଜରେ । ମୃତ ଯୁବତୀ ଜଣକ କେରଳର ଅବଦୁଲ ପରିପାଲିପ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି  ଏହି ଲଜରେ…