Latest Odisha News
Browsing Category

ଭୁବନେଶ୍ୱର

Bhubaneswar

‘ଓଡ଼ିଆ କଳା ଓ ସଂସ୍କୃତିର ନିଚ୍ଛକ ପ୍ରତିଫଳନ ହେଉଛି ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ’

ଭୁବନେଶ୍ୱର: ଆଜି କ୍ରାନ୍ତି ଦିବସ ଅବସରରେ ଲୋକାର୍ପଣ ହେଲା ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ଗସ୍ତ କରି ସେଠାରେ ନବନିର୍ମିତ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଓଡ଼ିଆ ଭାଷା,…

‘ଜନଜାତିଙ୍କ ବିକାଶ, ଜୀବିକା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜୁ ଜନତା ଦଳ କାମ ଜାରି ରଖିବ’

ଭୁବନେଶ୍ୱର: ଆଜି ବିଶ୍ୱ ଜନଜାତି ଦିବସ ଶଙ୍ଖ ଭବନ ଠାରେ ସମାରୋହ ସହକାରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଥିଲେ ଯେ, ଓଡିଶା ର ଲୋକ ସଂଖ୍ୟା ର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି ତେଣୁ ଓଡିଶା ପାଇଁ ଆଜିର ଦିବସ…

‘ଆଳୁ’ ପ୍ରସଙ୍ଗରେ ମମତାଙ୍କ ସହ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

ଭୁବନେଶ୍ବର: ରାଜ୍ୟରେ ଏବେ ବି କମିନି ଆଳୁ ସଙ୍କଟ । କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଓଡିଶାବାସୀଙ୍କ ମୁଖ୍ୟ ପରିବା ଆଳୁ ହୋଇଥିବାବେଳେ, ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଏଭଳି…

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା…

ଆଳୁ ବଦନାମି…ପଛରେ କାହାର ଷଡଯନ୍ତ୍ର?

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ନିତିଦିନିଆ ପରିବା ଭାବେ ବ୍ୟବହାର ହେଉଥିବା ଆଳୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସଂକଟ ଦିନେ କି ଦୁଇ ଦିନ ନୁହେଁ ସପ୍ତାହ ସପ୍ତାହ ଧରି କଣ୍ଟ୍ରୋଲକୁ ଆସୁନି ଆଳୁ ଦର । ନା…

ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ

ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ…

ଓଡିଶା ରେରା ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ; ଭାଙ୍ଗିବ ବେଆଇନ ତିନି ମହଲା

ଭୁବନେଶ୍ବର: ଭାଙ୍ଗିବ ବେଆଇନ ତିନି ମହଲା । ଆସନ୍ତା ଦୁଇ ମାସ ମଧ୍ୟରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ ଭାଙ୍ଗିବ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) । ନିୟମ ଉଲ୍ଲଘଂନ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଇଛି ଓଡ଼ିଶା ରେରା । ଖାଲି…

ନାଫେଡ ଯୋଗାଇବ ଆଳୁ, କିଲୋକୁ ମାତ୍ର ୩୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଉପୁଜିଥିବା ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ…

ଭୁବନେଶ୍ୱର-ପଲାସା ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବ ତଟ ରେଳପଥ । ଏନେଇ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ଆରମ୍ଭ କରିଛି । ଏହା ସହିତ ବ୍ରହ୍ମପୁର-ଗୋଳନ୍ଥରା…

ଅନୁନ୍ନତ ଜନଜାତିଙ୍କ ୩ଟି ବାସସ୍ଥାନ ସ୍ୱୀକୃତି ଦେବାରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ବର: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧୀନରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜିଏସ)ଙ୍କୁ ବସତି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି)…