Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରୋଷେଇ ଘରୁ ରାଜନୀତି, ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଗତ…

କଲବଲ କରୁଛି ତାତି; ଦିନ ୧୧.୩୦ ସୁଦ୍ଧା ୩୯ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୬ ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ । ରାଜ୍ୟରେ ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି ଆଉ…

କାଲି ରୁକୁଣା ରଥ, ଆଜି ନେତ ଉତ୍ସବ, ମରୀଚିକୁଣ୍ଡର କଳସ ପାଣିରେ ଆରମ୍ଭ ହେବ ରଥ ପ୍ରତିଷ୍ଠା ପର୍ବ

ଭୁବନେଶ୍ଵର: ଆଜି ନେତ୍ର ଉତ୍ସବ । ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । କାଲି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ଆଜି ମଧ୍ୟ ରାତ୍ରିରୁ…

ରୋଷେଇ ଘରେ ମହଙ୍ଗା ମାଡ଼, ଟ୍ଵିନ ସିଟିରେ ଆଳୁ କିଲୋ ୩୦

ଭୁବନେଶ୍ଵର: ରୋଷେଇ ଘରେ ମହଙ୍ଗା ମାଡ଼ । ପକେଟକୁ ବାଧୁଛି ଆଳୁ ଦର । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ତେବେ କେବଳ ଆଳୁ କାହିଁକି, ରୋଷେଇ ଘରର ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ, ହରଡ଼ ଡାଲି ଓ ପାମୋଲିନ୍ ତେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଗଲା ଦଶ ଦିନ ଭିତରେ…

ରାଜ୍ୟକୁ ଫେରିଛି ତାତି, ସକାଳ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ସହ ଭୁବନେଶ୍ଵର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ଵର: ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ଆଜି ସକାଳ ୮.୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା…

ଆମ୍ବେଦକର ଜୟନ୍ତୀ: ଆପ୍ ପାଳନ କଲା ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ

ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆମ୍ ଆଦ୍‌ମୀ ପାର୍ଟି ସାରାଦେଶରେ ପାଳନ କରୁଛି 'ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ' ଦିବସ। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍‌ମୀ ପାର୍ଟି, ଓଡ଼ିଶା ଭୁବନେଶ୍ଵର ସ୍ଥିତ ଲୋୟେର ପି.ଏମ.ଜି…

ତତଲା କଡେଇରେ ଭାଜି ହେଉଛି ଓଡିଶା, ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ଵର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ଓଡିଶା । ଦିନ ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ରାଜ୍ୟରେ ଏବେ ପାରଦ ଉପର ମୁହାଁ ହୋଇଛି । ୪ ଦିନର ଆଶ୍ଵସ୍ତି ପରେ ଗତ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଆଜି ଦିନ ସାଢେ ୨ଟା ସୁଦ୍ଧା ୨ ସହରର…

ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି। ଧମକ ଦେଇ ଭୟଭୀତ କରୁଛି । ଏନେଇ ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ବିଜେଡି…

ଆଜିଠୁ ବଢିବ ତାତି, ସକାଳ ୯ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୩୧.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ ୫ ରୁ ୬ ଦିନର ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ବଢିବ ତାତି । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ଖୋର୍ଦ୍ଧା, କଟକ,…