Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହେଲେ ଚଭନ କୁନାଲ ମୋତିରାମ

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ (ADM) ପଦବୀ ସୃଷ୍ଟି କୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି ୨୦୨୦ ବ୍ୟାଚ୍‌ ର IAS ଅଫିସର ଚଭନ କୁନାଲ ମୋତିରାମ । ତେବେ ଏଡିଏମଙ୍କ…

ମାଲଦା-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ: ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଦ୍ବାରା ଶୁଭାରମ୍ଭ କରିବେ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଡିସେମ୍ବର 30 ରେ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ସମେତ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏବଂ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ…

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବ କାହିଁକି?…

ଅସୁରକ୍ଷିତ ରାଜଧାନୀ: ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ…

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ   କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା  ଅଭାବରୁ  ମୋ  ରାଜ୍ୟର  କେହି  କେବେ  ଉତ୍ତମ  ଚିକିତ୍ସା ରୁ…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ, ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ

ଭୁବନେଶ୍ବର: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା  ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ବଢୁଛି କରୋନା : ଆଜି ଆଉ ୫ ପଜିଟିଭ୍ ଚିହ୍ନଟ , ମୋଟ୍ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ବର : ବଢୁଛି କରୋନା ସଂକ୍ରମଣ  । ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଟେଷ୍ଟିଂ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ…

ନନ୍ଦନକାନନ @64 : ପ୍ରତିଷ୍ଠା ଦିବସରେ ଲୋକାର୍ପିତ ହେବ ଓ୍ବାଲାବି ଖୁଆଡ

ଭୁବନେଶ୍ବର : ୧୯୬୦ ରୁ ୨୦୨୩  । ଏହାରି ମଧ୍ୟରେ ବିତିଯାଇଛି ୬୪ ବର୍ଷ  । ଆଜି ନନ୍ଦନକାନନ ପାଳନ କରୁଛି ତାର  ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର ସୂଚନା ରହିଛି । ନନ୍ଦନକାନନର…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ଜାନୁଆରୀ ୬ରେ ଓଡିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏଥିରେ  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍କଳ ଭାରତ କଂଗ୍ରେସ କମିଟିର…