Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

୧୨ ଚକିଆ ଟ୍ରକରେ ଲୁଚାଇ ନେଉଥିଲେ ଗଞ୍ଜେଇ, ଭୁବନେଶ୍ୱରରୁ ଧରିଲା NCB ଜୋନାଲ ଟିମ୍

ଭୁବନେଶ୍ୱର: ଗାଡି ପାର୍ଟସ ବୋଝେଇ ଟ୍ରକରେ ଲୁଚାଇନେଉଥିଲେ ଗଞ୍ଜେଇ। ସିକ୍ରେଟ ଚାମ୍ବର କରି ସପ୍ଲାୟ କରୁଥିଲେ ୫କ୍ବିଣ୍ଟାଲ ୬କେଜି ଗଜେଇ। ଆନ୍ଧ୍ରପ୍ରଦେଶର ଅନକାପାଲିରୁ ହରିୟାନାର ହିସାର ସପ୍ଲାୟ ବେଳେ ଏନସିବି ଜୋନାଲ ଟିମ ଧରିଲା ପାର୍ଟସ ବୋଝେଇ ୧୨ ଚକିଆ ଟ୍ରକ। ଭୁବନେଶ୍ୱରର ଚନ୍ଦକା…

ବାତ୍ୟା ନେଇ ୪୮ ଘଣ୍ଟା ପରେ ଆସିବ ସ୍ପଷ୍ଟ ଚିତ୍ର, ଭୟଭୀତ ନହୋଇ ସତର୍କ ରହିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା…

ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା: ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍

ଭୁବନେଶ୍ୱର: : ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା  । ଖୁବ୍‌ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‌ ସାମିଲ ହେବ ବୋଲି  ‘ମୋ ବସ’ ସେବା, କ୍ରୁଟ୍‌ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ…

ବାତ୍ୟା ଆସିପାରେ କିନ୍ତୁ ବନ୍ୟା ହେବନି, ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ ନକରିବାକୁ ନିବେଦନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ । ହେଲେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ସୂଚନା ମିଳିନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର 17 ଟି ଏନଡିଆରଏଫ ଟିମ୍, 20ଟି ଓଡ୍ରାଫ…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ଦୁଷ୍କର୍ମ ଅଭିଯୋଗ ପରେ କାହିଁକି ଗିରଫ ହେଉ ନାହାନ୍ତି ବିଜେଡି ବିଧାୟକ?

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏଯାଏ ଏଫଆଇଆର ପଞ୍ଜିକରଣ କରୁନି ଖଣ୍ଡଗିରି ପୋଲିସ । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । କଟକ ବାଙ୍ଗୀର ଜଣେ ଯୁବତୀ ମେ ଦୁଇ ତାରିଖ ଦିନ ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ସାଂସଦ ରମେଶ…

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ…

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…

ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢିଙ୍କିଆ ଲୋକଙ୍କୁ ଉସକାଉଛି ନୂଆଦିଲ୍ଲୀର ଏକ ଏନଜିଓ ?

ପାରାଦ୍ୱୀପ: ଜେଏସଡବ୍ଲୁ  ପ୍ରକଳ୍ପକୁ ବିରୋଧ କରିବାକୁ ନୂଆଦିଲ୍ଲୀରୁ ଆସୁଛି ଟଙ୍କା । ଏକ ଏନଜିଓ ଏଥିପାଇଁ ଢିଙ୍କିଆ ଗାଁର କିଛି ଲୋକଙ୍କୁ ବର୍ଷ ହେବ ଟଙ୍କା ପଠାଉଛି। ଏପରି ଅଭିଯୋଗ ଆଣିଛନ୍ତି ଢିଙ୍କିଆ ଗ୍ରାମର କିଛି ଲୋକେ । ଯେଉଁମାନେ କି ସଂପୃକ୍ତ ଏନଜିଓ ଠାରୁ ପଇସା ପାଇଛନ୍ତି ବୋଲି…