Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ।  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ।     ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ : ନ୍ୟାୟ ପାଇଁ ମାଆର ନିବେଦନ

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ  । ମାମଲାରେ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ମାନସଙ୍କ ମାଆ । ଆଜି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ପରେ ସେଠାରୁ ଏକ ଠେଙ୍ଗା ମିଳିଛି । ଏହି ଠେଙ୍ଗାରେ ମାନସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା…

କ୍ୟାମରାପର୍ସନ ମାନସ ସ୍ୱାଇଁ ହତ୍ୟା ଘଟଣା: ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ୱର : କ୍ୟାମେରାପର୍ସନ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି କଳ୍ପନା ସାହୁଙ୍କ ତତ୍ତ୍ୱାବଧାନରେ ୫ଜଣିଆ ତଦନ୍ତ ଟିମ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଆଜିର ତଦନ୍ତରେ ଆଶ୍ରମରେ ରହୁଥିବା…

ଜାଣନ୍ତୁ; ଭୁବନେଶ୍ୱରର ନୂଆ ମେୟର ସୁଲୋଚନା ଦାସଙ୍କୁ

ଭୁବନେଶ୍ୱର: ସୁଲୋଚନା ଦାସ । ଏହି ବିଜେଡି ନେତ୍ରୀ ମହାନଗର ନିଗମ ନିର୍ବାଚନରେ ଭୁବନେଶ୍ୱରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟୀ ହୋଇ ସେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ମେୟର ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ…

ପ୍ଲେସ୍‌ମେଣ୍ଟ ଓ କ୍ୟାମ୍ପସ୍ ଦିଗରେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କିଟକୁ ଏସିଆ ଏଜୁକେସନ୍ ୨୦୨୨ ପୁରସ୍କାର

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

କଟକ ମହାନଗର ନିଗମରେ ମେୟର ହେଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ

କଟକ : କଟକରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ । ବିଜେପି ଓ କଂଗ୍ରେସଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ବେଜେଡି ପ୍ରାର୍ଥୀ । ୪୫ ହଜାର ୨ଶହ ୬ ଖଣ୍ଡ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟ ହାସଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସୁବାସ…

ଭୁବନେଶ୍ୱର ମହାନଗର ନିଗମର ମେୟର ହେଲେ ବିଜେଡି ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେଲେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ବାସିନ୍ଦା ବିଜୟୀ କରିଛନ୍ତି ।ସୁଲୋଚନା ୬୧ ହଜାର ୧୪୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କୁ…

ପୌର ନିର୍ବାଚନ ଫଳାଫଳ : ଭୁବନେଶ୍ୱରରୁ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ…

ଭୁବନେଶ୍ୱର : ରାଜ୍ୟରେ ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଭୁବନେଶ୍ୱରରେ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ ଏହି ରିପୋର୍ଟରେ । ଏହି ରିପୋର୍ଟରୁ ଜଣାପଡିଛି କି ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡ ଦଖଲ କରିଛି…

ପୌର ଫଇସଲା: ଭୁବନେଶ୍ୱର ମେୟର ଭୋଟ୍ ଗଣତିର ଟ୍ରେଣ୍ଡ୍

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି, ଆସିଲା ଭୁବନେଶ୍ୱରର ଟ୍ରେଣ୍ଡ୍ । ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ  ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ବହୁଆଗରେ ରହିଛନ୍ତି । ଟ୍ରେଣ୍ଡ୍ ମୁତାବକ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ୧ଲକ୍ଷ ୩୯ ହଜାର ୪୮୮ ଭୋଟରେ ଆଗୁଆ ରହିଥିବାବେଳେ…

ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର  : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟତମ…