Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କମଳାକାନ୍ତଙ୍କ ରେକର୍ଡ ନିଶା, ୨୪ ଘଣ୍ଟାରେ ଅତିକ୍ରମ କରିବେ ୨୦୦ କି.ମି!

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବକଙ୍କ ରେକର୍ଡ ନିଶା । ୨୪ ଘଣ୍ଟାରେ ୨୦୦ କିଲୋମିଟର ହ୍ୱିଲ ଚେୟାର ଯୋଗେ ସାଇକେଲିଂ କରିବାକୁ ରଖିଛନ୍ତି ଟାର୍ଗେଟ । ଗିନିଜ ବୁକରେ ନିଜ ନାଁ ଯୋଡ଼ିବାକୁ ଦୃଢ ଆଶା । ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁର ଅଂଚଳର ଦିବ୍ୟାଙ୍ଗ ଯୁବକ…

ମଞ୍ଚେଶ୍ୱର ପୋଲିସ ହାବୁଡରେ ହାଇପ୍ରୋଫାଇଲ ଠକ

ଭୁବନେଶ୍ୱର : ମଞ୍ଚେଶ୍ୱର ପୋଲିସ ହାତରେ ଧରା ପଡିଲା ହାଇପ୍ରୋଫାଇଲ ଠକ । ଅଧିକ ସୁଧର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ଠକ ପ୍ରଭାକର ଜେନାକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଲୋକଙ୍କ ଠାରୁ ଚାରି କୋଟିରୁ ଅଧିକ ଟଙ୍କା ଠକି ନେଇଛି ଏହି ହାଇ ପ୍ରୋଫାଇଲ ଠକ  । ଏହି ଠକ ଜଣଙ୍କ…

୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟୁନିସପାଲଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ।୧୦୭ ଟି ପୌର ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।  । ୧୦୭ ଟି ଆସନରୁ ମହିଳାଙ୍କ ପାଇଁ ୫୪ ଟି ଆସନ ସଂରକ୍ଷିତ ରହିଛି । ୪୨ ଟି ଆସନ ଅଣସଂରକ୍ଷିତ ରହିଛି ।ଏସସିଙ୍କ ପାଇଁ ୮ ଟି ଓ ଏସଟିଙ୍କ…

ବିଏମସି ଅଫିସରେ ପୁଣି ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ

 ଭୁବନେଶ୍ୱର : ପୁଣି ବିଏମସି ଅଫିସରେ ପଶିଲା କରୋନା । ବିଏମସିରେ ଅଫିସରେ ଆଜି ପୁଣି ୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଆଗରୁ ଗୋଟିଏ ଦିନରେ ୨୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ବିଏମସି ଅଫିସରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏନେଇ ସର୍ବ…

ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ଲକ୍ଷଣ ନାହିଁ ଯଦି ଟେଷ୍ଟ ଦରକାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭ୍ ସଂସ୍ପର୍ଶରେ ଯଦି ଆସୁଛନ୍ତି , ଯଦି ଆପଣଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ଟେଷ୍ଟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୧୦,୮୫୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୦ରୁ ୧୮ ବର୍ଷ ଭିତରେ ୧୦୨୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୨୯୩ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ କେସ୍‌ ରହିଛି ୪୫୬୩୧। ଅନୁଗୁଳରୁ ୧୦୪, ବାଲେଶ୍ବରରୁ ୩୨୬,…

ଆଜି ରାଜ୍ୟରେ ୨୨୧୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୭୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଜି ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ…

ପୁଣି ବର୍ଷିବ, କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପୁଣି ବର୍ଷିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର , ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର,ଗଜପତି, ଗଞ୍ଜାମ ଖୋର୍ଦ୍ଧା , ପୁରୀ,. ନୟାଗଡ , ସୁନ୍ଦରଗଡ , ବରଗଡ, କେନ୍ଦୁଝର, ମୟୂରଭଞ୍ଜ ,…

କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପିଜିଟିଭ୍

ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୨୭୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ ଜଣ । ଖୋର୍ଦ୍ଦାରୁ ସର୍ବାଧିକ ୩ହଜାର ୪୯୬ ନୂଆ କୋରୋନା ସଂକ୍ରମିତ ରହିଛନ୍ତି । ସେହିପରି ସୁନ୍ଦରଗଡକୁ ୧ ହଜାର ୪୯,…