Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓଡ଼ିଆ ପୁଅ କମଳାକାନ୍ତଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କି.ମି. ହ୍ୱିଲ୍ ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱର୍ଲ୍ଡ ରେକର୍ଡ କରିଛନ୍ତି । ୭ବର୍ଷ ପୂର୍ବରୁ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ମେରୁଦଣ୍ଡ…

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ…

ଆସନ୍ତକାଲି ଓଡ଼ିଶା ଆସିବ ଓମିସିଓର କିଟ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ୍ ଆସିବାକୁ ଯାଉଛି । ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଲିମିଟେଡ଼ (ଟାଟା) ଏମଡ଼ି ଦ୍ୱାରା ପ୍ରସ୍ତୁତ ଏହି କିଟ ସୋମବାର ପହଞ୍ଚିବ । ଟାଟା ଏମଡ଼ି ଏହି କିଟ୍ ଓଡ଼ିଶାକୁ ଦେବ । ଏହା କରୋନାର ନୂଆ…

ରାଜ୍ୟରେ ଟିକାକରଣକୁ ପୁରିଲା ଏକ ବର୍ଷ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଆଜି ବର୍ଷେ ପୁରିଲା । ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏନେଇ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଯାଏଁ ୫ କୋଟି ୩୯ ଲକ୍ଷ ୯୧ ହଜାର ୬୪୨ଡ଼ୋଜ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡ଼ୋଜ୍ ୯୨.୪…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବଢ଼ିବାରେ ଲାଗିଲାଣି । ୧୧ହଜାର ଟପିଲା ସଂକ୍ରମଣ ସଂଖ୍ୟା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୧ ହଜାର ୧୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୦୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୪୭୯ ଓ…

ଆହୁରି ବଢ଼ିବ ଶୀତ, ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିବ ଶୀତ । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଶୀତ ବଢ଼ିବ ଓ ତାସହ କୁହୁଡ଼ି ପଡ଼ିବ । ପଶ୍ଚିମା ଝଡ଼ ତଥା ନିମ୍ନ ଚାପରେଖା ଯୋଗୁଁ ରାଜ୍ୟରେ ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଘଟିଛି । ଆସନ୍ତା ୩ ଦିନରେ…

୧୭ରୁ ବନ୍ଦ ହେବ ଏମ୍ସ ଓପିଡି

ଭୁବନେଶ୍ୱର: କରୋନାରେ ରୋଗୀ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର କିଛି ହସ୍ପିଟାଲରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ହସ୍ପିଟାଲରେ ଥିବା ଓପିଡିକୁ ବ୍ୟବହାର କରାଯାଉଛି । ହେଲେ ରୋଗୀ ସେବା ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ରୁ ଭୁବନେଶ୍ୱର ଏମ୍ସର ଓପିଡି…

୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ଆଇଏଏସ ସ୍ତରରେ ପଦନ୍ନତି ହୋଇଛି । ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦନ୍ନତି କରାଯାଇଛି । ଏହି ୪ଜଣ ୧୯୯୧ ବ୍ୟାଚର ଆଇଏଏସ ଅଟନ୍ତି । ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଆଇଏଏସ ଅନୁଗର୍ଗ, ମଧୁସୂଦନ ପାଢୀ,…

ଆଜି ଭୁବଶ୍ୱେରରେ ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦ ହଜାର ଟପିବାରେ ଲାଗିଛ । ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି । ଯାହା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।…

ରାଜ୍ୟ ସରକାର ଯୁବପିଢ଼ୀଙ୍କୁ ନିଯୁକ୍ତିର ମରିଚିକା ଦେଖାଉଛନ୍ତି : କଂଗ୍ରେସ

ଭୁବନେଶ୍ୱର : ଚାକିରିରେ ସର୍ବନିମ୍ନ ବୟସ ବଢାଇବା ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ସରକାରୀ ଚାକିରୀର ସର୍ବନିମ୍ନ ବୟସସୀମା ସାଧାରଣ ବର୍ଗଙ୍କ ପାଇଁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଥିବା ସ୍ଥଳେ…