Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ମମିତା ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର , ବିରୋଧୀଙ୍କୁ ପ୍ରମାଣ ମାଗିଲେ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ…

ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ଶୁଣାଣି ସମୟରେ…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ ‘FFMA’

ଭୁବନେଶ୍ୱର: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ । ଏମ ଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଗରେ ଓଡ଼ିଶା ସରକାର ଏହି ଆପ୍ ଲଞ୍ଚ୍ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଅପ୍ଲିକେସନ 'FFMA' ରଖାଯାଇଛି । କୃଷି ଭବନରେ ଏହି ଆପର ଲୋକାର୍ପଣ…

ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ଡ୍ରାଇଭର ମହାସଂଘର ବିଶାଳ ରାଲି । ବିଭିନ୍ନ ଦାବି ପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ବିଶାଳ ରାଲି କରାଯାଇଛି । ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି…

ଏକାମ୍ର କ୍ଷେତ୍ରରେ ଠାବ ହେଲା ଆଉ ଏକ ମନ୍ଦିର

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଠାବ ହେଲା ଏକ ମନ୍ଦିର। ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଆଜି ଏହି ମନ୍ଦିର ଭଗ୍ନା ବିଶେଷକୁ ଦେଖିବାକୁ ମିଳିଥିଲା। ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି ।ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି…

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଫର୍ଣ୍ଣିଚର ସୋରୁମ୍ ଦେଖିଲେ ଟେରା ହୋଇଯିବେ, ବିଲଡିଂ ଦାମ୍ ୨ କୋଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି…

ଓଡ଼ିଶା ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯୋଶୀ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା କାଲି ସେ ପାରଦୀପ ବନ୍ଦର ଓ ତାଳଚରେ କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟ ପରିଦର୍ଶନ…

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୧ରୁ ଖୋଲିବ ୟୁଜି ପ୍ରଥମ ବର୍ଷ କ୍ଲାସ। ସେହିପରି ନଭେମ୍ବର ୧୫ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତିଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର। କଲେଜ କ୍ଲାସ ସହ…

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା। ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର…

ରାଜଧାନୀରେ ୩ଟି ଡ୍ୟାନ୍ସ ବାର୍ ସିଲ୍, ଉଡୁଥିଲା ପୁଳା ପୁଳା ନକଲି ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବରେ ଚାଲିଥିଲା ଡ୍ୟାନ୍ସ ବାର୍ । ଜମୁଥିଲା ନାଚ ଗୀତର ଆସର । ବାରରେ ଉଡୁଥିଲା ପୁଳା ପୁଳା ନକଲି ନୋଟ୍ । ଖବର ପାଇଁ ପହଞ୍ଚିଲା ପୋଲିସ । ରଙ୍ଗୀନ ରାତିରେ ମଉଜ ମଜସିଲରେ ଚୁର ଗ୍ରାହକଙ୍କର ପୋଲିସ ବାବୁଙ୍କୁ ଦେଖି ହଠାତ୍ ନିଶା ଉତୁରିଗଲା । ଭୁବନେଶ୍ୱରରେ…