Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ…

ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌ । ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ । କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା…

ରାସ୍ତା ଉପରେ ଚୂଲି ଜାଳି ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ଦରଦାମ । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ…

ଦରବୃଦ୍ଧି ପ୍ରତିବାଦ: ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଇକେଲ୍ ରାଲି

ଭୁବନେଶ୍ୱର: ରାଜରାସ୍ତାରେ ଦରଦାମ ବୃଦ୍ଧିର ପ୍ରତିବାଦ । ଭୁବନେଶ୍ୱରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ୍ ରାଲି କରାଯାଇଛି । କେଶରୀ ହଲ୍ ପାଖର ଏହି ରାଲି ବାହାରି ରାଜଭବନ ଅଭିମୁଖେ ଯାଇଛି । ସେଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଉଛି । ବିଜେଡି ଅଭିଯୋଗ କରିଛି,…

ଅମୃତଭଣ୍ଡା ଗଛରେ ଫଣା ଟେକିଥିଲା ନାଗ ସାପ

ଭୁବନେଶ୍ୱର: ଅମୃତଭଣ୍ଡା ଗଛରେ ଫଣା ଟେକିଛି ନାଗ ସାପ । ଗୋଡ଼େଇ ହୋଇ ଗଛରେ ରହିଥିଲା । ଏଦୃଶ୍ୟ ହେଉଛି ଭୁବନେଶ୍ୱର ଭୀମପୁର ଅଞ୍ଚଳ । ସକାଳୁ ସକାଳୁ ଅମୃତଭଣ୍ଡା ଗଛରେ ସାପ ଥିଲା ଲୋକ ଦେଖିଥିଲେ । ଫୁଲ ତୋଳିବାକୁ ଯାଇଥିବା ବେଳେ କିଛି ଲୋକ ଅମୃତଭଣ୍ଡା ଗଛରେ ସାପ ଚଢ଼ିଥିବା ଦେଖିଥିଲେ । ଏହି…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାର ଉପରକୁ ଅଣ୍ଡା ଓ କାଳି ମାଡ଼

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିରୋଧ କରିଛି କଂଗ୍ରେସ। ଦଳ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ କାର୍ ଉପରକୁ ଅଣ୍ଡା ଓ କାଳିମାଡ଼ କରାଯାଇଥିଲା। ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳା ପତାକା…

କୋଭିଡ୍‌ କଟକଣା କୋହଳ କଲା BMC

ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି  ପୂର୍ବରୁ ଜାରି କଟକଣାକୁ  ବିଏମ୍‌ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ  ନିୟମ…

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍…

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

ଗଣମାଧ୍ୟମ ସଂସ୍ଥା ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାନହାନୀ ମାମଲା ରୁଜୁ

ଭୁବନେଶ୍ୱର: ଏକାଧିକ  ଗଣମାଧ୍ୟମ ସଂସ୍ଥା  ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି । ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର । ମମିତା ହତ୍ୟା ମାମଲାରେ ପ୍ରେସବାର୍ତ୍ତା ଜରିଆରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର…